ବାସ୍ତବବ୍ୟୁରୋ:ସାରା ଦେଶରେ କରୋନା ରେକର୍ଡ ଭାଙ୍ଗିବା ପରେ ଗତ ଦୁଇ ଦିନ ହେବ ନୂଆ ମାମଲାରେ ସାମାନ୍ୟ ହ୍ରାସ ଘଟିଛି। ରବିବାର ଦିନ ଭାରତରେ ପ୍ରାୟ ୩ ଲକ୍ଷ ୭୦ ହଜାର ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩ ହଜାର ୪୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ କରୋନା […]
ବାସ୍ତବବ୍ୟୁରୋ:ଆଜି ପୁଣି ୮ ହଜାର ପାର, ଗତ ୨୪ ଘଂଟାରେ ରାଜ୍ୟରେ ୮,୯୧୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ,ଏଥି ମଧ୍ୟରୁ ସର୍ବାଧିକ ୧୨୫୮ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୫୯୨ ଜଣ କଟକରୁ ୫୮୭, ପୁରୀରୁ ୫୩୦, ସମ୍ବଲପୁରରୁ ୫୨୦, ବରଗଡ଼ରୁ ୪୫୨, ନବରଙ୍ଗପୁରରୁ ୪୩୩, ଭଦ୍ରକରୁ ୩୫୧, ଅନୁଗୋଳରୁ ୩୩୧, ଝାରସୁଗୁଡ଼ାରୁ ୩୦୪, ବଲାଙ୍ଗିରରୁ ୨୯୧, ନୂଆପଡ଼ାରୁ […]
କାନଟେକି ଟକର ରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ସୁଭେନ୍ଦୁ ଅଧିକାରୀ ୧୬୨୨ ଭୋଟରେ ମମତା ବାନାର୍ଜୀ ଙ୍କୁ ହରାଇଛନ୍ତି । ଗଣମାଧ୍ୟମର ପାରସ୍ପରିକ କଥାବାର୍ତ୍ତାରେ ତାଙ୍କ ପରାଜୟକୁ ଗ୍ରହଣ କରି ମମତା ନିର୍ବାଚନ ଆୟୋଗଙ୍କ ବିରୁଧ୍ୟରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ନନ୍ଦିଗ୍ରାମରେ ବିଜେପି ମୁଖପାତ୍ର ଭାବେ କାର୍ଯ୍ୟ କରିଛନ୍ତି। ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏକ ବଡ଼ ଓଲଟ ପାଲଟି […]
ବିଜୟ ରାସ୍ତାରେ ଟିଏମସି ନେବାକୁ ରଣନୀତି ପ୍ରସ୍ତୁତ କରିଥିବା ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି ଯେ ସେ ଆଉ କୌଣସି ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ନାହିଁ। ବାସ୍ତବବ୍ୟୁରୋ:ତୃଣମୂଳ କଂଗ୍ରେସର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଥିଲେ ଯେ ଯଦି ବିଜେପି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରେ ତେବେ ମୁଁ ମୋର ବୃତ୍ତି ଛାଡିଦେବୀ । କିନ୍ତୁ କିଶୋରଙ୍କ ଏହି କଥା ଠିକ୍ […]
ବାସ୍ତବବ୍ୟୁରୋ:ଭୁବନେଶ୍ୱର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ୬,୯୪୪ ସାମ୍ବାଦିକ ଉପକୃତ ହେବେ ।କରୋନାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ବରଣ କଲେ ପରିବାର ଲୋକଙ୍କୁ ମିଳିବ ୧୫ଲକ୍ଷ ଟଙ୍କା। ରାଜ୍ୟ ସରକାରଙ୍କୁ ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବାକୁ ଦୀର୍ଘଦିନ ହେଲା ଦାବି କରାଯାଉଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରଶଂସା […]
ବାସ୍ତବବ୍ୟୁରୋ:( ଭୁବନେଶ୍ୱର) ସବୁ କଳ୍ପନା ଜଳ୍ପନାର ଶେଷ ରାଜ୍ୟରେ ଲାଗିଲା ଲକଡାଉନ୍ । କରୋନା ସଂକ୍ରମଣର କାୟା ବିସ୍ତାରକୁ ରୋକିବାକୁ ଶେଷ କଡା ପଦକ୍ଷେପ ନେଲେ ରାଜ୍ୟ ସରକାର ।କରୋନା ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ପ୍ରଧାନମନ୍ତ୍ରୀ କିଛିଦିନ ପୂର୍ବରୁ କହିଥିଲେକି ଲକଡାଉନ ଶେଷ ବିକଳ୍ପ ରୂପେ ନିଆଯାଉ ।ତାହା ଆଜି ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି| ରାଜ୍ୟ ସରକାର ରାଜ୍ୟରେ କରୋନା ଚେନ ଛିଡ଼ାଇବା ପାଇଁ ଲଗାଇଛନ୍ତି ୧୪ ଦିନିଆ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୬୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୬୨୬୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯୪୫୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୯୧୦୪୮ଜଣ ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ: ଭୁବନେଶ୍ୱର :ରାଜ୍ୟବାସୀ ଆଜି ଟିକେ ଆଶ୍ଵସ୍ଥ କାରଣ ଗତକାଲି ତୁଳନାରେ ଆଜି,କରୋନା ମିଟର ତଳମୁହାଁ | ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ୮ହଜାର ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଆଜିବି ଆଗରେ ଅର୍ଥାତ ଖୋର୍ଦ୍ଧା ଜିଲ୍ ସର୍ବାଧିକ ୧୨୭୫ ଆକ୍ରାନ୍ତ ଚିହ୍ନଟ […]
ବାସ୍ତବବ୍ୟୁରୋ:କରୋନାକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ନେପାଳ ସରକାରଙ୍କ ଦ୍ୱାରା ଗଠିତ ବୋର୍ଡ ଅଫ୍ ଡାଇରେକ୍ଟର୍ସ (ସିସିଏମ୍ସି) ସମୁଦାୟ ୩୫ ଟି ମଧ୍ୟରୁ ୨୨ ଟି ସୀମାକୁ ବନ୍ଦ କରିଦେଇଛି | ଲୋକମାନେ କେବଳ ୧୩ ଟି ସୀମାରୁ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ଆସିପାରିବେ | ସିଂ ଦାର୍ବାର କାଠମାଣ୍ଡୁରେ ଅନୁଷ୍ଠିତ ଏକ ସଭାରେ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟର କେବଳ ଏକ ଚତୁର୍ଥାଂଶ ଖୋଲିବାକୁ […]
ବାସ୍ତବବ୍ୟୁରୋ:ଦେଶରେ କରୋନା ବିପର୍ଯ୍ୟୟର ତାଣ୍ଡବ ସଭିଙ୍କ ମୁହଁରୁ ହସ ଲୁଟି ନେଇଛି,ଘରେ ବାହାରେ ସବୁଠି ବିଷାଦର ଛୟା ।ଏଭଳି ପରିସ୍ଥିତିରେ ଯେଉଁଠାରେ କେନ୍ଦ୍ର ଏବଂ ରାଜ୍ୟ ସରକାର କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି, ଅନ୍ୟପକ୍ଷରେ ସିନେମାର ତାରକାମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବଲିଉଡ ସେଲିବ୍ରେଟମାନେ ନିଜ ସ୍ତରରେ ସାହାଯ୍ୟ କରୁଛନ୍ତି, ଏହି ସମୟରେ ସ୍ୱର କୋକିଳା ଲତା ମଙ୍ଗେଶକର ଏହି ଯୁଧ୍ୟରେ ନିଜର ସହଯୋଗ ପାଇଁ ଆଗେଇ […]