ଭୁବନେଶ୍ୱର(ନ.ପ୍ର)୨୨/୦୭: ଆଜିଠାରୁ ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ନବଗଠିତ ବିଜେପି ସରକାର ସହ ବିରୋଧି ଦଳ ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିଜେଡ଼ି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଗୃହରେ […]
BJP Odisha
ସନ୍ତୋଷ ପାତ୍ର(ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ଵାଚନ ମଣ୍ଡଳୀ ଅଧୀନସ୍ଥ ନର୍ଲା ମ. ରାମପୁର, କର୍ଲାମୁଣ୍ଡା, ଓ କେସିଙ୍ଗା ଆଦି ବ୍ଲକ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନେକ ବିଭାଗ ରେ ଅଧାପନ୍ତରିଆ ହୋଇ ପଡିରହିବା ଏବଂ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ କଳାହାଣ୍ଡି ରୁ ଯାଇ ରାଜ୍ୟ ସରକାର ଙ୍କ ପାଖରେ ପହଞ୍ଚିଛି । ସୂଚନା ଅନୁଯାୟୀ ନର୍ଲା ପ୍ରେସ ଆସୋସିଏସନ ର ସଭାପତି ଦୀପକ କୁମାର […]
ଭୁବନେଶ୍ୱର(ନି.ପ୍ର):ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟଙ୍କ, ନିର୍ବାଚନ ସରିବାର ମାସକ ପରେ ନବୀନଙ୍କ ହାରିବାକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି,ନବୀନ ପଟ୍ଟନାୟକ ହାରିନାହାନ୍ତି, ତାଙ୍କୁ ବିଧିବଦ୍ଧ ଭାବେ ହରାଇ ଦିଆଯାଇଛି । ତାଙ୍କୁ ସୁଚିନ୍ତିତ ଗୋଟି ଚାଳନାକରି ହରାଇ ଦିଆଯାଇଛି । ଢୋଲ ଭିତରେ ମୂଷା ରହିଥିଲେ।ଆଜି ନହେଲେ କାଲି ସେ ମୂଷାକୁ କଢା ହେବ । ଆମ […]
ଭୁବନେଶ୍ୱର(ନି.ପ୍ର)୨।୭: ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଥିବାବେଳେ,ଭାଜପା ଏହାର କଡା ଜବାବ ରଖିଛି ।ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଭାଜପାର ସଂକଳ୍ପପତ୍ରକୁ ବୋଧହୁଏ ବିଜେଡି ଠିକ ଢଙ୍ଗରେ ପଢିନି । ମାଗଣା ବିଜୁଳି ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭୫ ହଜାର ଟଙ୍କାର ସୋଲାର ସିଷ୍ଟମ ଦିଆଯିବ । ସୋଲାର ସିଷ୍ଟମ ଦ୍ୱାରା ମାଗଣା ବିଜୁଳି ବ୍ୟବହାର କରିବା […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର) :କେନ୍ଦୁଝରରେ ମୁଖ୍ଯମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଦୁର୍ଭାଗ୍ଯଜନକ । ଖଣି ଦୁର୍ନୀତି ହୋଇଥିଲା । ଏଥିରେ କାହାରିକୁ ଛଡାଯିବନି । ସେ ବିରୋଧୀ ଦଳରେ ଥିବାବେଳେ ସରକାରୀ ଦଳ ପକ୍ଷରୁ ତାଙ୍କୁ ମନ୍ତ୍ରିପଦ ଓ ଅନ୍ଯାନ୍ଯ ପ୍ରଲୋଭନ ଦିଆଯାଇଥିଲା ତାହା ଅତ୍ଯନ୍ତ ଦୁର୍ଭାଗ୍ଯପୂର୍ଣ୍ଣ । ସାମ୍ବାଦିକ ସମ୍ମିଳନୀ କରି […]
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା,ଏନଡିଟିଭିକୁ ଦେଇଥିବା ଏକ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି କି,ଓଡିଶାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ସରକାର ଗଠନ କରିବା ସହ, ଆମେ ଓଡିଶାରେ ୧୭ ଟି ଲୋକସଭା ଆସନ ଜିତିବୁ। ଏବଂ ଜୁନ୍ ୪ତାରିଖରେ ଷ୍ଟକ୍ ମାର୍କେଟରେ ଏକ ନୂତନ ରେକର୍ଡ ସୃଷ୍ଟି ହେବ । ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ୨୮୩ ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହା ଦାବି […]
ମନୋଜ ମହାନ୍ତି(ଭୁବନେଶ୍ବର): ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଖୋର୍ଦ୍ଧାର ପୁର୍ବଥର ର ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ। ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ହେଲେ ଏହାପରେ କାଳୁ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ସେ ନେଇ କିଛି ଜଣାପଡି ନାହିଁ। ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଗତଥର କାଳୁ […]
ମନୋଜ ମହାନ୍ତି(ଭୁବନେଶ୍ୱର): ‘ସଂସ୍କାର–ସମ୍ପାଦନ –ରୁପାନ୍ତରିତ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ। ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ […]
ବୋଲମାନୁନି ଅପରାଜିତାଙ୍କ ତୁଣ୍ଡ ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀଙ୍କୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତୁମ୍ବିତୋଫାନ। ପ୍ରଶାନ୍ତ ଜଗଦେବ ଓ କାଳୁ ଖଣ୍ଡାୟତରାୟଙ୍କ ମଧ୍ଯରେ ଦୋନ୍ଦ। ଆଦିତ୍ଯ ବେହେରା(ଭୁବନେଶ୍ବର): ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ କିଏ ହେବ ? ଏହାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କର୍ମିମାନେ ହାଙ୍ଗାମା କରିଛନ୍ତି। ବିଜେପି କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖୋର୍ଦ୍ଧାର ବିଜେପି ନେତା କାଳୁ ଖଣ୍ଡାତରାୟଙ୍କ ସମର୍ଥକମାନେ ସେଠାକୁ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ନିର୍ବାଚନ ଆସିଲେ ଦେଶରେ ର ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭହୁଏ। ଏଥର ଆମ ରାଜ୍ୟରେ ମିଛ ମେଣ୍ଟ ହାଲ୍ଲାର କିଛିଦିନ ଡିଆଁ ଡେଇଁ ବନ୍ଦ ହୋଇ ଥିଲା,ହେଲେ ଏଇ ଦୁଇ ଚାରିଦିନ ଭିତରେ ଯୋର ଧରିଛି ଦଳ ଛଡା ରୋଗ। ଏହି ପରିପେକ୍ଷୀରେ, ଆଜି ସକାଳ ପାଖାପାଖି ୧୦ଟା ସମୟରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ିଥିଲେ।ବିଜେଡିରୁ ଇସ୍ତଫା ଦେବାର ୨ […]


