ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସରେ ଆସିଥିବା ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କାର ସୁନା ,ଭୁବନେଶ୍ୱର ରେଳଷ୍ଟେସନରୁ ଧରାପଡିଲା |ଏହା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ହେବ | ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ ୪ଟି ବ୍ୟାଗରେ ଟ୍ରେନ‌ ଯୋଗେ ଭୁବନେଶ୍ବର ଆସିଥିଲା । ଯାହା ଜିଆରପି ଧରିବାରେ ସକ୍ଷମ ହୋଇଛି | ସୂଚନା ଅନୁଯାୟୀ, ଜିଆର୍‌ପିକୁ କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ପୂର୍ବ ସୂଚନା ମିଳିଥିଲା । ଏହି ଆଧାରରେ ଜିଆର୍‌ପି […]

କରଞ୍ଜିଆ ୦୨।୦୩ -ମୟୁରଭଞ୍ଜରେ ଥିବା ଆଦିମ ଜନଜାତି ଖଡ଼ିଆ ଏବଂ ମାଙ୍କିଡିଆ ସମ୍ପ୍ରଦାୟର ଗର୍ଭବତୀ ମାଆ ଓ ଶିଶୁମାନଙ୍କ ପାଇଁ ପ୍ରଥମ ଥର ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର। ଶିମିଳିପାଳ ପାଦଦେଶରେ ଥିବା ଜଶୀପୁର ବ୍ଲକର ଦୁର୍ଦୁରା ଗ୍ରାମରେ ଏକ ପୋଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ମୟୁରଭଞ୍ଜର ଏହି ପ୍ରଥମ ପୋଷଣ କେନ୍ଦ୍ର ଓପିଲିପି ମାଧ୍ୟମରେ ମାତୃ ସୁରକ୍ଷା ଏବଂ ପୋଷଣର ବିକାଶ ନିମନ୍ତେ ପରିଚାଳିତ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ପ୍ରଭାବ ଆମ ଦେଶରେ ଦେଖିବାକୁ ଲାଗିଲାଣି | ସାର୍ବଜନୀନ କ୍ଷେତ୍ର ରେ ତୈଳ କମ୍ପାନୀଗୁଡିକ LPG ର ମୂଲ୍ୟ ବୃଦ୍ଧି କରିଛନ୍ତି | ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି। ଏଥିସହିତ ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଚୋଟୁର ମୂଲ୍ୟ ମଧ୍ୟ ୨୭ ଟଙ୍କା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଘରୋଇ ଗ୍ୟାସ ସିଲିଣ୍ଡର […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଶାହା ଜାହାନଙ୍କ ଉର୍ସ ଅବସରରେ ତାଜମହଲରେ ପ୍ରବେଶ ମାଗଣା କରାଯାଇଥିଲା। ଏହି କାରଣରୁ ଏକ ବିରାଟ ଜନସମାଗମ ହୋଇଥିଲା ଏବଂ ସେଠାରେ ଆତଙ୍କ ଖେଳିଯାଇଥିଲା | ଏହି ସମୟ ମଧ୍ୟରେ କିଛି ଅରାଜକତାବାଦୀମାନେ ଭାରତ ବିରୋଧରେ ଏବଂ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସ୍ଲୋଗାନ ଦିଆଯିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ସୁରକ୍ଷା କର୍ମୀମାନେ ସଙ୍ଗେ ସଙ୍ଗେ ସ୍ଲୋଗାନ ଦେଉଥିବା ଲୋକଙ୍କୁ ଧରି ସେମାନଙ୍କୁ ଘେରିଯାଇ ଫୋପାଡି ଦେଇଥିଲେ। […]

ବବିତା ସାମଲ(ଭଦ୍ରକ): ୦୧/୦୩- ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଚାଷୀ ।ମୋବାଇଲ ଫୋନକୁ ମେସେଜରେ ଟୋକନ ନମ୍ବର । କିନ୍ତୁ ମଣ୍ଡିକୁ ଯିବା ବେଳେ ସମବାୟ ସମିତି କହୁଚି ଟାର୍ଗେଟ ନାହିଁ । ଭଦ୍ରକ ଜିଲ୍ଲା ଶ୍ରୀରାମ ସେବା ସମବାୟ ସମିତି ଅଧିନ ରେ ଥିବା ଚାଷୀ ମାନଙ୍କର ଏପରି ଦୁର୍ଦଶା ।ଟୋକନର ଅବଧି ମଧ୍ୟରେ ଧାନ ବିକ୍ରି ନହେବାରୁ ରାଜପଥରେ ବସିଛନ୍ତି ଚାଷୀ । ୧୬ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୭୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୪୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୩୭୩୪ଜଣ ସୁସ୍ଥ ହୋଇଛନ୍ତି […]

ଦୀପକ ବେଉରା(କଟକ): ୨୮/୦୨ -ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ୍ ପୁଣି ଥରେ ଗାଇଲେ ଓଡ଼ିଆ ଗୀତ ।ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦେଶନାରେ,ବନ୍ଦେ ଉତ୍କଳ ଜନନୀ ଗୀତକୁ ନିଜ କଣ୍ଠରେ ସଜାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ । ଏହି ଗୀତର ରେକର୍ଡିଂ କଟକ ମିଲନ ଷ୍ଟୁଡିଓରେ କରାଯାଇଛି । ଆସନ୍ତା ଉତ୍କଳ ଦିବସରେ ଗୀତଟିକୁ ରିଲିଜ କରିବାର ଯୋଜନା ରହିଛି । ବନ୍ଦେ ଉତ୍କଳ ଜନନୀ […]

ବାସ୍ତବବ୍ୟୁରୋ: ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଚତୁର୍ଥ ଦିନ | ରୁଷର ସେନା ୟୁକ୍ରେନର ଭିତର ଭାଗରେ ପ୍ରବେଶ କରି ବିପର୍ଯ୍ୟୟ ଘଟାଉଛି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ରୁଷର ସୈନ୍ୟ ଏକ ଗ୍ୟାସ ପାଇପଲାଇନ ଉଡ଼ାଇ ଦେଇଛନ୍ତି। ୟୁକ୍ରେନର ସାହାଯ୍ୟକୁ ଜର୍ମାନୀ ଏବଂ ଫ୍ରାନ୍ସ ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ରୁଷର ସେନା କୈଭଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଏକ ନଦୀ କୂଳରେ ଅଟକି […]

ବାସ୍ତବବ୍ୟୁରୋ(କେନ୍ଦ୍ରାପଡା): ପୌରନିର୍ବାଚନର ବିଗୁଲ ବାଜିବା ପରେ,ସବୁ ଛାମୁଆ ଦଳର ଆରମ୍ଭ ହୋଇଛି ସଜବାଜ |ଏହି ପରିପେକ୍ଷୀରେ ପଟାମୁଣ୍ଡାଇ ମୁନିସପାଲଟି ପାଇଁ ବିଜେପିର ନଗର ମଣ୍ଡଳ ସଭାପତି ବିଶ୍ୱରଂଜନ ପାତ୍ରଙ୍କ ସଭାପତିତ୍ୱରେ ଶନିବାର ସନ୍ଧ୍ୟାରେ ପୌରନିର୍ବାଚନ ପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିରେ ହୋଇଥିଲା |ଏହି ବୈଠକରେ ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଅଲେଖ କୁମାର ଜେନା,ଦଳ ତରଫରୁ କିପରି ସୁଚାରୁରୂପେ ନିର୍ବାଚନକୁ ପରିଚାଳନା କରାଯାଇ ପାରିବ ସେ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୧ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୬୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୪୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୨୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୨୯୨୨ଜଣ ସୁସ୍ଥ ହୋଇଛନ୍ତି […]

Pin It on Pinterest