କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ): ୧୮ ସେପ୍ଟେମ୍ବର ୨୦୨୬-କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଳି ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ […]
#Odianews
ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା):ତା ୦୩/୦୬: କେନ୍ଦ୍ରାପଡ଼ା ଜିଲ୍ଲାରେ ଶାନ୍ତିପୂର୍ଣ୍ଣଭାବେ ସମାପ୍ତ ହୋଇଛି ଭୋଟ୍ ଗ୍ରହଣ। କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ ଆସନ୍ତାକାଲି ସକାଳ ୮ଘଟିକାରୁ ଆରମ୍ଭ ହେବ ଭୋଟଗଣତି । ପ୍ରତ୍ୟେକ ବିଧାନସଭା ପାଇଁ ୧୦ ଲେଖାଏଁ ଟେବୁଲ୍ର ଆୟୋଜନ କରାଯାଇଛି ।ବିଧାନସଭା ଭୋଟ ଗଣତି ପାଇଁ ମୋଟ୍ ୫୦ଟି ଟେବୁଲ୍ ରହିଛି ।କ୍ରମିକ ନମ୍ବର ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା, ୯୮-ଆଳି, ୯୯-ରାଜନଗର, ୧୦୦-ମହାକାଳପଡ଼ା ବିଧାନସଭା କ୍ଷେତ୍ର ପାଇଁ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଭୋଗଣତି […]
ଅବନୀ ପାତ୍ର (ବ୍ରହ୍ମପୁର):ଜଣେ +୩ ଛାତ୍ରଙ୍କର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଠ ଥିଲାବେଳେ, ପରିବାର ଲୋକେ କେହି ତାଙ୍କୁ ହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ।ଛାତ୍ରଙ୍କ ନାମ କୁନାଲ ମଲ୍ଲିକ(୨୦) ସେ ଅର୍ଥନୀତି ସ୍ନାତକ ବିଭାଗର ଶେଷବର୍ଷ ଛାତ୍ର ଥିଲେ । ଘର ଗଜପତି ଜିଲ୍ଲା ମୋହନା ବାଡ଼ିପଙ୍କା ଗ୍ରାମରେ। ସେ ଜଣେ ମେଧାବୀ ଛାତ୍ର […]
ଜୟନ୍ତ ଶତପଥୀ(ଡେରାବିଶ):ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ସନ୍ଥପୁରା ଦାମୋଦର ଜୀୟୁ ଯୁବକ ସଂଘ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି, ଏହି କାର୍ଯ୍ୟ କୁ ଭୂମିକା ଚକ୍ଷୁ ହସ୍ପିଟାଲ ର ବରିଷ୍ଠ ଡାକ୍ତର ପ୍ରକାଶ କୁମାର ମଳିକ,ଟେକ୍ନିସିଆଁଅନ କବିତା ଜେନା, ରୀନା ମହାନ୍ତି,ବ୍ଲକ ସଂଯୋଜଗ ପ୍ରଭାତ କୁମାର ବାରିକ ରୋଗୀ ମାନଙ୍କୁ ପରୀକ୍ଷା କରିଥିଲେ । ଏହି ଶିବିରରେ ୫୦ଜଣ ଆଖି ପରୀକ୍ଷା କରିଥିଲେ […]
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ଏମ୍ସ ନିକଟରେ ବ୍ରାଉନସୁଗର ବିକ୍ରି ନିମନ୍ତେ ଡିଲ କରୁଥିଲେ ଅପରାଧୀ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍(ସ୍ପେଶାଲ ଟାକ୍ସ ଫୋର୍ସ)। ଗତକାଲି ବିଳମ୍ବିତ ରାତିରେ ଏହି ଡିଲ ହେଉଥିଲା।ଗିରଫ ଅଭିଯୁକ୍ତଙ୍କ ଠାରୁ ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨.୫କୋଟି ଟଙ୍କା ହେବ।ଗିରଫ ବ୍ରାଉନ ସୁଗାର ବେପାରୀ […]


