ବବିତା ସାମଲ(ଭଦ୍ରକକଲେଇ)କଲେଇ ଗ୍ରାମ ପଂଚାୟତ ର ବଳଭଦ୍ର ପୁର ରସିକାବାଜ ଗ୍ରାମ ରେ ଗତ ୧ ତାରିଖ ଦିନ ଅଗ୍ନିକାଣ୍ଡ ଘଟିଥିବା ପରିବାରକୁ ସହାୟତା ପାଇଁ ପହଁଚିଲେ ସ୍ବେଛାସେବୀ ସଂଗଠନ ।ସୂଚନା ମୁତାବକ ଆଗି୍ନିକାଣ୍ଡରେ ଉକ୍ତ ଗ୍ରାମ ର ରମାକାନ୍ତ ସାହୁ ଓ ଜୟପ୍ରକାଶ ସାହୁ ଙ୍କ ଘରେ ଅଚାନକ ଦିନ ଦିପହର ପ୍ରାୟ ୨ ଟା ସମୟରେ ନିଆଁ ଲାଗିଥିବା ଘର ଲୋକ ଦେଖିଲେ ହେଲେ ସେତେବେଳକୁ ନିଆଁ […]
ବବିତା ସାମଲ(ଭଦ୍ରକ):ଦୀପାବଳି ଆସିଲେ ମନ ନାଚି ଯାଏ ଭଦ୍ରକର କାଳୀପୂଜା ପାଇଁ,ଉତ୍ସବ ମୁଖର ହୋଇଉଠେ ଭଦ୍ରକର ପୁରପଲ୍ଲୀ, କାହିଁକିନା ଭଦ୍ରକ କାଳୀପୂଜା ହେଉଛି ଓଡିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା,କିନ୍ତୁ ବିଧିର ବିଧାନ କେଡେ ଯେ ବିଚିତ୍ର ତାହା କହିବା ବାହୁଲ୍ୟ ମାତ୍ର | ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନାର ପ୍ରଭାବରେ ଓଡ଼ିଶାର ସମସ୍ତ ପର୍ବପର୍ବାଣି ଫିକା ପଡିଛି ଆଉ ସେଥିରୁ ବାଦ ପଡିନି ଭଦ୍ରକର କାଳୀପୂଜା |ଏବର୍ଷ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୫\୧୧-ପବିତ୍ର ଦିପାବଳୀ ଉତ୍ସବ ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ନିର୍ଦ୍ଧାରିତ ସମୟ ତଥା ରାତ୍ର ୯ ଟାରେ ଉଠିଲା ମହାଦୀପ।ଏଥିପାଇଁ ଦିନତମାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି , ଭୋର ୪ଟାରେ ମନ୍ଦିରର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ମହାସ୍ନାନ ସରିବା ପରେ ନୂତନବସ୍ତ୍ର, ଚନ୍ଦନ, ବେଲ୍ବପତ୍ର ଲାଗି କରାଯାଇ ଦିଗମ୍ବରବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ। ପରେ ପହଡଖିଆ […]
ଚାନ୍ଦବାଲି ନିକଟସ୍ଥ ବୈତରଣୀନଦୀର ମୁଆଁଘାଟରେ କୁମ୍ଭୀର ଆତଙ୍କ। ଡଙ୍ଗା ଥିବାରୁ ଅଳ୍ପକେ ବର୍ତ୍ତିଲେ ୪ମତ୍ସ୍ଯଜିବୀ । ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୫\୧୧-ଗତକାଲି ଅମାବାସ୍ଯା ତିଥି ଥିବାରୁ ସମୁଦ୍ର ଜୁଆରରେ ଫୁଲି ଉଠିଥିଲା ଚାନ୍ଦବାଲି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀ, ଏପରିକି ଦୈନନ୍ଦିନ ପରି ମୁଆଁଗାଁର ମତ୍ସ୍ଯଜିବୀମାନେ ରାତିପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ଯାଇଥିଲେ ମାଛ ମାରିବା ପାଇଁ। ହେଲେ ଆଜି ସକାଳୁ ନଦୀରେ ମତ୍ସ୍ଯଜିବୀମାନେ ଜାଲ […]
WHO ଅଧିକାରୀ କରୋନାର ନୂଆ ତରଙ୍ଗକୁ ଭୟ କରୁଛନ୍ତି ୫୩ ଦେଶର ଏକ ବଡ଼ ଅଞ୍ଚଳରେ ୫ ଲକ୍ଷ ଲୋକ ମୃତ୍ୟୁ ବରଣ କରିପାରନ୍ତି ଡକ୍ଟର କ୍ଲେଗ କହିଛନ୍ତି ଯେ ୟୁରୋପ ପୁଣି ମହାମାରୀର କେନ୍ଦ୍ରରେ ଅଛି…. ଜେନେଭା:ବିଶ୍ୱର ଅନେକ ଦେଶରେ କରୋନା ମାମଲା ପୁଣି ବଢିବାରେ ଲାଗିଛି |ଏଭଳି ପରିସ୍ଥିତିରେ, WHO ର ବରିଷ୍ଠ ଅଧିକାରୀ ଭୟ କରିଛନ୍ତି ଯେ ୫୩ ଟି ଦେଶର ଅନେକ ଅଂଚଳରେ କରୋନାର […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୫୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୯୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୫୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୦୮୮୯ଜଣ ସୁସ୍ଥ ହୋଇଛନ୍ତି […]
ବାସ୍ତବବ୍ୟୁରୋ:କୋଭିଡ -୧୯ ର ସଫଳ ଚିକିତ୍ସାରେ ସହାୟକ ହେବ ବୋଲି ବିଶ୍ୱ ର ପ୍ରଥମ ଆଣ୍ଟିଭାଇରାଲ ବଟିକାର ସର୍ତ୍ତମୂଳକ ବ୍ୟବହାରକୁ ବ୍ରିଟେନ ଅନୁମୋଦନ କରିଛି। ବ୍ରିଟେନ ହେଉଛି ପ୍ରଥମ ଦେଶ ଯାହା ଏହି ବଟିକା ସହିତ ଚିକିତ୍ସାକୁ ଉପଯୁକ୍ତ ବୋଲି ସ୍ୱୀକୃତି ଦେଇଛି, ଯଦିଓ ବଟିକା କେତେ ଶୀଘ୍ର ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ। ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ କରୋନା ସଂକ୍ରମିତ ଲୋକଙ୍କୁ ଏହି ବଟିକା ବ୍ୟବହାର […]
ବାସ୍ତବବ୍ୟୁରୋ(ଭୁବନେଶ୍ବର):କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ,ଆଜି ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଘୋଷଣା କରି କହିଛନ୍ତି ଯେ ,ଇନ୍ଧନ ମୂଲ୍ୟ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍ ୩ ଟଙ୍କା ହ୍ରାସ କରାଯାଇଛି। ଏହା ନଭେମ୍ବର ୫ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ। […]
ନୂଆଦିଲ୍ଲୀ: ମହଙ୍ଗାଇ ରୁ ସାଧାରଣ ଲୋକଙ୍କୁ କିଛି ମାତ୍ରାରେ ଆରାମ ଦେବା ପାଇଁ ସରକାର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଇନ୍ଧନ ମୂଲ୍ୟ ରେକର୍ଡ ସ୍ତରରେ ପହଂଚିବା ପରେ,କେନ୍ଦ୍ର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଛି। ଦିୱାଲୀ ପୂର୍ବରେ କରାଯାଇଥିବା ଏହି ଘୋଷଣା ଆକାଶଛୁଆଁ ଇନ୍ଧନ ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ ଏବଂ ମହଙ୍ଗାଇର ଶିକାର […]
ପୀରହାଟ ଥାନା ପକ୍ଷରୁ ଗଦିରେ ଜାଲ ନୋଟ ଜବଦ ସହ ଅଭିଯୁକ୍ତ ଗିରଫ,ଗିରଫ ଅଭିଯୁକ୍ତ ହେଲେ ବଂଶଡା ଥାନା ଅଧିନ ହଟପୁର ଗାଁର ନିହାରରଞ୍ଜନ ଜେନା ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୩/୧୧-ତିହିଡି ଓ ଚାନ୍ଦବାଲିରେ ଦିନକୁ ଦିନ ସକ୍ରିୟ ହେବାର ଲାଗିଛି ଜାଲ ନୋଟ କରବାର l ଆଜି ପିରାହାଟ ଥାନା ଅଧିନ ଗଦି ବଜ଼ାରରେ ବଂଶଡା ଥାନା ଅଧିନ ନୂଆଗାଁ ପଞ୍ଚାୟତ ହଟପୁର ଗ୍ରାମରେ ନିହାରଞ୍ଜନ ଜେନା ଏହି ଜାଲ ନୋଟ […]


