ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି କଟକର ଐତିହାସିକ ବାଲିଯାତ୍ରା ପଡ଼ିଆ ରେ ଏକ ନିର୍ଦ୍ଧାରିତ ସ୍ଥାନରେ ବିନା ଦେୟରେ ଉତ୍କଳ ଗୌରବ ଙ୍କ ଦ୍ଵାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ଙ୍କ ନାମାନୁସାରେ ଏକ ମଞ୍ଚ ଯାହାକି “ମଧୁମଞ୍ଚ” ର ଆୟୋଜନ କରାଯାଇଥାଏ। ଏହି ମଞ୍ଚରେ ଐତିହାସିକ ବାଲିଯାତ୍ରା ର ଶୁଭାରମ୍ଭ ଠାରୁ ଅନ୍ତିମ ଦିବସ ପର୍ଯ୍ୟନ୍ତ ମଧୁବାବୁ, ଓଡ଼ିଶାର ଅସ୍ମିତା ତଥା ଉତ୍କଳ ର ଭାଷା […]
ରାଜ୍ୟ
ବାସ୍ତବବ୍ୟୁରୋ(କେନ୍ଦୁଝର) : ମୃତ୍ୟୁ କେତେବେଳେ ଆସେ କିଏବା କହିବ ।ମା’ତାରିଣୀଙ୍କ ଦର୍ଶନର ଅଭିଳାଷା ଆଶାର ହିଁ ରହିଗଲା। ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିଯୋଡି ଗ୍ରାମ ନିକଟରେ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୮(ଆଠ)ଜୀବନ । ଖବର ଅନୁଯାଇ, ଗଞ୍ଜମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ୩ଟି ପରିବାର ମା’ ତାରିଣୀଙ୍କ ଦର୍ଶନ ପାଇଁ ଏକ ଟାଟା ୱିଙ୍ଗର ଗାଡିରେ ଆସୁଥିବା ବେଳେ ଜାତୀୟ […]
ବାସ୍ତବ ବ୍ୟୁରୋ: ପୁନଃବିଚାର ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ+ ଗ୍ରେଡ଼ ଦେଲା ନାକ୍ । ସୂଚନା ଥାଉକି ମେ ମାସରେ ଆସିଥିବା ନାକ୍ ଟିମ ଦେଇଥିଲା ଏ ଗ୍ରେଡ । ଏହାର ପୁନଃ ବିଚାର ପାଇଁ ଆବଦେନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାର ଫଳାଫଳ ଆଶାନୁରୂପକ ଆସିଛି । ଏ ଗ୍ରେଡରୁ ଉଠି ନାକ୍ ଟିମ ଦେଇଛି ଏ+ ଗ୍ରେଡ । ୨୦୧୬ ମସିହାରେ ଉତ୍କଳ ହାତେଇଥିଲା ଏ+ […]
ବାସ୍ତବ ବ୍ୟୁରୋ: ଆହୁରି ୫ ବର୍ଷ ମାଗଣା ଚାଉଳ ଦେବାକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ଅର୍ଥାତ ୨୦୨୯ ଯାଏଁ ମାଗଣା ଚାଉଳ କେନ୍ଦ୍ର ଯୋଗାଇବେ। କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆହୁରି ୫ ବର୍ଷ ଯାଏଁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ପ୍ରାୟ ୮୧ କୋଟି ହିତାଧିକାରୀ ଲାଭ ପାଇବେ। ଏଥିପାଇଁ […]
ବାସ୍ତବ ବ୍ୟୁରୋ: ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଗତ ଅକ୍ଟୋବର ୨୩ତାରିଖରେ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ […]
ଆଦିତ୍ୟ ବେହେରା(ଭୁବନେଶ୍ବର): ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ ।୧୯୪୯ ମସିହା ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ଡକ୍ଟର.ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ ଦୁଇବର୍ଷ ଏଗାର ମାସ ଏବଂ ୧୮ ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ । ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ସମ୍ବିଧାନ ମନେ କରାଯାଏ । ୨୬ ଜାନୁଆରୀ ୧୯୫୦ […]
ସ୍ଵତନ୍ତ୍ର ପ୍ରତିନିଧି(କେନ୍ଦ୍ରାପଡ଼ା):-କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବସପୁର ଗ୍ରlମ ର କଳ୍ପନା ବାରିକଙ୍କର କିଛି ଦିନ ତଳେ, ଚାନ୍ଦୋଳ ସ୍ଥିତ ମକରାନନା କ୍ଲିନିକରେ ଏକ ଟିଉମର ଅପରେସନ ହେବାପରେ ସମ୍ପୂର୍ଣ ଖର୍ଚ୍ଚ ପଚିଶି ହଜାର ଦୁଇ ସହ ଟଙ୍କା ହୋଇଥିଲା ।ଯାହାକି ରାଜ୍ୟ ସରକାର ଙ୍କ ବିଜୁ ସ୍ଵାସ୍ତ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ bsky କାର୍ଡ ରୁ ଖର୍ଚ୍ଚ ହୋଇଥିଲl।ଅପରେସନ ବାବଦକୁ ଏକୋଇଶି ହଜାର ଟଙ୍କା ଓ ରକ୍ତ ଭଣ୍ଡାର […]
ନିରଂଜନ ଦାସ(ନୟାଗଡ):- ଖଣ୍ଡପଡ଼ା ମହୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶୁଭ ମଣ୍ଡପ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ତହସିଲଦାର ଧୋବେଇ ନାଏକ, ଏସଡିପିଓ ବିମଳ କୁମାର ବାରିକ, ଏଡିବିଓ ସୁବାଷ ଚନ୍ଦ୍ର ସେଠୀ , ଖଣ୍ଡପଡ଼ା ଥାନା ଅଧୀକାରି ଜ୍ୟୋତିପ୍ରକାଶ ସ୍ବାଇଁ, ପୂର୍ତ୍ତ ବିଭାଗ ସହକାରୀ […]
ସଂଜୟ ଶତପଥୀ(କଟକ):କଟକର ଐତିହାସିକ ବାଲିଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କ ଅଧ୍ୟକ୍ଷତାରେ କଟକ ମହାନଗର ନିଗମ ସଭାଗୃହ ରେ ଡେପୁଟି ମେୟର ଙ୍କ ସହ ବିଭିନ୍ନ ରାଜନୈତିକ ନେତା, ସମାଜସେବୀ, ସମସ୍ତ କର୍ପୋରେଟର ଓ ନିଗମର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନନୀୟ ମେୟର ଶ୍ରୀ ସୁବାସ ସିଂ ଆଗାମୀ ବାଲିଯାତ୍ରା […]
ସଂଜୟ ଶତପଥୀ(କଟକ)୨୩.୧୧.୨୦୨୩: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ତରଫରୁ କଟକ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଉପସ୍ଥିତ ଥିଲେ l ରାଜ୍ୟର କୃଷି ଏବଂ କୃଷକ ସମସ୍ୟା ନେଇ ସେ ଉଦବେଗ ପ୍ରକାଶ କରିଥିଲେ l ପ୍ରଥମତଃ ରାଜ୍ୟ ସରକାର ଗତ ସେପ୍ଟେମ୍ବର୍ ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ଘୋଷଣା କରିଥିବା […]


