ଚିଲିକାରେ କଟକଣାକୁ ଫୁ ବିନା ଲାଇଭ୍ ଜ୍ୟାକେଟ୍‌ରେ…

କୃଷ୍ଣପ୍ରସାଦ(ଗୋପାଳକୃଷ୍ଣ ରଥ):ଚିଲିକାରେ ସରକାରଙ୍କ କଟକଣାକୁ ଫୁ’ ।ବିପଦପୂର୍ଣ୍ଣ ଭାବେ ଚାଲିଛି ଯାତ୍ରା।ପ୍ରଶାସନର ଚିଠି ଓ ନିର୍ଦ୍ଦେଶ ପରେ ମଧ୍ୟ ଯାତ୍ରୀବାହୀ ଡଙ୍ଗା ଓ ଭସାପୋଲରେ ଯାତ୍ରୀଙ୍କୁ ଦିଆଯାଉନାହିଁ ଲାଇଫ୍ ଜ୍ୟାକେଟ । ଫଳରେ ପ୍ରତିଦିନ ଜୀବନକୁ ବିପଦରେ ପକାଇ ଯାତ୍ରା କରୁଛନ୍ତି ଶତାଧିକ ଲୋକ ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବାରମ୍ବାର ସଚେତନତା ସତ୍ତ୍ୱେ ନିୟମକୁ ଅଣଦେଖା କରାଯାଉଛି ।କୌଣସି ଅଘଟଣ ଘଟିଲେ ତାହାର ଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ ଉଠିଛି । ତୁରନ୍ତ କଠୋର ଯାଞ୍ଚ ଓ ଲାଇଫ୍ ଜ୍ୟାକେଟ ବାଧ୍ୟତାମୂଳକ କରିବାକୁ ସାଧାରଣରେ ଦାବି ହେଉଛି ।

ସେୟାର କରନ୍ତୁ

You May Like

Pin It on Pinterest