ବାସ୍ତବ ବ୍ୟୁରୋ : ଆଜି ରାତିରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ’ । ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍ ତାମିଲନାଡୁର ମହାବଲିପୁରମ୍ ଆଡକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନାନୁଯାୟୀ, ସାମୁଦ୍ରିକ ଝଡ଼ ‘ମାଣ୍ଡୋସ’ ଏକ ଘୂର୍ଣ୍ଣିବଳୟରେ ଦୁର୍ବଳ ହୋଇ ପୁଡୁଚେରୀର କାରାଇକାଲ ଠାରୁ ପ୍ରାୟ ୧୮୦ କିଲୋମିଟର ଉତ୍ତର-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ତାମିଲନାଡୁରୁ ପଶ୍ଚିମ ଉତ୍ତର-ପଶ୍ଚିମ ଆଡକୁ ଅଗ୍ରସର ହେଉଥିବା ବେଳେ ପୁଡୁଚେରୀ […]
ବାସ୍ତବ ବ୍ୟୁରୋ : ପରଲୋକରେ ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର । ସୂଚନାନୁଯାୟୀ, ଆଜି(ଗୁରୁବାର) ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ଓଡ଼ିଶାର ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। […]
ବାସ୍ତବ ବ୍ୟୁରୋ: ପଦ୍ମପୁର ଉପ-ନିର୍ବାଚନରେ ବିଜେଡିର ବାଜିମାତ୍ । ବାଜି ମାରି ନେଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ବର୍ଷା ସିଂହ ବରିହା ୧ ଲକ୍ଷ ୧୯ ହଜାର ୬୪୭ ଖଣ୍ଡ ଭୋଟ୍ ପାଇଛନ୍ତି। ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨, ୧୦୬ ଭୋଟ୍ରେ ପରାସ୍ତ କରିଛନ୍ତି। ବିଜେପିର ପ୍ରଦୀପ ପୁରୋହିତ ୭୭ ହଜାର ୫୪୧ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ […]
ବାସ୍ତବବ୍ୟୁରୋ:ଆଜି ଆକାଶରେ ଏକ ଚମତ୍କାର ଦୃଶ୍ୟ ରହିବ | ଆମ ପୃଥିବୀ ମଙ୍ଗଳ ଏବଂ ସୂର୍ଯ୍ୟ ମଧ୍ୟରେ ରହିବ | ଚନ୍ଦ୍ର ମଧ୍ୟ ଏକ ଘଣ୍ଟା ପାଇଁ ଏକ ସରଳ ରେଖାରେ ରହିବେ | ଏହି କାରଣରୁ, ମଙ୍ଗଳ ଚନ୍ଦ୍ରର ପଛେ ପଛେ ଦେଖାଯିବ | ଅବଶ୍ୟ, ଉତ୍ତର ଆମେରିକା ଏବଂ ଉତ୍ତର ଆଫ୍ରିକା ଏବଂ ଗଲ୍ଫକୁ ଗଲ୍ଫ ଦେଶମାନଙ୍କ ଅଂଶରୁ ଏହି ସମଗ୍ର ଘଟଣାରେ ଦେଖିପାରିବେ | ଭାରତରେ […]
ବାସ୍ତବ ବ୍ୟୁରୋ :ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ଏଥିସହ ବାଂଲାଦେଶ ଠାରୁ କ୍ରମାଗତ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ହାରି ସିରିଜ୍ ହରାଇଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମେହଦି ହାସାନ ମିରାଜ୍ ଲଢୁଆ […]
ବାସ୍ତବ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ତେବେ ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି, ଆଗକୁ ଭାରତରେ ଏପରି ଗ୍ରୀଷ୍ମପ୍ରବାହ ହେବ ଯେ ତାହାକୁ ମଣିଷ ସହିପାରିବ ନାହିଁ । ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଯାହାର ନାମ “କ୍ଲାଇମେଟ୍ ଇନଭେଷ୍ଟମେଣ୍ଟ ଅପର୍ଚୁନିଟିଜ୍ ଇନ ଇଣ୍ଡିଆସ କୁଲିଂ ସେକ୍ଟର”ରେ କୁହାଯାଇଛି, ବିଗତ ଏକ ଦଶନ୍ଧି ମଧ୍ୟରେ ହିଟ୍ ୱେଭ୍ […]
ବାସ୍ତବ ବ୍ୟୁରୋ : ଚଳିତ ବର୍ଷ ପଞ୍ଚମ ଥର ପାଇଁ ପୁଣି ବଢ଼ିଲା ରେପୋରେଟ୍ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ଫଳରେ ମହଙ୍ଗା ହେବ ଋଣ। ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାରୀ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ। ଏହା […]
ସଂଜୟଶତପଥୀ(କଟକ): ବସ୍ତିବାସିନ୍ଦା ଏକତା ମଞ୍ଚ ପକ୍ଷରୁ ସଭାପତି ଶ୍ରୀ ସେକ୍ ଅବଦୁଲାଙ୍କ ନେତୃତ୍ବରେ ଶତାଧିକ ବାସଚ୍ଯୂତ ଶତାଧିକ ବସ୍ତିବାସିନ୍ଦା ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ମାରୁତି ମଣ୍ଡପରୁ ବାହାରି କଟକ ମହାନଗର ନିଗମର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଞ୍ଚର ସଭାପତି ଶ୍ରୀ ଅବଦୁଲ୍ଲା ମାନ୍ୟବର ମୁଖ୍ୟମନ୍ତ୍ରୀ ପାରଳାଖେମୁଣ୍ଡିଠାରେ ଓ କଟକର ମାନ୍ୟବର ମେୟର କଟକର ଜଗତପୁରଠାରେ ଓଡ଼ିଶା ସରକାରଙ୍କ ଦ୍ବାରା ଚିହ୍ନିତ “ଜାଗା ମିଶନ”କାର୍ଯ୍ୟକ୍ରମରେ ଗରୀବ ବସ୍ତିବାସିନ୍ଦାଙ୍କୁ […]
ପ୍ରମୋଦ ନାୟକ(ଭୁବନେଶ୍ବର):ରାଜଧାନୀ ଭୁବନେଶ୍ବରରେ ୬୦ ତମ ବାର୍ଷିକୀ ଗୃହରକ୍ଷୀ ଦିବସ ମହାସମାରୋହରେ ଭୁବନେଶ୍ୱରସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି।ଏହି ମହାସମାରୋହରେ ମୂଖ୍ୟ ଅତିଥି ଭାବେ କଟକ-ଭୁବନେଶ୍ବର ଦ୍ବେତ୍ଯନଗରୀ ପୋଲିସ୍ କମିଶନର ଶ୍ରୀଯୁକ୍ତ ସୈ।ମେନ୍ଦ୍ର କୁମାର ପ୍ରିୟଦର୍ଶୀ (ଭା.ପୋ.ସେ) ଯୋଗଦେଇ କାର୍ଯ୍ୟରତ ଗୃହରକ୍ଷୀମାନଙ୍କର ମନୋବଳ ବୃଦ୍ଧି କରାଇବା ସହ ଭାରତର ମହାମହିମ ରାଷ୍ଟ୍ରପତିଙ୍କର, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର, ମାନ୍ୟବର ରାଜ୍ୟପାଳ, ଓଡ଼ିଶାଙ୍କର, ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କର, ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କର ଓ […]
ବାସ୍ତବ ବ୍ୟୁରୋ: ଦାନା ବାନ୍ଧୁଛି ବାତ୍ୟା । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଆସନ୍ତା ୮ ତାରିଖରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷାର ପ୍ରକୋପ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଆଜି(ମଙ୍ଗଳବାର) ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୮ ତାରିଖ ପାଇଁ ତାମିଲନାଡୁର ୧୩ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି। ବର୍ତ୍ତମାନ ସମ୍ଭାବ୍ୟ […]


