ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୯୪୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୬୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୬୧୬୫ଜଣ ସୁସ୍ଥ ହୋଇଛନ୍ତି । ପୁଣି ରନ୍ଧନ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ସ୍ପଷ୍ଟ କରିଛନ୍ତି ଯେ ସେ ଅତି କମରେ ଆଉ ଏକ ସିଜିନରେ ତାଙ୍କର ପ୍ରିୟ ହଳଦିଆ ଜର୍ସି ପିନ୍ଧିବେ ଏବଂ ‘ହ୍ୱିଷ୍ଟଲ୍ ପୋଡୁ’ (ସିଏସକେ ପ୍ରଶଂସକ) ସେନା ସେମାନଙ୍କୁ ନିଜ ପ୍ରିୟ ଚେପକ୍ ଗ୍ରାଉଣ୍ଡରେ ଆଣିବା ନିଶ୍ଚିତ। ‘ବିଦାୟ ମ୍ୟାଚ୍’ରେ ଆପଣ ମୋ ଖେଳିବା ଦେଖିପାରିବେ | ଧୋନିଙ୍କ ଅବସର ନେଇ କିଛି ସମୟ ଧରି ଆଲୋଚନା ଚାଲିଛି, […]

ସୂର୍ଯ୍ୟନାରାୟଣ ପାଢ଼ୀ (ସୁବର୍ଣ୍ଣପୁର)୫/୧୦- ସୁବର୍ଣ୍ଣପୁର ଜିଲ୍ଲା ରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟ ଦାଦାଗିରି ଭଳି ଅପରାଧ ଗୋଟିଏ ପଟରେ ଅପରାଧ ବଢୁଥିଲା ବେଳେ ପୋଲିସ ହାତ ଖାଲି ରହୁଥିବାରୁ ଜିଲ୍ଲା ବାସି ଙ୍କ ମଧ୍ୟ ରେ ଆସନ୍ତୋଷ ଦେଖା ଦେଉଅଛି | ସାଲେପାଲି ଗାଁ ର ଅରୁଣ କୁମାର ନନ୍ଦ ଓ ତାଙ୍କ ପତ୍ନୀ ରିବିକା ନାଗ ସୁବର୍ଣ୍ଣପୁର ଷ୍ଟେଟ ବ୍ୟାଙ୍କ ରୁ ୨ ଲକ୍ଷ ଟଙ୍କା […]

ବବିତା ସାମଲ(ଭଦ୍ରକ)-ମୋ ପୋଖରୀରେ ମହା ଦୁର୍ନୀତି,ଆଜ୍ଞା ଆମେ କହୁଛ ଭଦ୍ରକ ଜିଲ୍ଲାର ଭଣ୍ଡାରପୋଖରୀ ବ୍ଲକ ଅନ୍ତର୍ଗତ ଭଗି ଵିନ୍ଧା ଗ୍ରାମରେ ବହୁ ଚର୍ଚ୍ଚିତ ମୋ ପୋଖରୀଘଟଣା । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧାଗ୍ରାମର ବଳରାମ କୁଣ୍ଡୁ ।ଗତ କିଛିଦିନ ପୁର୍ବରୁ, ସେହି ଗ୍ରାମର ରାସ୍ତା ତିଆରି ପାଇଁ ତାଙ୍କ ଜାଗାରୁ ମାଟି ମାଗିଥିଲେ ଓ RI ଙ୍କ ଅନୁମତି ପାଇଁ ଦସ୍ତଖତ ମଧ୍ୟ ନେଇଥିଲେ କିନ୍ତୁ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୮୮୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୫୬୦୮ଜଣ ସୁସ୍ଥ ହୋଇଛନ୍ତି ।  ଆଜିଠୁ ଆରମ୍ଭ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ତତକ୍ଷଣାତ୍ ମେସେଜିଂ ଆପ୍ ହ୍ବାଟସ୍ ଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଦୁନିଆର ଅନେକ ସ୍ଥାନରେ ଥପ ହୋଇଯାଇଛି । ଅନେକ ଉପଭୋକ୍ତା ଟ୍ୱିଟରରେ ଅଭିଯୋଗ କରୁଛନ୍ତି ଯେ ସେମାନଙ୍କର ହ୍ବାଟସ୍ ଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରବେଶ କରିବାରେ ଅସମର୍ଥ।ହ୍ବାଟସ୍ ଆପ୍ ବ୍ୟବହାରକାରୀମାନେ ପାଠ୍ୟ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବାରେ ଅସମର୍ଥ। ଭଏସ୍ ଏବଂ ଭିଡିଓ କଲ୍ ରେ ମଧ୍ୟ ସେହି ଏକା ସମସ୍ୟା ଅଛି | […]

 ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୮୩୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୦୭୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୫୦୧୮ଜଣ ସୁସ୍ଥ ହୋଇଛନ୍ତି ।  ଆଜି (ସୋମବାର) […]

ବାସ୍ତବବ୍ୟୁରୋ:(ଡ.ନବକିଶୋର ମିଶ୍ର) ହିନ୍ଦୁ ଧର୍ମରେ ତୁଳସୀ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ ଏବଂ ଏହି କାରଣରୁ ପ୍ରାୟ ପ୍ରତ୍ୟେକଙ୍କ ଘରେ ତୁଳସୀ ଗଛ ଲଗାଇଥାନ୍ତି | ହିନ୍ଦୁ ଧର୍ମରେ ତୁଲସୀ ବୃକ୍ଷକୁ ତୁଳସିଦେବୀ ଭାବରେ ବିବେଚନା କରାଯାଏ | ପ୍ରତ୍ୟେକ ମନ୍ଦିରରେ ନିଶ୍ଚିତ ଭାବରେ ତୁଳସୀ ବୃକ୍ଷକୁ ପ୍ରାଧାନ୍ୟ ଦିଆଯାଇଥାଏ| ସମସ୍ତ ଧାର୍ମିକ ରୀତିନୀତିରେ ତୁଳସୀ ର ବ୍ୟବହାର ଶୁଭ ବୋଲି ବିବେଚନା କରାଯାଏ | ପୁରାଣ ଅନୁଯାୟୀ […]

ବାସ୍ତବବ୍ୟୁରୋ:ପିପିଲି ନିର୍ବାଚନ ମଣ୍ଡଳୀରେ ପୁଣି ବିଜେଡି ରାଜ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି,ପ୍ରଦୀପ ମହାରଥୀଙ୍କ ବିଜେଡି ଗଡ଼ ପିପିଲି ନିର୍ବାଚନ ମଣ୍ଡଳୀକୁ ହାତକୁ ନେଲେ ଜୁନିୟର ମହାରଥୀ ରୁଦ୍ର। ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦, ୬୦୭ ହଜାର ଭୋଟ୍‌ରେ ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ଅଧିକ ଭୋଟ ପାଇ ବାଜିମାତ କରିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ […]

ବାସ୍ତବ ବ୍ୟୁରୋ: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଚଣ୍ଡୀଗଡ ସ୍ଥିତ ଆନେ’ସ ସ୍କୁଲ ରେ ଅଲ ଇଣ୍ଡିଆ ପ୍ରିନ୍ସିପାଲ ଆସୋସିଏସନର ବାର୍ଷିକ କନଭେନସନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସାରା ଭାରତରୁ ପ୍ରାୟ ୨୦୦୦ରୁ ଅଧିକ ଘରୋଇ ସ୍କୁଲର ପ୍ରିନ୍ସିପାଲ ଭାଗ ନେଇଥିଲେ । ଏହି ଅବସରରେ,ନିଜର କାର୍ଯ୍ୟ ଦକ୍ଷତାର ସଠିକ ଉପଯୋଗୀତା ଓ ନିଜ ଅନୁଷ୍ଠାନର ପରିଚାଳନା,ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନର ବିକାଶରେ,ଉନ୍ନତ ଫଳାଫଳ କୁ […]

Pin It on Pinterest