ବାସ୍ତବବ୍ୟୁରୋ:(ବାସୁଦେବପୁର) ବାସୁଦେବପୁର ବ୍ଲକ ନାୟକାଣିଡିହ ଥାନା ଗୋବିନ୍ଦପୁର ପଞ୍ଚାୟତ ବ୍ରଜାନନ୍ଦପୁର ଗ୍ରାମରେ ଅଘଟଣ। ପୋଖରୀରେ ବୁଡିଯାଇ ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି। ଖବର ଅନୁଯାୟୀ କୌଣସି କାରଣରୁ ଘର ନିକଟରେ ଥିବା ଏକ ପୋଖରୀରେ ଦୁଇ ଭଉଣୀ ପଡି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଉଭୟ ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିଲେ। ହେଲେ ସେଠାରେ ଡ଼ାକ୍ତର ଉଭୟ […]

ବାସ୍ତବବ୍ୟୁରୋ:(ଭଦ୍ରକ) ସରକାର ଅନଲାଇନରେ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ ମଦ ଦୋକାନୀ ମାନେ ଶୁଣୁ ନାହାନ୍ତି | ଫଳରେ ଖୁଲମ୍ ଖୁଲା ଦିନରେ ମଦ ଦୋକାନ ଖୋଲିବା ସହ ଗହଳି କରୁଛନ୍ତି। ସେପଟେ କିଛି ମଦ ମାଫିଆ ମାନେ ପୋଲିସକୁ ଚେଲେଞ୍ଜ କରି ଖୋଲମ ଖୋଲା ବିକ୍ରି କରୁଛନ୍ତି ମଦ।ଏପଟେ ଲକଡାଉନ ସେପଟେ ସମସ୍ତଙ୍କ ଆଗରେ ଖୋଲାଖୋଲି ଭାବରେ ବିକ୍ରି ହେଉଥିଲା ମଦ। ଏଭଳି ଏକ ଘଟଣା […]

ବାସ୍ତବବ୍ୟୁରୋ:(ପୋଲଶରା) ଗଞ୍ଜାମଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି ା ନିଜ ପୁଅ ହିଁ ନିଜ ବାପା ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ା ମୂତକ ଜଣକ ହେଲେ କୃଷ୍ଣ ସାହୁ | ସୂଚନା ଅନୁଯାଇ ଘରୋଈ କଳି କୁ କେନ୍ଦ୍ରକରି ଏହି ହତ୍ୟା କାଣ୍ତ ଘଟିଥିବା କୁହାଯାଉଛି ା ଅଭିଯୁକ୍ତ ସାନପୁଅ କୁ ଜଗନ୍ନାଥ ପ୍ରସାଦ ଥାନାରେ ପୋଲିସ୍ […]

ବାସ୍ତବବ୍ୟୁରୋ:(ନର୍ଲା)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଠାରେ ଆଜି ସକାଳ ନଅ ଘଣ୍ଟା ସମୟରେ ନୂତନ ଭାବରେ ଶ୍ରୀ ବିଜୟ କୁମାର ସେନାପତି ଶିକ୍ଷା ଅଧିକାରୀ ଜୁନାଗଡ଼ ଙ୍କୁ ଅତିରିକ୍ତ ନର୍ଲା ଶିକ୍ଷା ଅଧିକାରୀ ଦାୟିତ୍ଵ ପ୍ରଦାନ କରାଯାଇଅଛି| ଶ୍ରୀ ସେନାପତି ନର୍ଲା କାର୍ଯ୍ୟାଳୟ ଠାରେ ନର୍ଲା ବି, ଇ, ଓ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି |ଏହି ଅବସରରେ ଶ୍ରୀ ସେନାପତି ଙ୍କୁ ବି ଆର୍ ସି, […]

ବାସ୍ତବ ବ୍ୟୁରୋ କଟକ:(ଦୀପକ୍ କୁମାର ବେଉରା) ECMO ମେସିନ୍ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ପୁଣି ପିଟିସନ ଦାୟର କଲା ଭାରତୀୟ ବିକାଶ ପରଷଦ । ପୂର୍ବରୁ ମଧ୍ୟ ସେ ଏନେଇ ଏକ ମାମଲା ଦାୟର ହୋଇଥିଲା । ଆଜି ଦାୟର ହୋଇଥିବା ଏହି ପିଟିସନରେ ଦର୍ଶାଯାଇଅଛି ଯେ କୋରୋନା ମହାମାରୀ ସଂକ୍ରମଣ ବେଳେ ସମସ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ […]

ବାସ୍ତବବ୍ୟୁରୋ(ବରୀ) ରାତି ପାହିଲେ ସାବିତ୍ରୀ ବ୍ରତ ବରୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ବଜାର ଓ ଛକ ମାନଙ୍କରେ ଲାଗିଛି ଗହଳି ନା ଅଛି ସାମାଜିକ ଦୁରୋତ୍ୱ ନ ଅଛି ମାସ୍କ ଲୋକେ ଫଳ ଓ ପୂଜା ସାମଗ୍ରୀ କିଣିବାରେ ବେସ୍ତ । ଯାହା ଯଣାଯାଏ ଯଦି କିଛି ହୋଇଯାଏ, ସାବିତ୍ରୀ ମାନେ ଫେରାଇ ଆଣିବେ । ଏହେଉଛି ବରୀ ବ୍ଲକ ଅଧିନସ୍ତ ବରୀର ମୁଖ୍ୟ ବଜାର ର ଦୃଶ୍ୟ ଦେଖନ୍ତୁ […]

 ୨୦ରୁ ଉର୍ଦ୍ଧ୍ବ କଣ୍ଟେନରରେ ଅକ୍ସିଜେନ୍ ଝାରସୁଗୁଡ଼ାଠାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ କେସିଙ୍ଗା ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍ ହୋଇଛି । କେସିଙ୍ଗା ରେଳଷ୍ଟେସନ ନିକଟରେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହୋଇଥିବା ନେଇ ସୂଚନା ପାଇ ଅକ୍ସିଜେନ୍ ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ସନ୍ଧ୍ୟାରେ କ୍ୟାବିନେଟ୍‍ ବୈଠକ |ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ନିବାସର ବୈଠକରେ ସାମିଲ ହେବେ |ହୋଇପାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ୍‌ ବୈଠକ ବସିବ।ଏହି ବୈଠକରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ଆଜିର କ୍ୟାବିନେଟ ବୈଠକରେ, ମୁଖ୍ୟତଃ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଥିବା ବେଳେ, ଦୀର୍ଘଦିନ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କେନ୍ଦ୍ର ସରକାର ସ୍ଥିରକଲେ, ବେସରକାରୀ ଡାକ୍ତରଖାନା ଗୁଡ଼ିକ ପାଇଁ କରୋନା ଟିକାର ମୂଲ୍ୟ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ବେସରକାରୀ ଡାକ୍ତରଖାନାଗୁଡ଼ିକରେ ସବୁଠାରୁ ଶସ୍ତା ମୂଲ୍ୟରେ ୭୮୦ ଟଙ୍କା କୋଭେସିଲ୍ଡ ଉପଲବ୍ଧ ହେବ। ସବୁଠାରୁ ମହଙ୍ଗା ହେଉଛି କୋଭାକ୍ସିନ୍, ଯାହା ୧୪୧୦ ଟଙ୍କା ଓ Sputnik V ର ମୂଲ୍ୟ ୧୧୪୫ ଟଙ୍କା ରହିବ | ଏହା ସହିତ କେନ୍ଦ୍ର ସରକାର, ରାଜ୍ୟ ସଂସ୍ଥା ସହିତ ପ୍ରତିଦିନ ଏହି ହାର […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କେରଳର ୫ମ ଶ୍ରେଣୀର ଛାତ୍ର କରୋନା ସମୟରେ ନିଆଯାଇଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ଏହି ଛାତ୍ର ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି। ଛାତ୍ର ଜଣକ କହିଛନ୍ତି ଯେ ସେ ଗର୍ବିତ ଯେ ସୁପ୍ରିମକୋର୍ଟ ଅମ୍ଳଜାନ ଯୋଗାଣର ନିଷ୍ପତ୍ତି ନେଇଛନ୍ତି, ଯାହା ଅନେକଙ୍କ ଜୀବନ ରକ୍ଷା କରିଛି | ଏହାର ଜବାବରେ ଜଷ୍ଟିସ୍ ରାମନା ମଧ୍ୟ ଛାତ୍ରଙ୍କୁ କହିଥିଲେ- ମୁଁ ନିଶ୍ଚିତ ଯେ ତୁମେ […]

Pin It on Pinterest