ବାସ୍ତବବ୍ୟୁରୋ:(ମାହାଙ୍ଗା)ମଙ୍ଗଳବାର ବିଳମ୍ବିତ ରାତିରେ ଭଦ୍ରେଶ୍ୱର ଫାଣ୍ଡି ନାହାଙ୍ଗ ଗାଁ’ରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିବା ଖବର ମିଳିଛି
ସେହି ଗାଁ’ର ରଞ୍ଜନ ମହାପାତ୍ରଙ୍କ ଘରେ ନିଆଁ ଲାଗିଯିବାରୁ ତାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା
ସର୍ଟ ସର୍କିଟରୁ ଏହି ନିଆଁ ଲାଗିବା କୁହା ଯାଉଛି |ରଞ୍ଜନଙ୍କ ଘରେ ଥିବା ସମସ୍ତ ଅସବାପତ୍ର ପୋଡି ଭସ୍ମୀଭୂତ ହୋଇଯାଇଛି
ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳୀରେ ପହଂଚି ଥିଲେବି’ନିଆଁକୁ ଆୟତ କରାଯାଇପାରି ନଥିଲା
ଅଗ୍ନୀ ବିପନ୍ନ ପରିବାରକୁ ସହାୟତା ଯୋଗାଇଦିଆ ଯିବାକୁ ସାଧାରଣରେ ଦାବୀ ହୋଇଛି
Next Post
ଆଜିର ଖାସ୍ ଖବର
Wed Jun 30 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୧୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୯୮୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୧୪୨୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୭୪୩୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]

You May Like
-
4 weeks ago
ସରକାରଙ୍କ ଘେରିମୁକ୍ତ ଚିଲିକା ଅଭିଯାନ…
-
2 years ago
ବ୍ରଜରାଜନଗର ପୋଲିସ୍ ର ସଫଳତା,ସନ୍ଦିଗ୍ଧ ଅପରାଧି ଗିରଫ….
-
7 years ago
ଆଜିର ଖାସ୍ ଖବର
-
5 years ago
ମମିତା ମେହେର୍ ପାଇଁ ଆସନ୍ତା ୩୦ରେ ଭଦ୍ରକ ବନ୍ଦ…
-
6 years ago
ଆଜିର ଖାସ୍ ଖବର


