ବରଗଡ଼୦୫.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ କଲା ଦହନା ସାଂସ୍କୃତିକ ଅନୁଷ୍ଠାନ,କଟାପାଲି, ବରଗଡ ତରଫରୁ ସମ୍ପାଦକ ତଥା ପ୍ରତିଷ୍ଠାତା କବି ଦିନେଶ ଭୋଇଙ୍କ ସମ୍ପାଦନାରେ ଏବଂ ସଭାପତି କବି ବିକ୍ରମ ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସ୍ତରୀୟ ତୃତୀୟ ସ୍ୱନକ୍ଷତ୍ର ଉଚ୍ଛବ ଏବଂ ପଞ୍ଚମ ସାହିତ୍ୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ,ନୃତ୍ୟ,ଆଲୋଚନା,ପୁସ୍ତକ ଉନ୍ମୋଚନ ସହ ନବୋଦୟ ଯୁବ ପୀଢ଼ି ମାନଙ୍କ ପାଇଁ ଉତ୍ସାହ ଜନକ ସମ୍ମାନ […]

ବାସ୍ତବବ୍ୟୁରୋ(ଜାଜପୁର):ଉତ୍କର୍ଷ କଳାର ଦେଶ ଉତ୍କଳ,ଏହି ଉତ୍କଳର କଳାର ଉତ୍କର୍ଷତା ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି କଳାକୁ ଆହୁରି ଲୋକାଲ କରିବା ଲାଗି ତଥା ଅନ୍ୟ ସବୁ ରାଜ୍ୟର ଲୋକକଳା କୁ ନିଜ ସହ ଯୋଡି ଆରମ୍ଭ ହୋଇଥୂଲା “ସର୍ବଭାରତୀୟ ନାଟ୍ୟ ପରିଷଦ”। ଏହି ପରିଷଦର ଓଡ଼ିଶା ଶାଖା ର ଆଜି ୨ୟ ରାଜ୍ୟସ୍ତରୀୟ ଅଧିବେଶନ ପବିତ୍ର ବିରଜା କ୍ଷେତ୍ର ଯାଜପୁର ର ଗୈାତମ ବୁଦ୍ଧ […]

ବରଗଡ଼୦୫.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ଅନ୍ତର୍ଗତ ୱାର୍ଡ ନଂ -୧ ଅତାବିରା ଆରଏମସି ଠାରେ ପ୍ରତି ସୋମବାର ଦିନ ବରଗଡ଼-ସମ୍ବଲପୁର ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ରେ ଏକ ବଡ ସାପ୍ତାହିକ ହାଟ ବସିଥାଏ।ଏହି ହାଟକୁ ପନିପରିବା ଚାଷୀଙ୍କ ସମେତ ବେପାରୀ ମାନେ ଦୂରଦୂରାନ୍ତରୁ ରବିବାର ଦିନ ଠାରୁ ନିଜର ଆସବାବ ଜିନିଷ ପତ୍ର ନେଇ ଆସି ସୋମବାର ଦିନ ପେଟ ଚାଖଣ୍ଡକ ପାଇଁ ବେପାର କରି […]

ବରଗଡ଼୦୫/୦୫/୨୦୨୫(ନବୀନ କୁମାର ଦାଶ):ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ର କେନ୍ଦ୍ରର ଥିଲା ବରଗଡ଼ ସଦର।ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ପହଂଚି ଥିଲା ଆମ୍ ଆଦମୀ ପାର୍ଟି। ଗତ ଶନିବାର ଦିନ ବରଗଡ ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ଓ କୁଆ ପଥର ମାଡ଼ ରେ ଜିଲ୍ଲାର ସମସ୍ତ ବ୍ଲକ ରେ ଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିବା ଜଣାପଡିଛି ତେଣୁ ସମସ୍ତ କ୍ଷୟ କ୍ଷତି କୁ ଆକଳନ କରି […]

 ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ସ୍ୱଳ୍ପ ସମୟ ମଧ୍ୟରେ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଏକ ଐତିହାସିକ ପଦକ୍ଷେପ କୃଷି କ୍ଷେତ୍ରରେ ଓଡ଼ିଶା ଏବେ ରପ୍ତାନୀ ରାଜ୍ୟ ଭାବେ ପରିଣତ ହୋଇଛି :କନକବର୍ଦ୍ଧନ ସିଂଦେଓ କୃଷି କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ସବୁ ଲୋକଙ୍କ ପାଖରେ ପହଂଚାଇବାକୁ ଆହ୍ୱାନବାସ୍ତବବ୍ୟୁର(ଭୁବନେଶ୍ୱର)ତା.୫/୫: ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ସ୍ୱଳ୍ପ ସମୟ ମଧ୍ୟରେ […]

ବରଗଡ଼:-୦୫.୦୫.୨୦୨୫(ନବୀନ କୁମାର ଦାଶ)ଶବ୍ଦ ନୃତ୍ୟ ବହୁ ପ୍ରାଚୀନ ନୃତ୍ୟ ଓ ଏହାର ଶାସ୍ତ୍ରୀୟ ପ୍ରମାଣ ମଧ୍ୟ ରହି ଥିବାରୁ ଏହାକୁ ଶାସ୍ତ୍ରୀୟ ନୃତ୍ୟ ର ମାନ୍ୟତା ପାଇଁ ଏକ ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ବକ୍ତା ମତ ପ୍ରକାଶ କରି ଥିଲେ।ବରପାଲି ନିକଟସ୍ଥ କନବାର ଗ୍ରାମରେ ବ୍ରଜେଶ୍ୱରୀ ନୃତ୍ୟ କଳା ସଂଘ, ଶବ୍ଦ ନୃତ୍ୟ ଗବେଷଣା କେନ୍ଦ୍ର ପକ୍ଷରୁ ଶବ୍ଦ ନୃତ୍ୟ କୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଏକ ଆଲୋଚନା […]

ବରଗଡ଼୦୨.୦୫.୨୦୨୫(ନବୀନ କୁମାର ଦାଶ):ଜେ. ସି. ଆଇ. ଅତାବିରା ଦ୍ଵାରା ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ଆଜି ଠାରୁ ସାତଦିନିଆ ସ୍କେଟିଂ କର୍ମଶାଳା ପ୍ରାରମ୍ଭ ହେବାକୁ ଯାଉଛି | ଅନ୍ତର୍ଜାତୀୟ ପ୍ରଶିକ୍ଷକ ମହାରାଷ୍ଟ୍ର ନିବାସୀ ରବୀନ୍ଦ୍ର ମିଶାଲ ଏବଂ ତାଙ୍କ ସହାୟକ ଏହି ତାଲିମ ଶିବିରରେ ଚାରି ବର୍ଷ ବୟସ ସୀମାରୁ ଉର୍ଦ୍ଧ୍ୱ ବୟସର ପୁଅ ଝିଅ ଙ୍କୁ ତାଲିମ୍ ଦେବେ ବୋଲି ପ୍ରୋଜେକ୍ଟ ଡାଇରେକ୍ଟର ସମିତ ପ୍ରଧାନ ସୂଚନା […]

ବରଗଡ଼୦୨.୦୫.୨୦୨୫(ନବୀନ କୁମାର ଦାଶ):ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନୂଆଁ ସାହୁଙ୍କତା.୩୦.୦୪.୨୦୨୫ ରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ।ଅଦ୍ୟ ତା.୦୨.୦୫.୨୦୨୫ ରିଖରେ ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟାଳୟର ଅଧିକାରୀ ତଥା ସମସ୍ତ କର୍ମଚାରୀଙ୍କ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ସଭାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ […]

ବରଗଡ଼୦୨/୦୫/୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଦେଇ ଲୁହୁରାଚଟି -ସମ୍ବଲପୁର ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ବରଗଡ଼ ରୁ ସମ୍ବଲପୁର ଅଞ୍ଚଳରେ ନିଇତି ମର୍ମନ୍ତୁଦ ଘଟଣା ମାନ ଘଟି ମୁଣ୍ଡ ପରେ ମୁଣ୍ଡ ଗଡ଼ି, ମୂଲ୍ୟବାନ ଜନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି। କିଞ୍ଚିତ ଉଦାହରଣ ସ୍ୱରୂପ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କେମ୍ପ ପେଟ୍ରୋଲ ପମ୍ପ […]

ବରଗଡ଼(ନବୀନ କୁମାର ଦାଶ):ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସି.ଏମ୍ କିଷାନ ଯୋଜନା ରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ୠତୁ ପାଇଁ ୧୦୨୫ […]

Pin It on Pinterest