ବାସ୍ତବବ୍ୟୁରୋ:(କୋଣାର୍କ)- ଆଜି ଅପରାହ୍ନରେ କୋଣାର୍କ -ଭୁବନେଶ୍ୱର ର ମୁଖ୍ୟ ରାସ୍ତା ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ବିରଭଦ୍ର ନାୟକ, ସୁଭାଶିନୀ ସାମନ୍ତରାୟ, ସୁପ୍ରିୟା ପ୍ରିୟଦର୍ଶିନୀ ନାୟକ ଙ୍କ ସହ ଡ୍ରାଇଭର କାଳନ୍ଦୀ ସାହୁ ଗତକାଲି ଏକ ଧଳା ରଙ୍ଗର ବୋଲେରୋ (ନମ୍ବର) OD 02 BG 6181 ରେ ଗୋପ ଥାନା ଅନ୍ତର୍ଗତ ଏରବଙ୍ଗ ପଞ୍ଚାୟତ ର ପଦିନିପଦା ଗାଁ କୁ […]

ବାସ୍ତବବ୍ୟୁରୋ: (ବରୀ) ଫ୍ୟାନରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଏଭଳି ଏକ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ରଘୁନାଥପୁର ପଂଚାୟତରେ ସୂଚନା ଅନୁସାରେ ରଘୁନାଥପୁର ଗାଁ ର ଗୋବିନ୍ଦ ବେହେରା ବରୀ ବାଲିଆପାଳ ଛକରେ ଘର କରି ରହୁଥିଲେ ଗୋବିନ୍ଦ ବେହେରାଙ୍କ ପୁଅ ଗୌରାଙ୍ଗ ଗତକାଲି ବିଳମ୍ବିତ ରାତିରେ ଫ୍ୟାନରେ ରସିଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳେ ପୋଲିସ […]

ବାସ୍ତବବ୍ୟୁରୋ:(ଢେଙ୍କାନାଳ)ମହାମାରୀ କରୋନା ବଢ଼ାଇଛି ସମ୍ପର୍କରେ ଦୂରତା |ହଜାଇ ଦେଇଛି ମାନବିକତା ।କରୋନା ସଂକ୍ରମଣର ସୂଚନା ମିଳିଲେ,ଭାଇବନ୍ଧୁ ଆତ୍ମୀୟ ସ୍ୱଜନ ପର ହୋଇ ଯାଉଛନ୍ତି | ସ୍ୱାମୀ ପାଇଁ ସ୍ତ୍ରୀ,ବା ସ୍ତ୍ରୀ ପାଇଁ ସ୍ୱାମୀ ହୋଇଯାଉଛି ଅଛୁଆଁ | ହିନ୍ଦୁ ଧର୍ମ ଅନୁସାରେ ଶବଦାହ ସମୟରେ ସନ୍ତାନ ମୁଖାଗ୍ନି ଦେଇ ଥାଏ । କରୋନା ସେତକବି ଛଡାଇ ନେଇଛି | ମୁଖାଗ୍ନି ଦେବା ଦୂରର କଥା ଅସ୍ତି କଳସ ବି ନେଉନାହାନ୍ତି […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଚାନ୍ଦବାଲି ଏ.ନ.ଏ.ସି ବାଲିଗାଁ ରେ ବାତ୍ୟା ୟାସ ର ବିପନ୍ନ ମାନଙ୍କୁ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ସ୍ବତନ୍ତ୍ର ରିଲିଫ ପ୍ରଦାନ କରାଯାଇଛି। ବାତ୍ୟା ୟାସ ୧୭ଦିନ ପରେ ମଧ୍ୟ ଏ.ନ.ଏ.ସି.ବାଲିଗାଁ ରେ ବାତ୍ୟା ୟାସର ବିପନ୍ନ ମାନଙ୍କୁ ପ୍ରଶାସନ ପକ୍ଷରୁ କୈାଣସି ସହାୟତା ପ୍ରଦାନ କରାଯାଇନାହିଁ ବୋଲି ବିପନ୍ନ ମାନେ କ୍ଷୋଭପ୍ରକାଶ କରିଛନ୍ତି । ଆଜଯାଏ ବିପନ୍ନ ମାନେ ତାଙ୍କର ସେହି ଭଙ୍ଗା କୁଡିଆ ଘରେ ଏବେବି […]

ବାସ୍ତବବ୍ୟୁରୋ:(କଳାହାଣ୍ଡି )ପ୍ରତିଦିନ କାହିଁ ନା କାହିଁ ବଣ୍ୟ ଜନ୍ତୁ ଶିକାର ବା ଅକାଳରେ ମୃତ୍ୟୁର ଖବର ନିଶ୍ଚୟ ଦେଖିବାକୁ ମିଳୁଛି | କେଉଁଠି ହରିଣ ବାର୍ହା ତ ପୁଣି ବାଘ ବା ହାତୀ| ଏହି କିଛିଦିନ ହେବ ରାଜ୍ୟରେ ହାତୀ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି lଏହି ପରିପେକ୍ଷୀରେ କଳାହାଣ୍ଡିଓ ରାୟଗଡା ଜିଲ୍ଲା ଅଧିକ ହାତୀ ମୃତ୍ୟୁର ଖବର ଆସୁଛି l କଳାହାଣ୍ଡି-ଥୁଆମୁଳ ରାମପୁର ରେଞ ରାଣୀବାହାଲି ସଂରକ୍ଷିତ ଜଙ୍ଗଲ […]

ବାସ୍ତବବ୍ୟୁରୋ:(ଭଦ୍ରକ)ସାବିତ୍ରୀ ଓଷାର ପରଦିନର ସାବିତ୍ରୀ ହାତରୁ ଭାଙ୍ଗିଯାଇଛି ସଙ୍ଖା ଆଉ ଲିଭିଯାଇଛି ମଥାରୁ ସିନ୍ଦୁର | ଏମିତି ଏକ ହୃଦୟ ବିଦାରକ ଦୁଖଦଃ ଘଟଣା ଯାହା ସାରା ଅଞ୍ଚଳକୁ ମର୍ମାହତ କରିଛି | ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆମ୍ବରୋଳି ପଞ୍ଚାୟତର ତଳାଙ୍ଗ ଗ୍ରାମରେ, ବିଜେଡିର ଜଣେ ଆଗ ଧାଡ଼ିର ଯୁବ ନେତା ତଥା ଆମ୍ବରୋଳି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଜ୍ୟୋତିପ୍ରକାଶ ସାମଲଙ୍କ ଅକାଳ ବିୟୋଗରେ […]

ବାସ୍ତବବ୍ୟୁରୋ:(ଭବାନୀପାଟଣା)କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡି ରହିଥିବା ବେଳେ ଗତ କାଲିଠାରୁ ଲାଗିରହିଥିବା ଲଗାଣ ବର୍ଷା ଚାଷୀଙ୍କ ପାଇଁ ବେଢ଼ି ଉପରେ କୋରଡ଼ା ମାଡ ସଦୃଶ l ଆସନ୍ତୁ କୋଟଗାଁ ମଣ୍ଡିରୁ ଜାଣିବା କିପରି ଅଛି ମଣ୍ଡିର ପରିସ୍ଥିତି| ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାୟୀ ଟୋକାନ ପାଇ ନିର୍ଦ୍ଧାରିତ ସମୟରେ କୋଟଗାଁମଣ୍ଡିକୁ ବିକ୍ରି ପାଇଁ ଧାନ ଆଣିଥିଲେ ଚାଷୀ l […]

ଆଜି (ରବିବାର) ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଆଞ୍ଚଲର ମାଣ୍ଡାପାଲ୍ଲି ଠାରେ ସର୍ଚ୍ଚ ଅପରେସନ ବେଳେ ୩ଟି ଆଇଏଲଡି ଏବଂ ବିସ୍ଫୋରକ ଉଦ୍ଧାର କରାଯାଇଛି । ତେବେ ଯବାନମାନେ ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କରି ଦେଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆରଡି ନିକଟସ୍ଥ ଓଳଗ ପଞ୍ଚାୟତ ବୋଡକଗାଁର ମାଝିସାହିରେ ଗତକାଲି ବିଳମ୍ବିତ ରାତିରେ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି କିଶୋର ମାଝୀ, ସର୍ବେଶ୍ବର ମାଝୀ, ବିଶ୍ବମ୍ବର ମାଝୀ ୩ପରିବାରଙ୍କର ୪ ବଖରା ଘର ସମ୍ପୁର୍ଣ୍ଣ ଜଳିଯିବା ସହ ଘରେ ଥିବା ସମସ୍ତ ଆସବାପତ୍ର, ଧାନ,ଚାଉଳ, ଜମିଜମା କାଗଜ ପତ୍ର, ଲକ୍ଷାଧିକ ସଂପତ୍ତି ପୋଡି ଯାଇଥିବା ଅଗ୍ନିବିପନ୍ନ କହିଛନ୍ତି। ଏପରିକି ୪୦କିମି ଦୂର ଧାମନଗର ଅଗ୍ନିଶମକୁ ଫୋନ ଯୋଗେ ଜଣାଇଥିଲେ ମଧ୍ଯ ଦୀର୍ଘଘଣ୍ଟା […]

ବାସ୍ତବବ୍ୟୁରୋ:(ଭଦ୍ରକ) ପୁଣି ଥରେ ଖଟିଆରେ ବୁହା ହେଲେ ରୋଗୀ | ଆଉ ପଦରେ ପଡିଲା ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶର ନିଚ୍ଛକ ଚିତ୍ର। ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବା କାରଣରୁ ରୋଗୀକୁ ଖଟିଆରେ ନେବାକୁ ପଡୁଛି। ଏ ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଉପକୂଳ ଅଞ୍ଚଳର। ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ପଂଚପଡାର, ନାରାୟଣ ସେଠୀଙ୍କ ମା ଗୋଦାବରୀ ସେଠି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ।ରାସ୍ତା ଖରାପ […]

Pin It on Pinterest