ଆଶିଷ ନାୟକ(ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ର ମହାନ୍ ବିପ୍ଳବୀ ବିଶିଷ୍ଚ ଐତିହାସିକ ଓ ଅନନ୍ୟ ସମର ସାହିତ୍ୟ ବିଶାରଦ ଡକ୍ଟର ପ୍ରଫୁଲ୍ଲ ଦାସ ଙ୍କ ୯୫ତମ ଜନ୍ମ ଜୟନ୍ତୀ ଉତ୍ସବ ଉପଲକ୍ଷେ ରାଜକନିକା ପୁଜ୍ୟପୂଜା ପରିଷଦ ତରଫରୁ ସ୍ଥାନୀୟ ଅଶୋକ ବଜାର ସ୍ଥିତ ନୟନା ମଂଡପ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସଭାପତି ଶ୍ରୀ ଯୁକ୍ତ ଦୁର୍ଯ୍ୟୋଧନ ସାମଲ, ସଂପାଦକ କପିଳ ଚରଣ ମିଶ୍ର ,ମୁଖ୍ୟ ବକ୍ତା […]
ବାସ୍ତବବ୍ୟୁରୋ:ଆଜି ପିପିଲି ଉପନିର୍ବାଚନ,୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ନିର୍ବାଚନରେ ।କୋଭିଡ୍ ଗାଇଡ୍ଲାଇନ୍ ମଧ୍ୟରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଏହା,ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ ।ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ୩୪୮ଟି ବୁଥ୍ ରେ ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏହି ବୁଥ ଗୁଡିକ ମଧ୍ୟରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି |ତେଣୁ […]
ଆଶିଷ ନାୟକ(ରାଜକନିକା)ଖରସ୍ରୋତା ସଂଗ୍ରାମ ସମିତି ର ସଂଗ୍ରାମୀ ୨୪ଜଣଙ୍କ ମଧ୍ୟ ରୁ ୨୩ ଜଣ ଜେଲରୁ ଜାମିନ ରେ ଖଲାସ୍ ହୋଇଛନ୍ତି |ସେମାନଙ୍କୁ ଭାରିଗଦା ଗ୍ରାମ ପଞ୍ଚାୟତର ଅଚ୍ୟୁତ ପୁର ଗାଁ ରେ ଥିବା ମାଆ ଅନ୍ଧାର ଘରଣୀ ଠାକୁରାଣୀ ପୀଠ ସାମନାରେ ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ପୁଷ୍ପମାଲ୍ଯ ଓ ଉତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି | ସୂଚନା ଅନୁଯାଇ,କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଉଭୟ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୨୯-୯-ଚାନ୍ଦବାଲିରେ ବିଜେପି ଦଳର ବଡ଼ବଡ଼ ଓସ୍ତିଆ ଫଚାୟତ ପକ୍ଷରୁ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି । ବିଜେପି ମଣ୍ଡଳ ସଭାପତି ଲଲାଟେନ୍ଦୁ ରାଏ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ, ବଡ଼ ଓସ୍ତିଆ ଫଚାୟତରେ ୨୦୧୭ ମସିହାରେ ହୋଇଥିବା ଫଚାୟତ ନିର୍ବାଚନରେ, ବିଜେପି ଦଳର ସମର୍ଥିତ ପାର୍ଥନୀ ସୁଜାତା ସାହୁ ୧୨୪୭ ଖଣ୍ଡ ଭୋଟ ପାଇ ପୁଲିଙ୍ଗ ଓ ପିଜାଇଡ଼ିଙ୍ଗ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୯୨କୁ ବୃଦ୍ଧି ପାଇଛି । ୫୬୫ ସଂକ୍ରମିତଙ୍କ ମଧ୍ୟରୁ ୬୩ ଜଣ ୧୮ ବର୍ଷରୁ କମ୍ ବର୍ଗର। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୫୮୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୧୩ଟି ଆକ୍ଟିଭ୍ କେସ୍ […]
ଦୁଃଶାସନ ପୃଷ୍ଟି(ଢ଼େଙ୍କାନାଳ):ହଳଦିଆ ବାହାଳ ଅଞ୍ଚଳରେ ଜାତୀୟ ରାଜପଥରେ ହାତୀପଲ ।ବହୁ ସମୟ ଧରି ହାତୀ ପଲ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।୩୨ଟି ହାତୀ ଦଳ ଆଜି ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ସମୟ ପାଇଁ ରାସ୍ତାର ଯାନବାହାନ ଚଳା ଚଳ ଠପ ହୋଇଯାଇଥିଲା।ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟକଯାନବାହାନ,ବହୁସମୟ ଧରି ଅଟକି ରହିଥିଲା | ଶେଷରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି […]
ପ୍ରଭାତ ସାହା(ମାଲକାନଗିର)ମାଲକାନଗିରି ଜିଲ୍ଲାଏମ ଭି୧୭ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭାଲୁ କୁ ଧରିବା ପାଇଁ ଲଗା ହୋଇଥିବା ବିଜୁଳି ପୂର୍ଣ ତାର ଜାଲରେ ଭାଲୁ ବଦଳରେ ଜଣେ ବ୍ୟକ୍ତିର ଜୀବନ ଚାଲିଗଲା । ଘଟଣାରୁ ପ୍ରକାଶ ଏମ ଭି ୧୭ ଗ୍ରାମରେ ଥିବା ମିକ୍ସଚର ଫେକ୍ଟଟ୍ରି ସହିତ ସେହି ଆଖ ପାଖରେ ଥିବା ଜମି ଓ ଗାଁ ଭିତରେ ମଧ୍ୟ ଜଙ୍ଗଲରୁ ଗୋଟେ […]
ଆଶିଷ ନାୟକ(ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଶୈଳେନ୍ଦ୍ର ନାରାୟଣ ଭଂଜ ଦେବ କଲେଜ ରେ ଲଘୁଚାପ ଜନିତ ବର୍ଷା ପାଣି ଜମି ରହିଛି |କଲେଜ ଗେଟ୍ ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସ୍ ପରିସରରେ ପ୍ରାୟ ତିନି ଫୁଟ ରୁ ଉର୍ଦ୍ଧ ପାଣି | ବର୍ତ୍ତମାନ ସୁଧା ସ୍ଥାୟୀ ସମାଧାନ ହୋଇପାରିନାହିଁ ବରଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶୈଳେନ୍ଦ୍ର ନାରାୟଣ ଭଂଜ ଦେବ କଲେଜ ର ଛାତ୍ର ଛାତ୍ରୀ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ଥାନା ଅଧିନ ବାଘନଟା ଗାଁରେ ଦେଖୁବକୁ ମିଳିଛି ଅଭାବନିୟ ଘଟଣା , ପାରିବାରିକ କଳିକୁ ନେଇ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି । ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୁଣ୍ଡ ଓ ଦାନ୍ତ ଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ମଧ୍ୟ ପ୍ରତି ଆକ୍ରମଣ ଦା ସାହାର୍ଯ୍ୟରେ ସ୍ବାମୀର ଗୁପ୍ତାଙ୍ଗକୁ କାଟିବା ସହ ବେକକୁ କାଟିଛି । ଗ୍ରାମବାସୀ ଖବର […]
ଦୀପକ ସାହୁ(କଳାହାଣ୍ଡି)କଥାରେ ଅଛି ଧାର୍ଯ୍ୟଓ ଏକାଗ୍ରତାର ସହ କୌଣସି ପରିଶ୍ରମ ର ମୂଲ୍ୟ କେବେ ବେକାର ଯାଏନା । ଆମେ ଆଜି ଏମିତି ଜଣେ କର୍ମ ବୀରଙ୍କ କଥା କହୁଚୁ ଯିଏ, ଦୀର୍ଘ ୪୦ ବର୍ଷର ଅନବରତ ପରିଶ୍ରମ ନିଷ୍ଠା ଦ୍ୱାରା ସୃଷ୍ଟି କରିଛନ୍ତି ଏକ ଔଷଧୀୟ ବୃକ୍ଷବଣ ।ଏ ହେଉଛନ୍ତି ନାନ୍ଦୋଳ ଗାଁର ପଟ୍ଟାୟତ ସାହୁ । ଯୁବାବସ୍ଥାରୁ ପଟ୍ଟାୟତ ନିଜର ପେଶା ରୂପେ ଔଷଧୀୟ ବଗିଚା ତିଆରି […]


