ସଂଜୟ ଶତପଥୀ(କଟକ): ଆଜି ଧାମନଗର ଉପନିର୍ବାଚନ ରେ ବିଜେପିର ବିଜୟ ଘୋଷଣା ପରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କଟକ ନଗର କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ଗୌରୀଶଙ୍କର ପାର୍କ ଠାରେ ବାଜା, ବାଣ ଫୁଟାଇ, ମିଷ୍ଟାନ୍ନ ବାଣ୍ଟି ବଡ଼ ଧୁମ ଧାମରେ ବିଜୟ ଉତ୍ସବ ପାଳନ କରି, ନଗର ପରିକ୍ରମା କରିଥିଲେ। ଶ୍ରୀ ବଡୁ କହିଛନ୍ତି ଏହା ଦୀର୍ଘ ଦିନ ଧରି ମଦ ମତ୍ତ ହୋଇ […]
BJP Odisha
ସଂଜୟ ଶତପଥୀ(କଟକ): ଆଗାମୀ କଟକ ବାଲିଯାତ୍ରାରେ ପ୍ଲଟ ଆବଣ୍ଟନରେ ମୂଲ୍ୟ ବୃଦ୍ଧି ନେଇ ଭାଜପା କଟକ ନଗର ତରଫରୁ କଟକ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଓ ପ୍ରତିବାଦ ସଭା କରା ଯାଇଥିଲା। କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣ ଧାରଣା ରେ ବକ୍ତା ମାନେ ପ୍ଲଟ ମୂଲ୍ୟ ବୃଦ୍ଧି ତଥା ନିଲାମ ପଦ୍ଧତି ନେଇ ତୀବ୍ର ପ୍ରତିକ୍ରିୟା […]
ଭଦ୍ରକବ୍ୟୁରୋ: ଶୁକ୍ରବାରଠାରୁ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଦଳୀୟ ପ୍ରାର୍ଥୀ ହେବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି। ଆସନ୍ତା ଦିନେ, ଦୁଇଦିନ ମଧ୍ୟରେ ସୂରଜଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଅମିତ ସାହା, ଜେପି ନଡ୍ଡାଙ୍କ ଓଡିଶା ବିଜେପି ନେତା ମାନଙ୍କୁ […]
ପ୍ରମୋଦ ନାୟକ(ଭୁବନେଶ୍ବର): ୨୦୨୪ରେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବୁ,ସରକାରଙ୍କ ୨୨ବର୍ଷର କାରନାମାକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ । ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ବୁଥ୍ ସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇ ଯିବାପରେ, ବିଜେପି କର୍ମୀଙ୍କ ଠାରୁ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ଉତ୍ସାହିତ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶନିବାର ନଡ୍ଡାଙ୍କ ବ୍ଲୁ ପ୍ରିଣ୍ଟ ନେଇ ସୂଚନା […]
ପ୍ରମୋଦ ନାୟକ(ଭୁବନେଶ୍ବର):ଜନତା ମଇଦାନରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏତେଦିନେ ମୁହଁ ଖୋଲିଲେ, ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି,ବିଜେପିର ରାଜନୈତିକ ଦିଗ କଣ ହେବ ବୋଲି ସନ୍ଦେହରେ ଥିଲେ ଓଡ଼ିଶାବାସୀ ,ସମସ୍ତଙ୍କ ମନରେ ପ୍ରଶ୍ନ କେବେ ବାଜିବ ଦୁନ୍ଦୁଭି ? ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ମାର୍ଗଦର୍ଶନ କରିଥିଲେ। ନିର୍ବାଚନ ସମୟରେ କୁଆଡ଼େ ଗଲା ରାଜ୍ୟ […]
ପ୍ରମୋଦ ନାୟକ(ଭୁବନେଶ୍ବର): ବହୁଦିନ ପରେ ବିଜେପିର ମିଛ ଆସ୍ଫାଳନକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ୨୦୨୪ ଲୋକସଭା ନିର୍ବାଚନରେ,ବିଜେପି ଓଡ଼ିଶାରେ ୧୬ଟି ଲୋକସଭା ଆସନ ଜିତିବ ବୋଲି ଗତକାଲି କରିଥିବା ଆକଳନର ଦୃଢ ଜବାବ ରଖିଛନ୍ତି ଶ୍ରୀ ରାଉତ। ଶ୍ରୀ ରାୟଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଦାମୋଦର ରାଉତ। ସେ କହିଛନ୍ତି, ବିଜେପି ନେତୃତ୍ବାଧୀନ […]
ସଂଜୟ ଶତପଥୀ(କଟକ):କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ତାଙ୍କ କଟକ ଗସ୍ତର ଦ୍ଵିତୀୟ ଦିବସର ଶୁଭାରମ୍ଭ କରିଥିଲେ ସକାଳୁ କଟକ ଆରାଧ୍ୟା ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନରୁ।ସେଠାରେ କଟକ ଭାଜପା ମହିଳାମୋର୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ଓ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସଙ୍କ ନେତୃତ୍ୱରେ ମହିଳା ମାନେ ସ୍ୱାଗତକରି ମନ୍ଦିର ଦର୍ଶନ କରାଇଥିଲେ।ଏହାପରେ ସେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ। ସେଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଧର ପ୍ରଧାନ, […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଭାଟପଡ଼ା ପଂଚାୟତରେ ଆବାସ ଯୋଜନାର ବ୍ୟପକ ହେରଫେର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଏହାର ପ୍ରତିବାଦ କରି ଭାଟପଡା ପଂଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ସହ ପ୍ରତିବାଦ କରାଯାଇଛି । ଭାଟପଡ଼ା ପଂଚାୟତ ଚନ୍ଦନବିନ୍ଦା ୬ନଂ ୱାର୍ଡ଼ରେ ଅଧିକାଂଶ ଯୋଗ୍ୟ ହିତାଧ୍ଵକରୀ ଅବାସ ଯୋଜନାରେ ଘର ପ୍ରଦାନ କରା ନଯାଇ କିଛି ଶାଷକ ଦଳର କର୍ମୀ ମାନଙ୍କୁ (ଅଯୋଗ୍ୟ ହିତାଧ୍ୟାକାରୀଙ୍କୁ)ଦଳୟ କୋଟାରେ ସେମାନଙ୍କର ତାଲିକା ପ୍ରସ୍ତୁତି କରାଯାଇଛି […]
ବରଗଡ(ନବୀନ ଦାଶ ବାସ୍ତବ ଟିଭି):ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କୃଷିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ଇଂସ୍ୟୁରେନ୍ସ କରିଥିବା ବରଗଡ଼ର ସମସ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଅର୍ଥ ତୁରନ୍ତ ଦିଆଯିବା ଓ ଏଚଡିଏଫସି ଇରଗୋ କମ୍ପାନୀ କୁ କଳାଭୁକ୍ତ କରିବା ପାଇଁ ଦାବି ଜଣାଇଛନ୍ତି । ରାଜ୍ୟରେ ତଥା ବରଗଡ଼ ଜିଲ୍ଲାରେ ହେଉଥିବା ବ୍ୟାପକ ସାର କଳାବଜାରୀ ରୋକିବାକୁ ସମବାୟ ସଂସ୍ଥା […]
ସଂଜୟ ଶତପଥୀ(କଟକ):ଆଜି କଟକନଗର ଭାଜପା ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ମନ କି ବାତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମର୍କତ ନଗର ରାଇସିନା ମଣ୍ଡପରେ ଅପରାହ୍ନ ରେ ହୋଇଯାଇଛି। କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ର ସଂଯୋଜନା କରିଥିଲେ ଜିଲ୍ଲା ମନ କି ବାତ ସଂଯୋଜିକା ଶ୍ରୀମତୀ କଳ୍ପନା ପଟ୍ଟନାୟକ।ମୁଖ୍ୟ ଅତିଥିଭାବେ ରାଜ୍ୟ ସଂଯୋଜକ ଶ୍ରୀ ଚନ୍ଦ୍ରଶେଖର ନନ୍ଦ ଯୋଗଦେଇ […]


