(ଦେଵକାନ୍ତ ମହାନ୍ତି,ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତ ଚାନ୍ଦକୁଡ଼ା ଫଚାୟତରେ ବିଳମ୍ବିତ ରାତ୍ରୀରେ ଏକ ଦୋକାନ ଘରର ପଛପଟ କବାଟ ଭାଙ୍ଗି ୪ ଜଣ ଚୋର ଚୋରୀ କରୁଥିବା ସମୟର ଦୋକନ ନିକଟରେ ରହୁଥିବା ପରିବାର ଲୋକ ଉଠି ପଡ଼ିବାରୁ ୩ ଜଣ ଚୋର ଖସି ଯିବା ବେଳେ ଜଣେ ଚୋର ଧରା ପଡ଼ିଯାଇଥିଲ l ଗ୍ରାମବାସୀ ଚୋରକୁ ବାନ୍ଧି ମାଡ଼ ମାରିବା ସହ ଏକ ଗଛରେ ବାନ୍ଧି ପୋଲିସକୁ ଖବର […]
ଭଦ୍ରକ(ଶୁଭ୍ରକାନ୍ତ ରାଉତରାୟ)ରାଜ୍ୟ ହେଉ କିମ୍ବା କେନ୍ଦ୍ର,ସରକାରଙ୍କ ପ୍ରଦତ୍ତ ଅନୁଦାନର ସଠିକ ବିନିଯୋଗ ହେଉନାହିଁ । ଆସୁଥିବା ଅନୁଦାନକୁ ଯେକୌଣସି ବାଟରେ ଖର୍ଚ୍ଚ କରି ବିଲ୍ ଉଠାଇ ଦେଲେ କଥା ସରିଲା । କରୋନା କାଳରେ ପୌରାଞ୍ଚଳ ପାଇଁ ‘ଉଇ’ ଯୋଜନାରେ ଆସିଥିବା ବିପୁଳ ପରିମାଣର ଅର୍ଥରାଶୀର ବାସ୍ତବ ବିନିଯୋଗ ହୋଇ ନାହିଁ । କେତେକ ସ୍ଥାନୀୟ ରାଜନୈତିକ ନେତାଙ୍କ ସଲାସୁତୁରାରେ ପୌର କର୍ତ୍ତୃପକ୍ଷଙ୍କ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆସିଥିବା ଅର୍ଥରାଶୀର […]
ଅଭୟ ସାହୁ(ସାଲେପୁର)ବରଷକେ ଥରେ ରତ୍ନ ମଣ୍ଡପ ରୁ ଓଲ୍ହାଇ ଆସନ୍ତି ଜନ୍ମ ବେଦୀ କୁ ଭକ୍ତ ମାନେ ଚାହିଁ ବସିଥାନ୍ତି ଏହିଦିନ କୁ ଏହି ଦିନ ଧାଡ଼ି ପହଣ୍ଡି ହୋଇ ତିନି ଠାକୁର ରଥାରୂଢ ହୋଇଥାନ୍ତି ଏହି ଦିନ ଭକ୍ତ ଆଉ ଭଗବାନ ଙ୍କର ଅପୂର୍ବ ମିଳନ ହୋଇଥାଏ ସବୁ ବର୍ଗ ର ଲୋକଙ୍କୁ ଦର୍ଶନ ଦେବା ପାଇଁ ରଥଯାତ୍ରା ହୋଇଥାଏ ରଥ ଦଉଡୀ ଧରି ଭକ୍ତ ମାନେ ଟାଣି […]
ବାସ୍ତବବ୍ୟୁରୋ:(ଭଦ୍ରକ)ଦିନକୁ ଦିନ ଭଦ୍ରକରେ ଚୋରାମଦ ବିକ୍ରି ବଢ଼ିବାରେ ଲାଗିଛି |ଆଜି ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଆଜି ସକାଳେ ୧୧ ଘଟିକା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ୍ ଅନ୍ତର୍ଗତ ନରସିଂହପୁର ବଜାର ନିକଟରେ ଏକ ସ୍କୁଟି ରେ ଦୁଇଜଣ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୩୬୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୪୯୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୧୫୪୦୦ ଜଣ ସୁସ୍ଥ ହୋଇ […]
ନବୀନ କୁମାର୍ ସାହୁ(ଜଳେଶ୍ବର)ବିଶ୍ୱକୁ ଏପରି ଏକ ବିପଦ ଗ୍ରାସ କରିଛି ଯେ ମଣିଷ ର ସୁଖ ,ଶାନ୍ତିକୁ ଛଡାଇ ନେଇଛି। ଏପରିକି ବର୍ଷରେ ଥରେ ଜଗତର କର୍ତା, ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରି ଯେଉଁ ଶାନ୍ତି ଟିକକ ମଣିଷ ପାଉଥିଲା ତାହାକୁ ମଧ୍ୟ ଛଡାଇ ନେଇଛି। କରନା ମହାମାରୀ ଲୋକଙ୍କ ପର୍ବ ପର୍ବାଣୀ ଉପରେ ଅଙ୍କୁଶ ଲଗାଇଦେଛି। ପବିତ୍ର ରଥ ଯାତ୍ରାକୁ ପାଳନ କରି ନ ପାରି ମଣିଷ […]
ବାସ୍ତବବ୍ୟୁରୋ:(ଭଦ୍ରକ) ଆଜି ହେଉଛି ବିଶ୍ଵନିଅନ୍ତାଙ୍କ ବିଶ୍ଵାପ୍ରସିଦ୍ଧ ରଥଯାତ୍ରା, ମହାମାରୀ କରୋନା ଗତବର୍ଷ ରଥଯାତ୍ରାକୁ ଫିକା କରିଥିବା ବେଳେ ଏବର୍ଷ ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମାନି ସାରାରାଜ୍ୟରେ କୌଣସି ସ୍ଥାନରେ ରଥଯାତ୍ରା ନ ହୋଇ କେବେଳ ପୁରୀରେ, କରୋନା କଟକଣାକୁମାନି ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ଘୋଷ ଯାତ୍ରା ସମ୍ପାଦନ କରାଯାଇଛି | ଆଜି ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ସରକାର ଓ ସର୍ବୋଚ୍ଚ ନ୍ୟାୟଳୟ ଙ୍କ ଆଦେଶ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ କରୋନା ସଂକ୍ରମିତ ସର୍ବାଧିକ,ଏଠାରୁ ୫୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ,ରାଜ୍ୟରେ ୨୨୮୨ ଜଣ ନୂଆ କରୋନାରୋଗୀ ଚିହ୍ନଟ ହୋଇଛନ୍ତି।ସେଥିରୁ ୧୩୧୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୯୬୭ଟି ହେଉଛି ସ୍ଥାନୀୟ ବାସିନ୍ଦା।ସରକାରୀ ସୂଚନାନୁଯାୟୀ ରାଜ୍ୟରେ କରୋନାରେ ଗତ ୨୪ ଘଂଟାରେ ୬୫ ଜଣ ଲୋକଙ୍କର ପ୍ରାଣ ହାନି ଘଟିଛି । ଆଜି ସୁଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯ରେ […]
ବାସ୍ତବବ୍ୟୁରୋ:(ରିସର୍ଚ୍ଚଟିମ)ସାଧାରଣତ ରକ୍ତଚାପ ଯାଞ୍ଚ କରିବା ସମୟରେ, ଲୋକମାନେ ଗୋଟିଏ ହାତର ବିପି ଚେକ କରିଥାନ୍ତି | କିନ୍ତୁ ପ୍ରକୃତରେ ରକ୍ତଚାପ ଯାଞ୍ଚ କରିବାର ସଠିକ୍ ଉପାୟ କି? ରକ୍ତଚାପ ଉପରେ କରାଯାଇଥିବା ଏକ ଅନୁସନ୍ଧାନ ଆପଣଙ୍କ ହୋସ ଉଡିଯିବ |ହଁ,ଏହି ଅନୁସନ୍ଧାନରେ କୁହାଯାଇଛି ଯେ ଯଦି ଉଭୟ ହାତର ରକ୍ତଚାପରେ ଏକ ବିରାଟ ପାର୍ଥକ୍ୟ ଥାଏ, ତେବେ ଏହା ବ୍ୟକ୍ତିର ଅକାଳ ମୃତ୍ୟୁ ଘଟାଇପାରେ | ବ୍ରିଟେନର ୨୩୦ ଜଣଙ୍କ […]
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସର ନାହିଁ ନଥିବା ଦର ବୃଦ୍ଧି ପ୍ରତିବାଦରେ,କେନ୍ଦ୍ରାପଡା ନଗର ଓ ବ୍ଲକ କଂଗେସ ମିଳିତ ଉଦ୍ୟମରେ ଆଜି କେନ୍ଦ୍ରାପଡା ସହରରେ ଏକ ସାଇକେଇ ରାଲି କରାଯାଇଥିଲା |ଏହା ତିନିମୁହାଁଣୀ ରାମମନ୍ଦୀରରୁ ଆରମ୍ଭ ହୋଇ କେଶପୁର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଶେଷ ହୋଇଥିଲା | ସେଠାରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ମଧ୍ୟ କଂଗେଶ ପକ୍ଷରୁ ଡାହ କରାଯାଇଥିଲା | ଏହି ଅବସରରେ ପୂର୍ବତନ ବିଧାୟକ ତଥା […]