ଦେବବ୍ରତ ପଣ୍ଡା(ଯାଜପୁର) ୦୨/୧୦: ଦୁର୍ଗତି ନାଶିନୀ ମା ଦୁର୍ଗାଅଙ୍କର ଡରାଵତାରଣରେ ଧାରା ଉଲ୍ଲସିତ।ସବୁଠି ମାଙ୍କ ଆଗମନି ବାର୍ତା,ପୁରା ପଲ୍ଲୀରେ ମାଙ୍କ ପୂଜାର୍ଚ୍ଚନା,ଆନନ୍ଦର ଫୁଆର । ମୃଣ୍ମୟୀ ମୁର୍ତ୍ତି ଦେବୀ ମଣ୍ଡପରେ ଆଜି ମହାସପ୍ତମୀ ପୂଜା ହେଉଥିବା ବେଳେ ପିଠେ’ ଅଷ୍ଟମୀ ପୂଜା କରାଯାଉଛି । ଏହି ପରି ପେକ୍ଷିରେ ମା’ ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ରବିବାର ବ୍ରାହ୍ମ ମୁହୁର୍ତ୍ତରୁ ଶ୍ରଦ୍ଧାଳୁମାନେ ମାଙ୍କ ପାଦ ସ୍ପର୍ଶ […]

ନମିତା କୁଅଁର(ଭୁବନେଶ୍ବର) : ଆଗରୁ ଓଡ଼ିଶାର ପରିଚୟ ଶ୍ରୀଜଗନ୍ନାଥ ଥିଲେ। ଏବେ ଓଡ଼ିଶା କହିଲେ ଲୋକ କହୁଛନ୍ତି ‘ନବୀନ ପଟ୍ଟନାୟକ’ ।ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ବିଜେଡି ସଭାରେ ଏହା କହିଥିଲେ,। ଜଗତର ନାଥ ଜଗନ୍ନାଥଙ୍କ ସହ ନବୀନଙ୍କ ତୁଳନାତ୍ମକ ମନ୍ତବ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା, ପ୍ରତାପଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ୍ କରି କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଅହଙ୍କାରର ପରିଚାୟକ।ପ୍ରତାପଙ୍କ […]

ଡ଼.ନବକିଶୋର ମିଶ୍ର ଆଜି ୦୨ ଅକ୍ଟୋବର ୨୦୨୨ ,ମଙ୍ଗଳବାର ହେଉଛି ନବରାତ୍ରୀଙ୍କର ସପ୍ତମ ଦିନ | ଏହି ଦିନ ମା କାଳରାତ୍ରୀ ଙ୍କୁ ପୂଜା କରିବାର ନିୟମ ଅଛି | ମା କାଳରାତ୍ରୀ ଦୁଷ୍ଟମାନଙ୍କର ବିନାଶକାରୀ | ମାତା ରାଣୀଙ୍କ ବିଶେଷ ଅନୁଗ୍ରହ ମା କାଳରାତ୍ରୀ ଙ୍କୁ ପୂଜା କରୁଥିବା ଭକ୍ତଙ୍କ ଉପରେ ରହିଥାଏ ବୋଲି ବିଶ୍ୱାସ କରାଯାଏ। ମା କାଳରାତ୍ରୀ ଙ୍କ ସ୍ୱରୂପ ବିଷୟରେ କହିବାକୁ ଗଲେ , […]

ପ୍ରମୋଦ ନାୟକ(ଭୁବନେଶ୍ବର): ୨୦୨୪ରେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବୁ,ସରକାରଙ୍କ ୨୨ବର୍ଷର କାରନାମାକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ । ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ବୁଥ୍ ସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇ ଯିବାପରେ, ବିଜେପି କର୍ମୀଙ୍କ ଠାରୁ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ଉତ୍ସାହିତ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶନିବାର ନଡ୍ଡାଙ୍କ ବ୍ଲୁ ପ୍ରିଣ୍ଟ ନେଇ ସୂଚନା […]

ବାସ୍ତବ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟରେ ଆଗକୁ ମଧ୍ୟ ଜାରି ରହିବ ମାଗଣାରେ ଟିକାକରଣ । ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ଗତ ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମାଗଣା କୋଭିଡ ଟିକାକରଣର ଚାଲିଥିଲା। ଯଦିବା ସେପ୍ଟେମ୍ବର ୩୦ରେ ମାଗଣା ଟିକାକରଣ ସରିଯାଇଛି ତଥାପି ଆଗକୁ ମାଗଣା ଟିକାକରଣ ଚାଲୁରହିବ। ଏହି କ୍ରମରେ ୧୮ ରୁ ୫୯ ବୟସର ଲୋକଙ୍କୁ ମାଗଣାରେ […]

ଭୁବନେଶ୍ବର : ଦୁର୍ଗାପୂଜାରେ ଏ ବର୍ଷ ବର୍ଷା ହିଁ ବାଧକ ସାଜିବ ।ଦୁଇ ବର୍ଷ କରୋନା କଟକଣା ଭିତରେ ପୂଜା ମଜାରେ ଭଟ୍ଟା ପଡିଥିବା ବେଳେ,ଏ ବର୍ଷ ଧୁମ୍‌ଧାମ୍‌ରେ ପାଳିତ ହେବାକୁ ଯାଉଥିବା ଦୁର୍ଗାପୂଜା ମଉଜରେ ବର୍ଷା ଦାଉ ସାଜିବ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି, ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବର୍ଷା ହେବ । ଅର୍ଥାତ୍ ପୂଜା ମଜା ଫିକା ପଡ଼ିବ। ଆଜି ଠାରୁ ଉତ୍ତର ଉପକୂଳ […]

ଡ଼.ନବକିଶୋର ମିଶ୍ର ଆଜି ହେଉଛି ନବରାତ୍ରୀର ଷଷ୍ଠ ଦିନ| ନବରାତ୍ରୀ ସମୟରେ ନଅ ରୂପରେ ମାତାଙ୍କୁ ପୂଜା କରାଯାଏ। ମାତାଙ୍କର ଷଷ୍ଠ ରୂପ ହେଉଛି ମାତା କାତ୍ୟାୟନୀ ରୂପ | ମା’ ମହିଷାସୁର ଏବଂ ଶୁମ୍ଭ,ନିଶୁମ୍ଭ ଅସୁରଙ୍କୁ ବଦ୍ଧ କରିଥିଲେ | କାତ୍ୟାୟନ ଋଷିଙ୍କ ଝିଅ ହୋଇଥିବାରୁ ମାତାଙ୍କ ନାମ କାତ୍ୟାୟନୀ |ମାତାଙ୍କୁ ମହିଷାସୁରା ମର୍ଦିନି ମଧ୍ୟ କୁହାଯାଏ। ମାତା କାତ୍ୟାୟନୀ ମହିଷାସୁର ଓ ଶୁମ୍ଭ ନିଶୁମ୍ଭ କୁ ବଦ୍ଧ […]

ପ୍ରମୋଦ ନାୟକ(ଭୁବନେଶ୍ବର):ଜନତା ମଇଦାନରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏତେଦିନେ ମୁହଁ ଖୋଲିଲେ, ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି,ବିଜେପିର ରାଜନୈତିକ ଦିଗ କଣ ହେବ ବୋଲି ସନ୍ଦେହରେ ଥିଲେ ଓଡ଼ିଶାବାସୀ ,ସମସ୍ତଙ୍କ ମନରେ ପ୍ରଶ୍ନ କେବେ ବାଜିବ ଦୁନ୍ଦୁଭି ? ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ମାର୍ଗଦର୍ଶନ କରିଥିଲେ। ନିର୍ବାଚନ ସମୟରେ କୁଆଡ଼େ ଗଲା ରାଜ୍ୟ […]

ବାସ୍ତବବ୍ୟୁରୋ:ଦେଶରେ ଡିଜିଟାଲ ପେମେଣ୍ଟ ବୃଦ୍ଧି ସହିତ ଅନଲାଇନ୍ ଠକେଇର ଘଟଣା ମଧ୍ୟ ବୃଦ୍ଧି ପାଇଛି। ଅନେକ କ୍ଷେତ୍ରରେ ଇ-କମର୍ସ କମ୍ପାନୀ କିମ୍ବା ପେମେଣ୍ଟ ପ୍ଲାଟଫର୍ମରୁ ଗ୍ରାହକଙ୍କ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବିବରଣୀ ଲିକ୍ ହେବା ନେଇ ମଧ୍ୟ ଆଲୋଚନା ହୋଇଛି। ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅକ୍ଟୋବର ୧ ରୁ ଅନଲାଇନ୍ କ୍ରୟରେ ଟୋକେନ୍ ସିଷ୍ଟମର ସୁବିଧା ଆରମ୍ଭ କରିବାକୁ ଘୋଷଣା କରିଛି। ସାଧାରଣତ,ଯେତେବେଳେ ଆପଣ ଏକ […]

ଡ଼.ନବକିଶୋର ମିଶ୍ର ହିନ୍ଦୁ ଧର୍ମରେ ନବରାତ୍ରୀ ପୂଜାର ବହୁତ ଗୁରୁତ୍ୱ ରହିଛି | ନବରାତ୍ରୀର ପବିତ୍ର ପର୍ବ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି | ନବରାତ୍ରିର ପର୍ବ ନଅ ଦିନ ପାଇଁ ପବିତ୍ରତା ସହ ପାଳନ କରାଯାଏ | ନବରାତ୍ରିର ନଅ ଦିନ ମଧ୍ୟରେ, ନଅ ପ୍ରକାରର ମାତାଙ୍କୁ ପୂଜା କରାଯାଏ | ସେପ୍ଟେମ୍ବର ୩୦ ହେଉଛି ପଞ୍ଚମ ନବବତ୍ରୀ | ଦେବୀ ସ୍କନ୍ଦମାତାଙ୍କୁ ନବରାତ୍ରୀଙ୍କ ପଞ୍ଚମ ଦିନରେ ପୂଜା […]

Pin It on Pinterest