ଭୁବନେଶ୍ବର(ବାସ୍ତବ କଥା): UPI ପେମେଣ୍ଟ ଉପରେ ଶୁଳ୍କ ଲାଗିବା ଖବରକୁ ନେଇ PCIର ସ୍ପଷ୍ଟୀକରଣ-ଗ୍ରାହକଙ୍କ ପାଇଁ UPI ମାଗଣା ରହିବ କହିଲା ପେମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ-‘ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ’-ସାଇବର ସୁରକ୍ଷା ଓ ଠକେଇ ରୋକିବାକୁ UPIରେ ନିବେଶ କରୁଛି RBI-‘ଏହାର ଅର୍ଥ ନୁହେଁ ଯେ ଡିଜିଟାଲ ପେମେଣ୍ଟ ଉପରେ ଗ୍ରାହକ ଶୁଳ୍କ ଦେବେ।


