ପ୍ରମୋଦ ନାୟକ(ଭୁବନେଶ୍ବର): ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ପକ୍ଷରୁ ପ୍ରବାଦ ପୁରୁଷ, ଟଲମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ବାଇକ ଶୋଭାଯାତ୍ରା ଓ ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ରାଜ୍ୟ ସଭାପତି ସରୋଜ ତରାସିଆଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ମୁଖପାତ୍ର ସୁଲତା ଦେଓ ଯୋଗଦେଇ ବିଜୁ ବାବୁଙ୍କ ନିର୍ଭିକତା, ସାହସୀକତା ଓ ଓଡ଼ିଶା ପ୍ରତି ଏବଂ ଓଡିଆ ମାନଙ୍କ ପାଇଁ ଥିବା […]

ପୁରୀ, ୧୭/୦୪: ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ବାରା ସ୍ଵୀକୃତ ପଞ୍ଜିକାକୁ ନେଇ ଚଳିତ ବର୍ଷ ପୁଣିଥରେ ବିବାଦ ଦେଖାଦେଇଛି । ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ବାରା ସ୍ଵୀକୃତ ପଞ୍ଜିକା ବିଶ୍ୱସନୀୟ ନୁହେଁ ବୋଲି ପାଞ୍ଜି ସମୀକ୍ଷକମାନେ କହିଛନ୍ତି ।ଏକ ସାମ୍ବାଦିକ ସମ୍ମିଳନୀରେ ଯୁକ୍ତି ରଖିଛନ୍ତି ଯେ, ରାଜ୍ୟରେ ପ୍ରକାଶିତ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଅସଲି ଖଡ଼ିରତ୍ନ ପଞ୍ଜିକା, ପରମେଶ୍ୱରୀ ପଞ୍ଜିକା ଓ ଶାରଳା ପଞ୍ଜିକାରେ ପଞ୍ଚାଙ୍ଗ ଗଣନା ସମାନ ରହିଥିବାବେଳେ […]

ପ୍ରମୋଦ ନାୟକ: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା #ଅପରାଜିତାଷଡ଼ଙ୍ଗୀ ଜଗନ୍ନାଥ ନଗର ଠାରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଉଦଘାଟନ କରିଛନ୍ତି l ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଏହି ଜନ କଲ୍ୟାଣକାରୀ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲା l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ବିଧାୟକ ପାର୍ଥୀ ଜଗନ୍ନାଥ ପ୍ରଧାନ,ବିଜେପି ର ବହୁ ଆଗ ଧାଡ଼ିର ସଂଗଠକ, ବିଭାଗୀୟ କତୃପକ୍ଷ […]

ଭୁବନେଶ୍ୱର ୧୭।୦୪: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଫରେଷ୍ଟ ପାର୍କ ଓ ଭୁବନେଶ୍ବର ଏୟାର ପୋର୍ଟ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରହିଛି ।ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବର ସିଧ୍ୟାନ୍ତ ନେଇଛି […]

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ମା ବିମାଳାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଟଳି ପଡିଲେ ଭକ୍ତ । ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ ଶେଷ ଇଛାଥିଲା କାଳିଆକୁ ଦେଖିବେ ଆଶୀର୍ବାଦ ଲୋଡିବେ । ସେ କଣ ଏୟା ମାଗିନେଲେ “ତୋତେ ଦେଖୁ ଥିବି ପ୍ରାଣ ପକ୍ଷୀ ଉଡିଯାଉ” ସାଙ୍ଗରେ ଥିଲେ ନିଜ ପରିବାର । କିନ୍ତୁ ଜାଣି ନଥିଲେ ଯେ ଏହି ଯାତ୍ରା ହେବ […]

ନବୀନ ଦାସ(ବରଗଡ଼) ୧୬/୦୪: ଆଜି ଚୈତ୍ର ପୂର୍ଣ୍ଣିମା,ପ୍ରତିବର୍ଷ ଏହି ଦିନରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଗଙ୍ଗା ଜଳାଭିଷେକ ସହ ମହାସ୍ନାନ ଉତ୍ସବ ପାଳିତ ହୋଇଥାଏ । ହେଲେ କରୋନା ମହାମାରୀ କାରଣରୁ ଗତ ଦୁଇବର୍ଷ ହେବ ମାଆଙ୍କ ମହାସ୍ନାନ ଉତ୍ସଵ ବନ୍ଦ ଥିବା ବେଳେ ଚଳିତ ବର୍ଷ ମାଙ୍କ ଜଳାଭିଷେକ କରିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିର କମିଟି […]

ବାଲେଶ୍ବର: ବାଲେଶ୍ବର ଜାତୀୟ ରାଜପଥ ବାମପଦାଠାରେ ନବନିର୍ମିତ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ସାପ୍ତାହିକ ଓପିଡି ସେବା ଆଜିଠାରୁ ଆରମ୍ଭ ହୋଇଛି। ବିଶେଷଜ୍ଞ ଡାକ୍ତରମାନେ ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ରୋଗୀସେବା ପ୍ରଦାନ କରିଥିଲେ। ଏହି ଦୁଇଦିନରେ ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତର କିଶୋର କୁମାର ବେହେରା, ଜେନେରାଲ୍ ସର୍ଜରୀ(ଶଲ୍ୟ ଚିକିତ୍ସା) ବିଭାଗର ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ସାହୁ ଏବଂ ସ୍କିନ୍(ଚର୍ମ ରୋଗ) […]

ସ୍ମୁତୀ ସନ୍ଧ୍ୟା କେଶର ଯତ୍ନ ପାଇଁ ଆପଣ ଅନେକ ଉତ୍ପାଦ ବ୍ୟବହାର କରନ୍ତି, କିନ୍ତୁ ଏହା ପ୍ରାୟତ ଘଟେ ଯେ ଆପଣ କେଶ ଝଡ଼ିବା ଆରମ୍ଭ କରନ୍ତି | ଏପରି ପରିସ୍ଥିତିରେ, କେଶ ନ ଝଡ଼ିବା ପାଇଁ ଆପଣ କିଛି ଅଭ୍ୟାସ ବଦଳାଇବା ଉଚିତ୍ | ଏହି କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ କେଶ ଝାଡ଼ିବା ରୋକନ୍ତୁ l ପ୍ରତିଦିନ ସାମ୍ପୁ ଗ୍ରୀଷ୍ମ ଇରୁତୁ ରେ ସପ୍ତାହରେ ଅତି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବୈତରଣୀ ନଦୀର ସୁଇସାଇଟ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ଗତକାଲି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛଥିଲେ । ବ୍ରିଜ ଉପରୁ ନଦୀ ମଧକୁ ୧ଶହ ଫୁଟ ତଳକୁ ଡେଇଁ ଦନୀର ପ୍ରଖର ସ୍ରୋତ ମଧ୍ୟମରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗର ଟିମ ପହଁଚି […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲେଖାଯାଇଥିବା ପୁସ୍ତକରେ ପ୍ରସିଦ୍ଧ ସଂଗୀତଜ୍ଞ, ସମ୍ବିଧାନର ପ୍ରଣିତା ଭୀମ୍ରାଓ ଆମ୍ବେଦକରଙ୍କ ସହ ତୁଳନା କରିଛନ୍ତି। ସେ ‘ଆମ୍ବେଦକର ଏବଂ ମୋଦୀ: ସୁଧରକା କା ବିଚାର , ପ୍ରଫର୍ମର କା କାମ’ ଶୀର୍ଷକ ଏକ ପୁସ୍ତକରେ ଭୀମରାଓଙ୍କ ସହିତ ମୋଦିଙ୍କୁ ତୁଳନା କରିଛନ୍ତି | ବ୍ଲୁକ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନ୍ ଦ୍ୱାରା ଏହି ପୁସ୍ତକ ପ୍ରକାଶିତ ହୋଇଛି | ଇଲାୟାରାଜା ପୁସ୍ତକର ପ୍ରାରମ୍ଭରେ ଲେଖିଛନ୍ତି, ଡକ୍ଟର ଭୀମ୍ରାଓ […]

Pin It on Pinterest