ଜୋତିର୍ବିତ ଡ଼.ନବକିଶୋର ମିଶ୍ର ବାସ୍ତବବ୍ୟୁରୋ:ନଭେମ୍ବର ୧୯ ରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ,ବୃଷ ରାଶିରେ ଚନ୍ଦ୍ରଗ୍ରହଣ ହେବ |ଚନ୍ଦ୍ରଗ୍ରହଣ ଦିନ ଚନ୍ଦ୍ର କ୍ରିତିକା ନକ୍ଷତ୍ରରେ ରହିବେ, ଯାହାର ଶାସକ ଗ୍ରହ ରବି ଅଟନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଘଟିଥାଏ। ସୂର୍ଯ୍ୟ ଏବଂ ଚନ୍ଦ୍ରର ଦୁଇଟି ରହସ୍ୟମୟ ଗ୍ରହ ରାହୁ ଏବଂ କେଟୁ ଯେତେବେଳେ ସେମାନଙ୍କ ଅଧୀନରେ ଆସନ୍ତି ସେତେବେଳେ ଏକ ଚନ୍ଦ୍ରଗ୍ରହଣ ଘଟିଥାଏ | ଜୋତିର୍ବିତ […]
ତ୍ରିନାଥ ବାରିକ(ସତ୍ୟବାଦୀ) ପୁରୀ ଜିଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି।୧୧ ବ୍ଲକ ରୁ ୯୯ ଜଣ ଛାତ୍ରଛାତ୍ରୀ ଓ ୭୭ ଜଣ ଗାଇଡ଼ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଚଣ୍ଡେଶ୍ୱର ମହାପାତ୍ର ,ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ […]
ଆଶିଷ ନାୟକ(ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କେଶବାନନ୍ଦ ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୧ ଆୟୋଜନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ, ରାଜକନିକା ଠାରେ, ଅନୁଷ୍ଠିତ ହୋଇଯାଇଛି | ଏହି ଶିଶୁ ମହୋତ୍ସବ ରେ, କନିକା ତହସିଲଦାର ପ୍ରେମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ରାଜକନିକା ବିଇଓ ସରୋଜ […]
ସନ୍ତୋଷ ପାତ୍ର (ନର୍ଲା):୧୪/୧୧- କଳାହାଣ୍ଡି ଜିଲ୍ଲା ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରେ ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବୀନେଇ, ଆଜି ଏକ ସର୍ବସାଧାରଣ ସମାବେଶ ହୋଇଥିଲା | ଆଇନଜୀବୀ କୁବେର ସାହୁ ଙ୍କ ଅଧ୍ୟକ୍ଷତା ଏହି ବୈଠକ ଆବାହନ କରାଯାଇଥିବା ବେଳେ, ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟାକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ନାଏକ,ବ୍ଲକ ସଭାପତି ସମୀର […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର):୧୪/୧୧- ଆସୁଛି ଆଉ ଏକ ବାତ୍ୟା,ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ସାଗର ଉପରେ ଲଘୁଚାପ ରୂପ ନେଇସାରିଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ମୁହାଁଉଛି । ଆସନ୍ତା ୪୮ ଘଣ୍ଟାରେ ଅବପାତ ରୂପ ନେବ । ୧୭ ତାରିଖ ସୁଦ୍ଧା ଏହା ସମୁଦ୍ରରୁ ଅଧିକ ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହେବ ।ଏହାର ପ୍ରଭାବରେ […]
ବନିତା ସାମଲ(ଭଦ୍ରକ):ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ର ଅଦମ୍ୟ ସାହାସିକତା ଓ କାର୍ଯ୍ୟଦକ୍ଷତା ପାଇଁ କୁକ୍ଷାତ ଲୁଟେରା ବାପି ପାଣିକୁ ଏନକାଉଣ୍ଟର କରି ଗିରଫ କରିଛି ପୋଲିସ |ଡକାୟତି ଯୋଜନା ବେଳେ ଏନକାଉଣ୍ଟର କରାଯାଇଛି |ଗତ ଦୁଇ ଦିନ ତଳେ ଭଦ୍ରକ ଆରଡ଼ି ଛକରୁ ଗୁଳି ଫୁଟାଇ ଲୁଟ ଓ ପରେ ବୃଦ୍ଧଙ୍କ ଠାରୁ ଲୁଟ ସମସ୍ତ ଘଟଣାକୁ ନେଇ ଗ୍ରାମାଞ୍ଚଳ ପୋଲିସ ତରଫରୁ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ […]
ଦୀପକ ସାହୁ(କଳାହାଣ୍ଡି)ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ବଦଳିନି ଚିତ୍ର । ଆଜି ବି ଚିରଅବହେଳିତ ହୋଇ ପଡିରହିଛି ଅନେକ ଦୁର୍ଗମ ଅଞ୍ଚଳ । ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ ,ବିଜୁଳି ଓ ପାନୀୟଜଳ ଭଳି ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଏସବୁ ଅଞ୍ଚଳ । ଏମାନଙ୍କ ପାଇଁ ଅଭିଶପ୍ତ ପାଲଟିଛି ଏହି ଅଞ୍ଚଳର ଭୌଗଳିକ ସ୍ଥିତ । ଅସହାୟ ବୃଦ୍ଧ ବୃଦ୍ଧା, ବିଧବା ,ଦିବ୍ୟାଙ୍ଗ ତଥା ଗରିବ ଲୋକେ କାଟୁଛନ୍ତି ଦୁର୍ବିସହ […]
ବାସ୍ତବବ୍ୟୁରୋ:କରୋନା ବିରୋଧରେ ଲଢେଇରେ ଭାରତ ଆଉ ଏକ ନୂଆ ଅସ୍ତ୍ର ପାଇବାକୁ ଯାଉଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ କରୋନା, ମଲନୁପିରଭିରର ଜି ବଟିକା ଉପରେ ତଥ୍ୟ ସମୀକ୍ଷା କରୁଛି। ସନ୍ ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିଜ୍ କହିଛି ଯେ ମଲକ୍ସଭିର ବ୍ରାଣ୍ଡ ନାମରେ ମର୍କ ଶାର୍ପ ଡୋହମେ (ଏମଏସଡି) ଏବଂ ରିଜବ୍ୟାଙ୍କ ର ମଲ୍ଲିପୁରଭିରର ମଲକସବୀର ବ୍ରାଣ୍ଡ ଦେବା ପାଇଁ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ। କରୋନାର ଏହି ଔଷଧ ଏହି […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୭୩ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୪୯୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୮୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୩୬୫୨ଜଣ ସୁସ୍ଥ ହୋଇଛନ୍ତି […]
ବଂଶଡା ଥାନା ଅଧିନ ପଞ୍ଚୁଟିକ୍ରୀରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା,ତହସିଲଦାର ଫେରୀ ଯାଅ ନାରା ଦେଲେ ସ୍ଥାନୀୟ ବାସୀ, ସରକାରୀ ଜମି ସହିତ ସ୍ଥିତିବାନ ଜମିରେ ଥିବା ଦୋକାନ ଗୃହ ଭଙ୍ଗିଲା ପ୍ରଶାସନ l ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୧/୧୧-ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନ ବାଂଶଡା ଥାନା ପଞ୍ଚୁଟିକ୍ରୀ ମହାଦେବ ପଡ଼ିଆରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା ଦେଖା ଦେଇଛି। ସେଠାରେ ଥିବା ସରକାରୀ ଜମି ସହିତ ସ୍ଥିତିବାନ ଜମିରେ […]


