ନର୍ଲା(ସନ୍ତୋଷ ପାତ୍ର) : ରାଜ୍ୟ ସରକାର ୨୦୧୫ ମସିହାରେ ସାଧାରଣ ଜନତାଙ୍କ ନ୍ୟାୟ ବ୍ୟବସ୍ଥା ର ସୁବିଧା ସକାଶେ ପ୍ରତେକ ବ୍ଲକ ରେ ଗୋଟିଏ ଗୋଟିଏ (ଜେ, ଏମ୍ ଏଫ୍, ସି )କୋର୍ଟ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଅଦ୍ୟାବଧି ଓଡ଼ିଶା ର କେତୋଟି ବ୍ଲକ୍ ରେ କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ କୁ […]
ନବୀନ ଦାଶ(ବରଗଡ଼) :ବରଗଡ଼ ଜିଲ୍ଲା ଭଟଲି ବ୍ଲକ କମ୍ ଗାଁ ପଞ୍ଚାୟତ କର୍ଲା ଯୋରୀ ଠାରେ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି।ଏହି ଅବସରରେ ଗ୍ରାମର ରୋହିତ ଖମାରୀ ମୁଠି ଅନୁକୂଳ କରିଥିଲେ।ପୂର୍ବ ପ୍ରଚଳିତ ବିଧି ଅନୁସାରେ ଏହି ଦିନ ବିହନ ବୁଣିଲେ ବିହନ ଅକ୍ଷୟ ହୋଇଥାଏ,ଚାରା ରୋଗ ପୋକ ଦାଉରୁ ରକ୍ଷା ପାଇଥାଏ।ଏହି କୃଷି ଭିତ୍ତିକ ପର୍ବରେ ଗ୍ରାମର ଅନେକ ଚାଷୀ ଯୋଗଦାନ […]
ତ୍ରିନାଥ ବାରିକ(ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେଲା । ପରମ୍ପରା ଅନୁଯାୟୀ ମହାପ୍ରଭୁ ନନ୍ଦା-ଭଦ୍ରାରେ ବସି ଚାପ ଖେଳିଛନ୍ତି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିଛନ୍ତି। ଚନ୍ଦନ ଚକଡ଼ାରେ ଚନ୍ଦନ ନୀତିକାନ୍ତି ପରେ ନନ୍ଦା-ଭଦ୍ରାରେ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ଚାନ୍ଦବାଲିରେ ହାଇବା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ଚାନ୍ଦବାଲି ଏନ ଏ ସି ବଡ଼ବଜାର ତାରଣୀଛକ ନୀକଟରେ ଏକ ହାଇବା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ ଆରୋହୀ ହେଉଛନ୍ତି ମତୋ ମୁସଲମାନ ବସ୍ତିର ଦୁଇ ଭାଇ ସେକ୍ ସକିଲ ଓ ସେକ୍ ଆସଲାମ । ଦୁଇଭାଇ ଭଉଣୀ ଘରକୁ ଇଦ୍ ମୁବାରକ୍ […]
ଭୁବନେଶ୍ୱର, ୦୩/୦୫:ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଭରିବାକୁ ଚେଷ୍ଟା କରଛନ୍ତି । ମୋଟ ୪୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟ ପଠାଇଛନ୍ତି କାଳିଆ ଯୋଜନାର କିସ୍ତି ଟଙ୍କା । ରାଜ୍ୟ ରାଜକୋଷରୁ ଏଥିପାଇଁ ୮ ଶହ ୪ କୋଟି ଟଙ୍କା ଖର୍ଚ କରାଯାଇଛି ।
କଟକ ୦୩।୦୫: କଟକ ଡେପୁଟି ମେୟରଙ୍କ ଘର ଭାଙ୍ଗିବ ଇଡକୋ ।ଏ ନେଇ ଡେପୁଟି ମେୟରଙ୍କ କାନ୍ଥରେ ଲାଗିଲା ଉଚ୍ଛେଦ ନୋଟିସ। ୭ ଦିନ ମଧ୍ୟରେ ଜଗା ଖାଲି କରିବାକୁ ଇଡକୋ ପକ୍ଷରୁ ନୋଟିସରେ ଉଲ୍ଲେଖ କରାଯାଇଛି ।ଅର୍ଥାତ ମେ ୧୦ ତାରିଖରେ ସିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ଡେପୁଟି ମେୟରଙ୍କ ଘର ଉଚ୍ଛୋଦ କରିବ। ସୂଚନା ଅନୁଯାୟୀ, କଟକ ଜଗତପୁର ଶିଳ୍ପାଞ୍ଚଳରେ ଇଡକୋ ଜାଗାରେ ଥିବା ଘର ଗୁଡ଼ିକ ଉଚ୍ଛେଦ […]
ଶୁଭ୍ରକାନ୍ତ ରାଉତରାୟ:କଲେଇ ପଂଚାୟତ ର କଲେଇ ଗ୍ରାମର ର ରଞ୍ଜନ କୁମାର ପ୍ରଧାନଙ୍କ ଏକମାତ୍ର ପୁଅ ଶୁଭମ ପ୍ରଧାନ ସୋନୁଙ୍କର 24ବର୍ଷ ବୟସରେ ଭୁବନେଶ୍ୱରରେ ମଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଛି |ଶୁଭମ ଥିଲେ ଜଣେ ଡାକ୍ତରୀ ଛାତ୍ର ତାହାସହ ସମାଜସେବା ରେ ଲିପ୍ତଥିଲେ ଯାହା ତାଙ୍କ ଗ୍ରାମ ଠାରୁ ରହୁଥିବା ଭୁବନେଶ୍ୱର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି| ତାଙ୍କର ଶେଷକୃତ୍ୟ ଭୁବନେଶ୍ୱର ସତ୍ୟନଗର ସ୍ମଶାନ ରେ କରାଯାଇଥିଲା |ତାଙ୍କର ଏପରି ଖବର […]
ନିରଞ୍ଜନ ଓଝା (ମହାକାଳପଡ଼ା): ମହାକାଳପଡ଼ା ଭାରତୀୟ ଜନତା ପାର୍ଟି ତରଫରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଥାନା ଘେରାଉ ଏବଂ ମହାକାଳପଡ଼ା ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ସୂଚନାରୁ ପ୍ରକାଶ ତିନିଦିନ ଆଗରୁ ମହାକାଳପଡ଼ା ଛକ ନିକଟରେ ଥିବା ମଦ କାଉଣ୍ଟର ପାଖରେ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ କରିଥିଲେ କିଛି ଦୁର୍ବୃତ୍ତ |ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତ ମାନଙ୍କୁ ଦୀର୍ଘ ସମୟ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୬୮ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୮୦୨ ଜଣ ସୁସ୍ଥ ହୋଇଛନ୍ତି । ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ […]
ପ୍ରାୟତ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସେ ଯେ ୩୦ ବର୍ଷ ବୟସ ପରେ କିପରି ଚର୍ମର ଯତ୍ନ ନେବେ? ଅଧିକାଂଶ ମହିଳା ବୁଝିଯିବା ଉଚିତ୍ ଯେ ୩୦ ବର୍ଷ ବୟସ ପରେ ଚର୍ମରେ ବହୁତ ପରିବର୍ତ୍ତନ ଆସିଥାଏ | ଏପରି ପରିସ୍ଥିତିରେ, ତୁମେ ତୁମର ଚର୍ମର ଯତ୍ନ ନିତ୍ୟରେ ପରିବର୍ତ୍ତନ ଆଣିବା ଆବଶ୍ୟକ | ଏହା ବ୍ୟତୀତ, ଚମକୁଥିବା ଚର୍ମ ପାଇଁ ଆପଣ ଏକ ସୁସ୍ଥ ଜୀବନଶୈଳୀ ମଧ୍ୟ […]