ବାସ୍ତବବ୍ୟୁରୋ:ନି.ପ୍ର- ଭୁବନେଶ୍ବର: ଜୀବନଜୀବିକା ଉପରେ କରୋନା ମହାମାରୀ ର ପ୍ରଭାବ ସର୍ବାଧିକ । ସଂକ୍ରମଣ ରୋକିବା ପାଇଁ କରାଯାଇଥିବା ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁଁ ସହରାଞ୍ଚଳର ଉଠା ଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ […]
ବାସ୍ତବବ୍ୟୁରୋ:ନି.ପ୍ର(ଚୌଦ୍ଵାର) ଚୌଦ୍ଵାର ଥାନା ଅନ୍ତର୍ଗତ ବଡ଼ ସାମନ୍ତରା ଗ୍ରାମରେ ଏକ ନିଛାଟିଆ ପରିତ୍ୟକ୍ତ ଘରେ ଚାଲୁଥିଲା ନକଲି ସିମେଣ୍ଟ କାରବାର। ଏହାର ମାଷ୍ଟର ମାଇଣ୍ଡ ଥିଲା ସେହି ଗ୍ରାମର ଦିଲ୍ଲୀପ ରାୟ। ନଷ୍ଟ ହୋଇଯାଇଥିବା ତଥା ବିଣ୍ଡା ହୋଇ ଯାଇଥିବା ସିମେଣ୍ଟ ବସ୍ତା କୁ ସଂଗ୍ରହ କରାଯାଇ ଏହିଠାକୁ ଅଣା ଯାଇ ପରେ ଏହା କୁ ଗୁଣ୍ଡ କରାଯାଇ ନୂତନ ଅଲ୍ଟ୍ରା ଟେକ୍ ସିମେଣ୍ଟ ବସ୍ତା ରେ ପ୍ୟାକିଂ କରି […]
ବାସ୍ତବବ୍ୟୁରୋ:(ମାହାଙ୍ଗା)ମାହାଙ୍ଗାରେ ଆଇନୀକୁ ହାତକୁ ନେବାକୁ ପଛାଉ ନାହାନ୍ତି ଚୋରା ଇଟା ବାଲି ଓ ମାଟି ମାଫିଆ,ଏମାନଙ୍କ ଅପରାଧିକ କାର୍ଯ୍ୟ କଳାପ ଦାଣ୍ଡରେ ପଡି ହାଟରେ ଗଡୁଛି |ସୂଚନା ମୁତାବକ ବେଆଇନି ଭାବେ ବିଭିନ୍ନ ଗାଁ’ରେ ଇଟା ପୋଡାଯାଇ ଚଢ଼ା ଦର ରେ ବିକ୍ରୀ ହେଉଥିବା ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା ।ଏହା ପରେ ଅତିରିକ୍ତ ତହସିଲଦାର ଏବଂ ରାଜସ୍ବ ବିଭାଗର କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନରେ ମାହାଙ୍ଗା ପଞ୍ଚାୟତର ପର୍ଶୁରାମପୁର […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୯୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୬୭୫୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୩୯୩୭୬ ଜଣ […]
ବାସ୍ତବବ୍ୟୁରୋ:ନି.ପ୍ର(କଟକ) ବ୍ରାଞ୍ଚ ବ୍ୟାଙ୍କ ମ୍ୟାନେଜର ନାଁ କହି ଲକ୍ଷାଧିକ ଟଙ୍କା ଲୁଟ । ଏସବିଆଇ ଚେକ କ୍ଲିଅରାନ୍ସ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୋଇଥିଲା ହଡ଼ପ । ଏନେଇ ସ୍ଥାନୀୟ ଚାଉଳିଆଗଞ୍ଜ ଥାନାରେ ହୋଇଥିଲା ଅଭିଯୋଗ । ଯାହାର ପର୍ଦ୍ଦାଫାସ କରିଛି କଟକ କମିଶନରେଟ୍ ପୋଲିସ । ଏହି ଲୁଟ ମାମଲାରେ ଦୁଇ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ, […]
ବାସ୍ତବବ୍ୟୁରୋ:ନି.ପ୍ର(ଚାନ୍ଦବାଲି) ବାତ୍ଯା ୟାସରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଅଞ୍ଚଳର ଅନୁଧ୍ଯାନ ପାଇଁ ଆଜି(ସୋମବାର ) ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଧାମରାବନ୍ଦରସ୍ଥିତ ଅ।ଦାନୀ ହ୍ଯାଲିପେଡରେ ଓହ୍ଲାଇବା ପରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହା ପରେ ଜିଲା ପ୍ରଶାସନର ଖସଡା ଅନୁଯାୟୀ କେନ୍ଦ୍ରୀୟ ଟିମର ସଦସ୍ଯମାନେ ପ୍ରଥମେ ଧାମରା ସମୁଦ୍ରମୁହାଣର ସାବିତ୍ରୀ ସାରାଇ,ଚନ୍ଦିନପାଳ, କାଳିନାଳୀ ,ବିଦ୍ୟୁତପ୍ରଭା , ଆଦି ପ୍ରଭାବିତ ଅଞ୍ଚଳ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୯୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୬୭୫୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୩୯୩୭୬ ଜଣ […]
ବାସ୍ତବବ୍ୟୁରୋ:ନି.ପ୍ର- ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାଇ, ଆଜି ରାଜ୍ୟର ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ,ଅବଶିଷ୍ଟ ଜିଲ୍ଲାଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ | ଜାରି ରହିବ ପ୍ରାକ୍ ମୌସୁମୀ ବର୍ଷା । ଏଥିସହ ମଙ୍ଗଳବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ […]
ବାସ୍ତବବ୍ୟୁରୋ:(ଭବାନୀପାଟଣା) ଧଳା ଯାହାର ଚାଲାଣ କାରୀଙ୍କୁ ଧରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ। ଭବାନୀପାଟଣା ସଦର ଥାନା ଅଧିକାରୀ ପ୍ରଦୀପ ଧାରୁଆ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଷ୍ଟିକୁଡି ଜାତୀୟ ରାଜପଥ ୨୬ ନିକଟରେ ଛପିରହିଥିବା ବେଳେ ଡ୍ରଗ୍ସ ଚାଲାଣ କାରି ଏକ ଆର୍ଟିଗା ଗାଡ଼ି ରେ ସମ୍ବଲପୁର ରୁ ଭବାନୀପାଟଣା ଆସୁଥିବା ସମୟରେ କାବୁକରିଥିଲେ।ଅଭିଯୁକ୍ତ ମାନଙ୍କ ଠାରୁ ୩୮.୭୨ ଗ୍ରାମ ଓଜନର ବ୍ରାଉନ ସୁଗର ଜବର କରିଥିବା […]
ବାସ୍ତବବ୍ୟୁରୋ:ନି.ପ୍ର- କୋଭିଡ ସଂକ୍ରାମିତଙ୍କ ଚିକିସ୍ଛା ସୁବିଧା ପାଇଁ, ଓଡ଼ିଶାର ୫ଟି ସହରରେ ଘରେ ପହଂଚିବ ଅକ୍ସିଜେନ କନସନଟ୍ରେଟର । ଆଜି ଏହି ସେବା ଶୁଭାରମ୍ଭ କରିଛନ୍ତି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପ୍ରଥମ ପର୍ଯ୍ୟରେ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଅକ୍ସିଜେନ ଆବଶ୍ୟକ କରୁଥିବା ଲୋକଙ୍କ ଘରେ,ଡୋରଷ୍ଟେପ ଅକ୍ସିଜେନ ସେବା ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ଏହି ଡୋରଷ୍ଟେପ ଅକ୍ସିଜେନ କନସନଟ୍ରେଟର ସେବାର, […]


