ବାସ୍ତବବ୍ୟୁରୋ: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସିଲେଟରେ ଆୟୋଜିତ ଏକ ଇଫତାର ପାର୍ଟୀରେ ହିନ୍ଦୁମାନଙ୍କୁ ମଧ୍ୟ ଗୋମାଂସ ଖାଇବାକୁ ଦିଆଯାଇଥିଲା। ସ୍ଥାନରେ ପ୍ରଦାନ କରାଯାଇଥିବା ଇଫତାର ମେନୁରେ ଗୋମାଂସ ବଦଳାଇବା ପାଇଁ କୌଣସି ବିକଳ୍ପ ନଥିଲା | ଏହି ଘଟଣା ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ବାଂଲାଦେଶ ଖବରକାଗଜ ରିପୋର୍ଟ ମୁତାବକ, ଗୁରୁବାର ଦିନ ବିଏନପିର ସିଲହେଟ ୟୁନିଟ୍ ଦ୍ୱାରା ଆୟୋଜିତ ଇଫତାର ପାର୍ଟିରେ ଅତି କମରେ ୨୦ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବସ୍ତି ମାନଙ୍କରେ ରହୁଥିବା ଶ୍ରମିକ ମାନଙ୍କୁ ଭୁବନେଶ୍ୱର ମାରୁଆଡ଼ି ସମାଜ ତରଫରୁ ସମ୍ମାନିତ କରାଯାଇଛି. ଶ୍ରମିକ ଦିବସ ଅବସରରେ ଶ୍ରମିକ ମାନଙ୍କ ରାଷ୍ଟ୍ର ନିର୍ମାଣରେ ଥିବା ଅବଦାନ କୁ ସମାଜ ତରଫରୁ ଭୁୟସୀ ପ୍ରଶଂସା କରାଯାଇଛି | ବସ୍ତି ସଂଘର ଉପସଭାପତି ବୀଣା ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ସଭାରେ ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ ରାଉତ […]
ଦେବକାନ୍ତ ମହାନ୍ତି( ଚାନ୍ଦବାଲି) ୧/୫/୨୦୨୨-ପ୍ରଚଣ୍ଡ ରୁଦ୍ରତାପରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପୋଲିସ ଆରକ୍ଷୀଙ୍କ ନିର୍ଦେଶରେ ଚାନ୍ଦବାଲି ଥାନା ପକ୍ଷରୁ ଚାନ୍ଦବାଲି ଅଟୋ ଷ୍ଟାଣ୍ଡରେ ଏକ ଜଳଛତ୍ର ଷ୍ଟଲର ଉଦ୍ଘାଟନ ହୋଇଯାଇଛି l ଚାନ୍ଦବାଲି ଥାନା ପକ୍ଷରୁ ଥାନା ଅଧିକାରୀ କରୁଣାକର ରାଉତ ଏହି ଜଳଛତ୍ର ଷ୍ଟଲକୁ ଫିତା କାଟି ଉଦ୍ଘାଟନ କରିଛନ୍ତି । ଏହି ଜଳଛତ୍ର ଉଦ୍ଘାଟାନ ଉତ୍ସବରେ ଚାନ୍ଦବାଲି ଥାନାର ଏସ.ଆଇ ବି ବି ନାୟକ, ଅନୁରାଗ […]
ପ୍ରମୋଦ ନାୟକ(ବାସ୍ତବବ୍ୟୁରୋ):ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି ।ଏହି ସମାରୋହକୁ ମାନ୍ୟବର ମନ୍ତ୍ରୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ, ଓଡ଼ିଶା ଶ୍ରୀ ସୁଶାନ୍ତ ସିଂ ମୁଖ୍ୟଅତିଥ୍ ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ଓଡ଼ିଶା ସରକାରଙ୍କଶ୍ରମ ଓ କର୍ମଚାରୀ […]
UGC NET ୨୦୨୨ : ଜାତୀୟ ପରୀକ୍ଷା ଏଜେନ୍ସି (NTA) ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଜାତୀୟ ଯୋଗ୍ୟତା ପରୀକ୍ଷା ୨୦୨୨ (NET 2022) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି | ଏଥର NTA UGC NET ଡିସେମ୍ବର ୨୦୨୧ ଏବଂ UGC NET ଜୁନ୍ ୨୦୨୨ ମିଶ୍ରଣ କରି ଏକକାଳୀନ ପଞ୍ଜୀକରଣ ଆରମ୍ଭ କରିଛି | UGC NET ୨୦୨୨ ରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ […]
ବାସ୍ତବ ବ୍ୟୁରୋ:ରାତି ପାହିଲେ ଖବର କାଗଜ ପଢ଼ିବାର ନିଶା ବା ଆଗ୍ରହ ପ୍ରକାଶ କରିବା ସାଧାରଣତଃ ଗୃହିଣୀଙ୍କ କ୍ଷେତ୍ରରେ ନିଆରା ।ଏମିତି ଜଣେ ମହିଳା ଥିଲେ ଏନ୍ ଏ ସି ୱାର୍ଡ ନମ୍ୱର୍ ୧୦ ରେ,ଯିଏ ସକାଳ ପାହିଲେ ଖବର କାଗଜ ପଢ଼ିବା ସହ ସାଧାରଣଙ୍କ ମଣିଷର ସ୍ୱରକୁ ଲୋକଲୋଚନକୁ ଆଣିବା ପାଇଁ ସାମ୍ବାଦିକ ମାନଙ୍କୁ ପ୍ରେରଣା ଦେଉଥିଲେ,ଲୋକଙ୍କର ଦୁଃଖ ଖବର ପଢ଼ି ନିଜେ କାନ୍ଦି ପକାଉଥିଲେ, ସେ ହେଲେ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୩୪ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୭୯ ଜଣ ସୁସ୍ଥ ହୋଇଛନ୍ତି । ଆଜିଠୁ ସାଧାରଣ ଭକ୍ତଙ୍କ ନିମନ୍ତେ […]
ରାକେଶ ମହାନ୍ତି(କେନ୍ଦ୍ରାପଡା): କଥାରେ ଅଛି ମାଛ ଖାଇବ ଇଲିସି ଚାକିରୀ କରିବ ପୁଲିସି,ଛୋଟ ବେଳେ ହୁଏତ ବୁଝି ହୋଇନଥିଲା ଏବେ କିନ୍ତୁ ଠିକ ବୁଝି ହେଉଛି । ଇଲିସିରେ ଅଧିକ କଣ୍ଟା ହେଲେ ସୁଆଦିଆ ଆଉ ପୁଲିସି ଚାକିରୀ ସୁଆଦ ହିଁ ସୁଆଦ ହେଲେ ଏମିତି ଚେଲା ଜରିଆରେ ଲାଞ୍ଚନେଇ ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ସଦର ଏ ଏସ ଆଇ ପୃଥ୍ୱୀରାଜ ମିଶ୍ର । ୭ ହଜାର ଟଙ୍କା ଲାଞ୍ଚ […]
ପ୍ରମୋଦ ନାଏକ(ଭୁବନେଶ୍ୱର): ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରସ୍ଥିତ ଏକ ଭଡ଼ା ଘର ଭିତରୁ ମିଳିଛି ବାପାମା’ଙ୍କ ସମତେ ୧୫ ମାସ ଶିଶୁ କନ୍ୟାର ଝୁଲନ୍ତା ମୃତଦେହ। ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା ।ସେମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି। ପାରିବାରିକ କଳହର ଚରମ ପରିଣତି ସ୍ୱରୂପ ଏକାଥରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୪//୦୪//୨୦୨୨।ଭଦ୍ରକ ଜିଲ୍ଲାର ଗୋଟିଏ ପରେ ଗୋଟିଏ ବ୍ଲକରେ ଅନୁଷ୍ଠିତ ହେଉଛି ସ୍ୱାସ୍ଥ୍ୟ ମେଳା । ଉକ୍ତ ସ୍ୱାସ୍ଥ୍ୟମେଳାରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା ସହ ଔଷଧ ଯୋଗାଇ ଦିଆଯାଉଛି । ଏହି ଉତ୍ସବରେ ଯକ୍ଷ୍ମା ରୋଗ ର ନିରାକରଣ ବିଷୟରେ ଏକ ଆଶା ସାଥି ମାନଙ୍କ ଦ୍ୱାରା ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା, ଏହି ନାଟକ ଟିକୁ ତ୍ରିଲୋଚନ […]