ବରଗଡ଼(ନବୀନ କୁମାର ଦାଶ):ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ ରେ ପଶ୍ଚିମ ଓଡିଶା ଇତିହାସ ସମ୍ମେଳନ’ର ଦ୍ବିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ଇତିହାସ ବିଭାଗ ଦ୍ୱାରା ଆୟୋଜିତ ଉକ୍ତ ସମ୍ମେଳନର ଉଦଘାଟନୀ ସଭାରେ ସଂଯୋଜକ ତଥା ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍ ସ୍ବାଗତ ଭାଷଣ ପ୍ରଦାନ ଓ ସଭା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସହକାରୀ ପ୍ରଫେସର ଡକ୍ଟର ପୁଷ୍ପିତା ରାଣୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ […]
odisha
ବରଗଡ଼:-୭/୧୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼ ୱେ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟଅତିଥି ଭାବେ ଏବିଇଓ କାର୍ତ୍ତିକ ବାଗ ଯୋଗ ଦେଇ ଶିଶୁ ବୈଜ୍ଞାନିକ ମାନଙ୍କ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ। ଏହି ଅବସରରେ ଶିଶୁ ବୈଜ୍ଞାନିକ ମାନଙ୍କ ପକ୍ଷରୁ ସିନିୟର୍ ବିଭାଗ ରୁ […]
ସଂଜୟ ଶତପଥୀ(କଟକ): କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସୁନ୍ଦର ଗ୍ରାମ ସ୍ଥିତ ଦଧିଚି ଶିଳ୍ପ ତାଲିମ କେନ୍ଦ୍ରରେ ଆଜି ସମାବର୍ତ୍ତନ ଉତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସରକାରୀ ପଲିଟେକନିକ୍ ଅଧ୍ୟକ୍ଷ ଡକ୍ଟର ରଜତ କୁମାର ପାଣିଗ୍ରାହୀ, ସମ୍ମାନୀୟ ଅତିଥି ଭାବେ ଉତ୍କଳ ଚାମ୍ବରସ୍ ଅଫ୍ କମର୍ସର ସମ୍ପାଦକ ଡକ୍ଟର ସଂଜୀଵ ମହାପାତ୍ର ଏଵଂ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ସ୍କିଲ୍ ଡେଭଲପମେଣ୍ଟ […]
ବରଗଡ଼:-୩୦/୧୦(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ଚାରି ଥାକିଆ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ମାନ ଘଟି ନିରୀହ ଜୀବନ ବଳି ପଡ଼ିବା ସତେ ଯେମିତି ଲୋକଙ୍କ ପାଇଁ ଅଭିଶାପ ହୋଇଛି। ଯାହାର ଉଦାହରଣ ସ୍ୱରୂପ ଗତ […]
ବରଗଡ଼:-୩୦/୧୦(ନବୀନ କୁମାର ଦାଶ):ପ୍ରତି ବର୍ଷ ଭଳି ଚଳିତ ବର୍ଷ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି କେମ୍ପ ସରକାରୀ କେନାଲ ବିଭାଗ ପରିସର ରେ ୬୫ତମ ସାର୍ବଜନୀନ ମାଁ ଶ୍ୟାମା କାଳୀପୂଜା ପାଇଁ ଗାଆଁ ଠୁ ସହର ପର୍ଯ୍ୟନ୍ତ ଚାରି ଆଡେ଼ ଉତ୍ସବ ମୁଖର ହୋଇ ଉଠିଛି। ଏହି ଅବସରରେ ଆଜି ଠାରୁ ନଭେମ୍ବର ୧ ପର୍ଯ୍ୟନ୍ତ ତିନି ଦିନ ଧରି ହେବାକୁ ଥିବା ମାଁ ଶ୍ୟାମା କାଳୀପୂଜା […]
ବାସ୍ତବବ୍ୟୁରୋ: ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା ।ଏ ନେଇ ବଡ ସୂଚନା ଦେଲେ ଆଇଟି ମନ୍ତ୍ରୀ ।ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।ସୂଚନା ମୁତାବକ, ବାତ୍ୟା ଦାନା ପାଇଁ ଟେଲିକମ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି ।
ବରଗଡ୨୧/୧୦(ନବୀନ ଦାଶ): ଭେଡେନ ସୂର୍ଯ୍ୟମଣି ଜନତା ହାଇ ସ୍କୁଲ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ”ସୁରଭି”-୨୦୨୪ ଶିଶୁ ମହୋତ୍ସବ “ସୁରଭି”-୨୦୨୪ ମହା ସମାରୋହ ରେ ପାଳିତ ହୋଇଯାଇଛି। ପ୍ରଥମ ଅଧିବେଶନ ରେ ଅତିଥି ମାନଙ୍କ ଦ୍ଵାରା ଇଷ୍ଟ ଦେବୀ ମାଁ ସମଲେଶ୍ଵରୀ ଓ ଜଗତର ନାଥ ଜଗନ୍ନାଥ ଙ୍କ ସମୀପରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶିଶୁ ମହୋତ୍ସବ ସୁରଭି -୨୦୨୪ ବିଇଓ ମଚ୍ଛିନ୍ଦ୍ର ମଲ୍ଲିକ ଙ୍କ […]
ବରଗଡ଼୨୧/୧୦(ନବୀନ କୁମାର ଦାଶ):ସ୍ଥାନୀୟ ଟାଉନ ଥାନା ସମ୍ମୁଖ ରେ ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଏକ ମାଗଣା ମଧୁମେହ ପରୀକ୍ଷା କେନ୍ଦ୍ର ଖୋଲାଯାଇ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ମଧୁମେହ ପରୀକ୍ଷା କରାଯାଇଥିଲା।ଏଥିରେ କ୍ଲବ ସଭାପତି ସୁବାଷ ଅଗ୍ରୱାଲ, କିଶନ ଲାଲ ଅଗ୍ରୱାଲ,ପ୍ରବୀଣ ଜୈନ,ଅଶୋକ ଅଗ୍ରୱାଲ,ଦୀପକ ବଲୋଦିଆ,ପ୍ରାଞ୍ଜଳ ଧାନୁକା,ମଲ୍ଲି କାର୍ଜୁନ ରାଓ,ଅମରଜିତ୍ ସିଂ,ରାଜ କିଶୋର ପାଣିଗ୍ରାହୀ,ପଙ୍କଜ ଦାଶ, ପ୍ରଦୀପ ଗୋୟଲ ଆଦି ଅଂଶଗ୍ରହଣ କରି ସହଯୋଗ କରିଥିଲେ। ରାଜ […]
ବରଗଡ଼:-୨୦.୧୦(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଭେଡେନ ଥାନା ପକ୍ଷରୁ ରେଶମ ଠାରେ”ଆମ ପୋଲିସ ସମିତି”ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଭେଡେନ ଥାନା ଆଇଆଇସି ପ୍ରେମଜିତ ଦାଶ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କିପରି ଭାବରେ ରୋକାଯାଇ ପାରିବ ସେ ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ବରପାଲି ଥାନା ଆଇଆଇସି […]
ବାସ୍ତବବ୍ୟୁରୋ: ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏ ନେଇ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିି ହେବ। ୨୨ ତାରିଖରେ ଏହା ଘନୀଭୂତ ହୋଇ ଡିପ୍ରେସନ୍ ରେ ପରିଣତ ହେବ। ୨୩ ତାରିଖ ସକାଳେ ଅବପାତ ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ […]


