ବରଗଡ଼୧୦/୧୦(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ପୋଲିସ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି।ଥାନା ମାମଲା ନଂ- ୩୨୭/୨୫ ଅନୁସାରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୦୩(୨)/୩(୫) ଅନୁଯାୟୀ ଦାଖଲ ହୋଇଥିବା ଚୋରି ମାମଲାରେ ଏକ ଟ୍ରାକ୍ଟର ଓ ଟ୍ରଲି ଉଦ୍ଧାର କରିବା ସହିତ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।ବିଶ୍ୱସନୀୟ ସୂଚନା ଆଧାରରେ ତଦନ୍ତ ପରେ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ଗିରଫ କରା ଯାଇଛି। […]

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ୧୦/୧୦-ଆଜି ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ସମାରୋହ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଏବଂ ସାମାଜିକ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଏହି ସମାରୋହରେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ,ମୁନସିପାଲ […]

ବରଗଡ଼୦୯/୧୦(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ୧୨ଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ସହରାଞ୍ଚଳ ର ବିକାଶ ପାଇଁ ସରକାର ବାହାଦୁର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା, ଡ୍ରେନ,ଫେବର୍ ରାସ୍ତା,ଶୌଚା ଳୟ,ଷ୍ଟାଡିୟମ୍,ପାର୍କ ଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ତିଆରି ହୋଇଛି ସତ,ହେଲେ କେଉଁଠି ଅଧା ଅଧିଆ ତ କିଛି ସରକାରୀଆ ଦରମା ନିଅଣ୍ଟ ବାବୁ ମାନଙ୍କ ଖାମ୍ ଖିଆଲି […]

କୋଣାର୍କ(ତ୍ରୀଭୁବନ ମହାପାତ୍ର):ଆଜି ଅପରାହ୍ନ ୫ଟା ସମୟରେ କୋଣାର୍କ ମାଧିପୁର ଛକରେ ଏକ ବ୍ୟାଟେରୀ ଗାଡ଼ି ସୋରୂମରେ ଅଗ୍ନିକାଣ୍ଡ ଘଟିବାରୁ,କୋଣାର୍କ ଭୁବନେଶ୍ୱର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ। ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମନେ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଖବର ଅନୁଯାୟୀ ଏହି ବ୍ୟାଟେରୀ ଗାଡି ସୋରୁମର ୩୦ ଟି ଗାଡି ସଂମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ, ସୋରୁମର ଅନେକ କ୍ଷୟକ୍ଷତି ହୋଇଛି।

ବରଗଡ଼୦୭/୧୦(ନବୀନ କୁମାର ଦାଶ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଆନ୍ଧ୍ର କେମ୍ଫ ଠାରେ ଶ୍ରୀରାମ ବଣିକ ସଂଘ ଦ୍ୱାରା ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଅବସର ରେ କଳସ ଶୋଭା ଯାତ୍ରା ଖୁବ୍ ଧୁମ୍ ଧାମରେ ପାଳନ କରାଯାଇଥିଲା। ଏହି ଅବସର ରେ ଛୋଟ ଛୋଟ ଛୁଆ ମାନଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ କରାଯାଇ ଥିଲା ଓ ପରେ ପରେ ଏକ ହାସ୍ୟ କବି ସମ୍ବିଲନୀ ଅନୁଷ୍ଠିତ ହୋଇ ଥିଲା। ଏହି […]

ବରଗଡ଼୦୭/୧୦(ନବୀନ କୁମାର ଦାଶ): ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମ୍ବଲ ପୁର ଠାରୁ ଅଯୋଧ୍ୟା ଏବଂ ବାରଣାସୀ ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରାରେ ବରଗଡ ଜିଲ୍ଲାର ୧୨୭ ଜଣ ବରିଷ୍ଠ ନାଗରିକ ତଥା ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ […]

କେନ୍ଦ୍ରାପଡ଼ା:ଆସନ୍ତା୧୪ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ପାରମ୍ପରିକ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ।କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଡକ୍ଟର ସତ୍ୟଜିତ ନାଏକ କେନ୍ଦ୍ରାପଡ଼ା ଗସ୍ତରେ ଆସି ଆଗାମୀ ଗଜଲକ୍ଷ୍ମୀ ପୂଜା ଉତ୍ସବ ପାଇଁ ସୁରକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥା ସମୀକ୍ଷା କରିଥିଲେ। ଗସ୍ତ ସମୟରେ ଡକ୍ଟର ନାଏକ ସମସ୍ତ ପୋଲିସ ଅଧିକାରୀ ଏବଂ ବାହିନୀ ସହିତ ସୁରକ୍ଷା ପ୍ରସ୍ତୁତି, ଟ୍ରାଫିକ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଦେଇଥିଲେ […]

କେନ୍ଦ୍ରାପଡ଼ା(ରାକେଶମହାନ୍ତି)୬/୧୦:କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ ହଲଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ,କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଭାଇଚାରାର ଅନନ୍ୟ ଉଦାହରଣ ରୂପେ ଶାନ୍ତି ଓ ଶୃଙ୍ଖଳା ସହିତ ପାଳନ କରିବା ନିମନ୍ତେ ସମସ୍ତ ପୂଜା କମିଟିର ସଭାପତି,ସମ୍ପାଦକ ଏବଂ କର୍ମକର୍ତ୍ତାକୁ ଅନୁରୋଧ କରିଛନ୍ତି।ଏହା ସହିତ ଆଇନ ପରିଧି ମଧ୍ୟରେ […]

କୁନ୍ଦୁରା୭/୧୦ (ନି.ପ୍ର.):କୁନ୍ଦୁରା ବ୍ଳକ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଭିଜିଲାନ୍ସ୍ ଜାଲରେ। ସୁଚନାମତେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟର ବକେୟା ବିଲ କରିଦେବା ବାବଦକୁ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଜୟପୁର ଭିଜିଲାନ୍ସ ବିଭାଗ । କୁନ୍ଦୁରା ଅଞ୍ଚଳର ପ୍ରଫୁଲ୍ଲ କୁମାର ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କୋଡ଼ିଏ ହଜାର ଟଙ୍କା ନେଉଥିଲେ।ଠିକ୍ ସେହି ସମୟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା […]

ବରଗଡ଼୦୪/୧୦(ନବୀନ କୁମାର ଦାଶ): ଅକ୍ଟୋବର ୦୪/୨୦୨୫-ପ୍ରତିବର୍ଷ ପରି ଏବର୍ଷ ମଧ୍ୟ୍ୟ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଦେବାହାଲ ସ୍ଥିତ ଜୟ କିଷାନ ପାଠାଗାର ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ତା ୪ ଅକ୍ଟୋବର ୨୦୨୫ ଶନିବାର ଦିନ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ମୋଟ ୩୯ ଏକକ ରକ୍ତ ସଂଗୃହିତ ହୋଇ ଥିଲା।ବୁର୍ଲା ଭୀମସାର ରକ୍ତ ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା ରକ୍ତ ସଂଗୃହିତ ହୋଇଥିଲା।ବିଶିଷ୍ଟ ସମାଜସେବୀ ସୁଶୀଲ ଦାଶଙ୍କ […]

Pin It on Pinterest