ବାସ୍ତବବ୍ୟୁରୋ: କରୋନା ସଂକ୍ରମଣ ନୀତି ବଢି ବଢି ଚାଲିଛି । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଉପର ମୁହାଁ କେତେବେଳେ ୧୦ ହଜାର ଉପରେ ତ କେତେବେଳେ ତଳେ |ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନାନୁଯାୟୀ,ଗତ ୨୪ ଘଣ୍ଟା ରେ ରାଜ୍ୟରେ ୯୮୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ।ସେଥିମଧ୍ୟରୁ ସଙ୍ଗରୋଧରୁ ୫୬୧୧ ଜଣ ଚିନ୍ହଟ ହୋଇଥିବାବେଳେ ୪୨୭୮ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ […]
ଆଜିଠାରୁ ରାଜ୍ୟରେ ଲକଡାଉନ୍ ଆରମ୍ଭ ହୋଇଛି। ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ୧୯ ତାରିଖ ଯାଏ ସାରା ରାଜ୍ୟ ବନ୍ଦ ରହିବ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ […]
ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନରେ ପରାସ୍ତ ହେବା ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା । ତାଙ୍କର ପୂର୍ବ ସହଯୋଗୀଙ୍କ ସହ ଘମାଘୋଟ ସଂଘର୍ଷରେ ହାରିବା ପରେ,ଦ୍ୱିତୀୟ ଥର ଭୋଟ୍ ଗଣନା ପାଇଁ ତାଙ୍କର ଦାବି ପ୍ରତ୍ୟାଖ୍ୟାନ କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତି ଚୂଡାନ୍ତ ଏବଂ ଏହାକୁ କେବଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ। ଏହି ସମୟରେ ନନ୍ଦିଗ୍ରାମରେ ରହୁଥିବା ଅଧିକାରୀଙ୍କୁ […]
ବାସ୍ତବବ୍ୟୁରୋ:ଓଡିଶାରେ ଟୀକା ଅଭାବ ପାଇଁ ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ହୋଇଥିବାବେଳେ,କେଦ୍ର ସରକାରଙ୍କ ତରଫରୁ ଆଜି ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଚି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୂର୍ବରୁ ଟିକା ଯୋଗାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । ଭ୍ୟାକସିନ୍ ନଥିବାରୁ ବିଭିନ୍ନ ସମୟରେ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୨୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭୯୭୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୮୩୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୯୭୫୭୫ଜଣ ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୮,୨୧୬ କରୋନା ସଂକ୍ରମିତ ଚିହ୍ନଟ ।ସବୁଦିନ ଭଳି ଆଜିବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୪,୬୮୪ ଜଣ ଥିଲେବେଳେ, ସ୍ଥାନୀୟ ବାସିନ୍ଦା ୩,୫୩୨ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୨୭୧ ଜଣ ସଂକ୍ରମିତ ଥିବାବେଳେ, ସୁନ୍ଦରଗଡ଼ ରୁ ୬୩୬ ଜଣ, କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୋଳରୁ ୩୯୪, ସମ୍ବଲପୁରରୁ ୩୮୫, […]
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ଜାରି କରିଛନ୍ତିକି, ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ନିଟ୍ ପିଜି ଚାରିମାସ ପାଇଁ ସ୍ଥଗିତ ରଖାଯାଇଛି। ବାସ୍ତବବ୍ୟୁରୋ:ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ନିଟ୍ ପିଜି ଚାରିମାସ ପାଇଁ ସ୍ଥଗିତ ରଖାଯାଇଛି। ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ମେଡିକାଲ ମେଡିକାଲ କର୍ମଚାରୀଙ୍କ ଉପଲବ୍ଧତା ବୃଦ୍ଧି […]
ଏହି ରୋଗୀମାନେ ଅକ୍ସିଜେନ ଅଭାବ ଓ ଅନ୍ୟାନ୍ୟ କାରଣରୁ ମୃତ୍ୟୁ ବରଣ କରିଛନ୍ତି | ମନ୍ତ୍ରୀ ସୁରେଶ କୁମାର କହିଛନ୍ତି ଯେ ଅଡିଟ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି,ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ବାସ୍ତବବ୍ୟୁରୋ:କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରୁ ବହୁତ ଦୁଖଦଃ ଖବର ଆସୁଛି |ଏଠାରେ ଥିବା ଜିଲ୍ଲା ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ରୋଗୀ ମୃତ୍ୟୁ ହୋଇଛି ।ଏଥିରେ କରୋନା ସଂକ୍ରମିତ ରୋଗୀ ମଧ୍ୟ ସାମିଲ […]
ପଶ୍ଚିମବଙ୍ଗ ହୁଏତ ବିଜେପିକୁ ବହୁମତ ଦେଇନି ,କିନ୍ତୁ ଦଳର ମହିଳା ପ୍ରାର୍ଥୀଙ୍କ ବିଜୟ ଖବର ଏବେ ଚର୍ଚ୍ଚାରେ । ସମ୍ପତ୍ତି ତାଲିକାରେ ଚନ୍ଦନା ବାଉରୀଙ୍କ ପାଖରେ କିଛି ହଜାର ଟଙ୍କା, ତିନୋଟି ଗାଈ ,ତିନୋଟି ଛେଳି ଏବଂ ଗୋଟିଏ ଛୋଟିଆ ଘର ଅଛି। ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗର ଫଳାଫଳ ରବିବାର ପ୍ରକାଶ ପାଇଛି। ପଶ୍ଚିମବଙ୍ଗରେ, ଯଦିଓ ବିଜେପି ୨୦୦ର ସେହି ଯାଦୁ ସଂଖ୍ୟା ଅତିକ୍ରମ କରି ନଥାଇପାରେ, ତଥାପି ଜଣେ ମହିଳା ବିଜେପି […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୧୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭୧୫୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୮୩୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୯୭୫୭୫ଜଣ ସୁସ୍ଥ ହୋଇ ଘରକୁ […]