ସଂଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ଅଧୀନରେ କାର୍ଯ୍ୟ କରୁଥିବା ପୁରୀଘାଟ ଥାନା କୁ ଏକ ସଫଳତା ମିଳିଛି। ସୂଚନାଯୋଗ୍ୟ ଯେ,ଚୋରା ଗଂଜେଇ ବିକ୍ରି ହେଉଥିବାର କୈାଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ୧୪ତାରିଖ ସକାଳ ୦୯/୨୭ ମିନିଟ୍ ରେ ପୁରୀଘାଟ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ଯତୀନ୍ଦ୍ର ମୋହନ ସେଠୀଙ୍କ ନିର୍ଦ୍ଦେଶରେ ପୁରୀଘାଟ ଥାନା ର ସହକାରୀ ନିରୀକ୍ଷକ ଶ୍ରୀ ବିଭୁତି ଭୁଷଣ ଦାସ ଓ ଶ୍ରୀ […]

ସଂଜୟ ଶତପଥୀ(କଟକ): କଟକର ମଧୁପାଟଣା ଛକ ନିକଟରେ ଜନୈକ ସାମ୍ବାଦିକ ଙ୍କ ମାଞ୍ଜା ଗୁଡ଼ି ସୁତା ରେ ବେକ କଟିବା ପ୍ରସଙ୍ଗ କୁ ନେଇ କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ମାଞ୍ଜା ଗୁଡିସୁତା ବିକ୍ରି କରିବା ଉପରେ ରୋକ୍ ଲଗାଯିବା ଏବଂ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ କେତେକ ବ୍ୟବସାୟୀ ଏହି ବ୍ୟବସାୟରେ ଲିପ୍ତ ରହି ଚୋରାରେ ଏହି ବିପଦପୂର୍ଣ୍ଣ ମାଞ୍ଜା ଗୁଡିସୁତା ବିକ୍ରି କରୁଥିତ୍ଲା । ଖବର ପାଇ […]

ସଂଜୟ ଶତପଥୀ(କଟକ): ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପୁତ୍ରମାନଙ୍କ ଶହୀଦତାକୁ ସ୍ମରଣ କରିବା ପାଇଁ ଗତ ବର୍ଷ ଠାରୁ ସାରା ଦେଶରେ ୨୬ ଡିସେମ୍ବର କୁ ବୀର ବାଲ୍ ଦିବସ ରୁପେ ପାଳନ କରାଯାଉଛି।ଏହି ଅବସରରେ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହି ସ୍ଵାଧୀନତାର ସୁବର୍ଣ୍ଣଯୁଗରେ ‘ବୀର ବାଲ ଦିବସ’ ଆକାରରେ […]

ସଂଜୟ ଶତପଥୀ(କଟକ): କଟକ ର କର୍ମବୀର ଗୌରୀଶଙ୍କର ରାୟ ଟାଉନ୍ ହଲ୍ ଠାରେ କଟକ ର ପୂର୍ବତନ ବିଧାୟକ, ବିଶିଷ୍ଟ ସମାଜସେବୀ, ପୂର୍ବତନ ଶାନ୍ତି କମିଟି ର ସଭାପତି ତଥା ବିଶିଷ୍ଟ ରାଜନେତା ସଂଗ୍ରାମ କେଶରୀ ମହାପାତ୍ର ଙ୍କ ୨୩ତମ ସ୍ମୃତିସଭା ମହାସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର୍ ଆସୋସିଏସନ୍ ର ସଭାପତି ତଥା ସୁନାମଧନ୍ୟ ଆଇନଜୀବୀ ଶ୍ରୀ ଧରଣୀଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ […]

ସଂଜୟ ଶତପଥୀ(କଟକ):କଟକ ମହାନଗର ନିଗମ ର ସଫେଇ କାର୍ଯ୍ୟକ୍ରମ ର ନଗ୍ନ ଚିତ୍ର ଆଜି ୧୫ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଆମେ ସଂଗ୍ରହ କରିଥୂଲୁ କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁରର ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରୁ। ମହାନଗର ନିଗମର କର୍ତ୍ତୃପକ୍ଷ ଆଗାମୀ ପାର୍ବଣ ଲାଗି ଦୁଇବେଳା ସଫେଇ କାର୍ଯ୍ୟକ୍ରମ ଚାଲୁଥିବାର ଡିଣ୍ଡିମ ପିଟି କଟକବାସୀ ଙ୍କୁ ଭୂଆଁ ବୁଲାଉଥିବା ବେଳେ ଏହି ଜନଗହଳି ପୁର୍ଣ୍ଣ […]

ସଂଜୟ ଶତପଥୀ(କଟକ): ବରିଷ୍ଠ ନାଗରିକ ମଞ୍ଚ, ମହାନଦୀ ବିହାର, କଟକ ପକ୍ଷରୁ ଆଜି ସକାଳ ଘ୦୮/୩୦ ମିନିଟ୍ ରୁ ଏକ ବିଶାଳ ଶୋଭାଯାତ୍ରା ମହାନଦୀ ଭବନ ପରିସରରୁ ବାହାରି ନଗର ପରିକ୍ରମା କରି ଅବଶେଷରେ ପୁନର୍ବାର ମହାନଦୀ ବିହାର ପରିସରରେ ପହଞ୍ଚିବା ପରେ ମଞ୍ଚର ସଭାପତି ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି ଙ୍କ ସଭାପତିତ୍ବରେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା।ଏହି ସମ୍ମିଳନୀରେ ବରିଷ୍ଠ ନାଗରିକମାନେ କିପରି ସମ୍ମାନ ଓ ଶାନ୍ତି ରେ […]

ସଂଜୟ ଶତପଥୀ(କଟକ): ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ଵ ପ୍ରସିଦ୍ଧ କଟକ ଦଶହରା ଭସାଣି ଶୋଭାଯାତ୍ରାରେ ଆସୁଥିବା ସମସ୍ତ ପୂଜା ମଣ୍ଡପର ମେଢକୁ ଓଡ଼ିଶା ଉତ୍କଳ ବାହିନୀ ପରିବାର ତରଫରୁ ଗୌରୀ ଶଙ୍କର ପାର୍କ ଠାରେ ସମ୍ବର୍ଦ୍ଧନା କରାଯିବ । ଏହାର ପୂର୍ବ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶିଶୁ ଭବନ ସାଇବାବା ମନ୍ଦିର ପ୍ରାଙ୍ଗଣରେ ହୋଇଯାଇଛି। ଓଡ଼ିଶା ଉତ୍କଳ ବାହିନୀ ପରିବାରର ସଭାପତି ପ୍ରଫୁଲ୍ଲ ଜେଠୀ ଗତ […]

ପୁଷ୍ପକ ମହାନ୍ତି(କଟକ.ସ.)କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “କଟକ ସେବା ଫାଉଣ୍ଡେସନ” ପକ୍ଷରୁ କଟକ ର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ଥୂବା ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ରୋଗୀ ତଥା ସେମାନଙ୍କର ସମ୍ପର୍କୀୟମାନଙ୍କୁ ସକାଳ ର ଜଳଖିଆ ବଣ୍ଟନ କରାଯାଇଥୂଲା। ଅନୁଷ୍ଠାନର ସଭାପତି ଶ୍ରୀ ପପୁ ପାତ୍ର ଙ୍କ ନେତୃତ୍ବରେ ହୋଇଥୂବା ଏହି […]

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ୨୧ ନମ୍ବର ଓ୍ବାର୍ଡ ର କର୍ପୋରେଟର କାର୍ଯ୍ୟାଳୟ ସ୍ଥାନୀୟ ଟାଉନ୍ ହଲ୍ ରୋଡ଼ ଠାରେ ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜୁଜନତା ଦଳ ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତରାୟ ଯୋଗଦେଇ ପଣ୍ଡିତଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ରିବନ୍ କାଟି ନୂତନ କାର୍ଯ୍ୟାଳୟ ର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।୨୧ ନମ୍ବର ଓ୍ବାର୍ଡ […]

Pin It on Pinterest