୧-ନଭେମ୍ବର ୩୦ରୁ ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଆସିବ ପେନ୍ସନ ରାଶି। ୨-ଶିଶୁ କଲ୍ୟାଣ ଅନୁଷ୍ଠାନକୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩-୧୩ଟି ମେଡିକାଲ ପାଇଁ ନିଯୁକ୍ତ ହେବେ ବରିଷ୍ଠ ଆଇଏଏସ୍ ଅଫିସର ପରଖିବେ କାର୍ଯ୍ୟଶୈଳୀ ଓ ଭିତ୍ତିଭୂମି । ୪-ଆଉ ରାସ୍ତାରେ ଗଡ଼ିନପାରେ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ ସ୍କ୍ରାପ୍ ପଲିସି ଆଣୁଛନ୍ତି କେନ୍ଦ୍ର ସରକାର। ୫-ରବି […]
■ ନଭେମ୍ବରରୁ ବୁଲା ବିକାଳିଙ୍କ ବିରୁଦ୍ଧରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ I ■ ଅଗଷ୍ଟରେ ପ୍ରଥମ ପର୍ଯ୍ୟାୟ ଓ ପୂଜା ପୂର୍ବରୁ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା I ■ ବୁଲା ବିକାଳିଙ୍କ ପ୍ରାଦୁର୍ଭାବକୁ ଦମନ ପାଇଁ ପୂର୍ବତଟ ରେଳପଥ ଯାତ୍ରୀ ଓ ଜନତାଙ୍କ ସହଯୋଗ କାମନା କରିଛି I ■ ଅଣ ସ୍ୱୀକୃତିପ୍ରାପ୍ତ ଫେରୀଵାଲାଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଖାଦ୍ୟ ସାମଗ୍ରୀ ଉଭୟ ଟ୍ରେନ ଓ […]
ମେଷ: ମନ ଟିକେ ଅସ୍ଥିର ରହିବା ହେତୁ ବିଶୃଙ୍ଖଳ ହୋଇପାରନ୍ତି। ବନ୍ଧୁଙ୍କ ସହିତ ମତଭେଦ ହେବାର ସମ୍ଭାବନା। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୩। ବୃଷ: ସକାଳୁ ସକାଳୁ ଘରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭିନ୍ନ ଦୃଷ୍ଟି କୋଣରୁ ବିଚାର କରିବେ। ଯେତେ ଅନୁନୟ ତଥା ବିନୟର ସହ କହିଲେ ମଧ୍ୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ […]
୧-ଦୃତ ଗତିରେ ପୁରୀ ସୈ।ନ୍ଦର୍ଯ୍ଯକରଣ ଅଭିଯାନ, ଖର୍ଚ୍ଚ ହେବ ୬୮୪କୋଟି। ୨-କ୍ରୀଡା ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଭତ୍ତା ବୃଦ୍ଧି : ମାସକୁ ଛାତ୍ରଙ୍କୁ ମିଳିବ ୩ଶହ, ଛାତ୍ରୀଙ୍କୁ ୫ଶହ। ୩-ଅଡିଟ୍ ହେଉ ରତ୍ନ ଭଣ୍ଡାର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ୪-ପ୍ରକାଶ ପାଇଲା ଜାତୀୟ ଶିକ୍ଷା ନୀତି: ପ୍ରଥମରୁ ବିଶ୍ବବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ସବୁ ଶ୍ରେଣୀର ବଦଳିବ ପାଠ୍ୟକ୍ରମ। ୫-ନଭେମ୍ବରରେ ମିଳିବ କାଳିଆ ଦ୍ୱିତୀୟ […]
ବାସ୍ତବ ବ୍ୟୁରୋ: ଅଣ୍ଡାରୁ ଆବଶ୍ୟକ ଭିଟାମିନ୍ ମିଳେ। ସେଥିପାଇଁ ଡ଼କ୍ଟର ପ୍ରତିଦିନ ଗୋଟେ ସିଝା ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ। କିନ୍ତୁ ଆପଣ ଜାଣିଛନ୍ତି କି? ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ଏହା କ୍ଷତି କରିଥାଏ। ଏହା ହୃଦୟରୋଗ ସହିତ ଅନ୍ୟ […]
ମେଷ : ହଠାତ୍ ସକାଳୁ ସକାଳୁ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ ଚିନ୍ତା କରିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି, କିନ୍ତୁ ଧାର କରଜକୁ କେନ୍ଦ୍ରକରି କଳହ ଲାଗିପାରେ। ସାଧାରଣ କଥାରେ ଭ୍ରାତୃ ସମ୍ପର୍କ, ଅର୍ଥପ୍ରାପ୍ତି , ଯାତ୍ରା ଓ ଆଲୋଚନା ବାଧାପ୍ରାପ୍ତ ହେବ। ବୃଷ : ଆପଣ ଅନ୍ୟମାନଙ୍କୁ ମନେଇ […]
ଛଟ ପୂଜା ପାଇଁ ପୁରୀରୁ ହଟିୟା, ପାଟଣା ଓ ଭାଗଲପୁରକୁ ସ୍ୱତନ୍ତ୍ର ଟ୍ରେନ : ପୁରୀରୁ ୩୦.୧୦.୨୦୧୯ (ବୁଧବାର) ଦିନ ଏବଂ ହଟିୟାରୁ ୩୧.୧୦.୨୦୧୯ (ଗୁରୁବାର) ଦିନ ଛଟ ପୂଜା ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ସ୍ୱତନ୍ତ୍ର ଟ୍ରେନ ହଟିୟାକୁ ଯିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ ପୁରୀରୁ ଅପରାହ୍ନ ୧ଘ.୩୦ମି.ରେ ଛାଡି ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁରସିଟି, ଝାରସୁଗୁଡା, ରାଉରକେଲା ମାର୍ଗଦେଇ ଯାତ୍ରା କରିବ I ଫେରିବା ପଥରେ ଏହି ଟ୍ରେନ […]
୧-ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍କୁ ବିସିଆଇ ଝଟ୍କା।ରାଜ୍ୟରେ ଓକିଲଙ୍କ ଆନ୍ଦୋଳନକୁ ଅନାବଶ୍ୟକ ଓ ଭିତ୍ତିହୀନ କହିଲେ। ୨-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ତା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ, କହିଲେ ଅନ୍ଧ ପରମ୍ପରା ନେଇ ସେବା ପୂଜା ଚାଲିଛି। ୩-ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ପ୍ଲଟ ବିକ୍ରି ପ୍ରକ୍ରିୟା ଜାରି, ଏଥର ଷ୍ଟଲ୍ ପାଇଁ ଅଧିକ ୫୦ ଏକର ଜମି ବୃଦ୍ଧି। ୪-ଭଦ୍ରକ:ବାଇକରେ […]
ବାସ୍ତବ ବ୍ୟୁରୋ(ଭୁବନେଶ୍ୱର) : ସଡ଼କ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୪୮ ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ଯୋଗାଇଦିଆଯିବ । ସରକାରୀ ହସପିଟାଲରେ ପୂର୍ବରୁ ଏହା ଉପଲବ୍ଧ ହେଉଥିବାବେଳେ ଏବେ ଘରୋଇ ହସପିଟାଲରେ ମଧ୍ୟ ଏହି ସେବା ଉପଲବ୍ଧ ହେବ । […]
ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ କର୍ମଚାରୀମାନେ ସତ୍ୟନିଷ୍ଠା ପାଇଁ ଶପଥ ନେଲେ I ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୧୯ ପାଳନ ଅବସରରେ ଏହାର ମୁଖ୍ୟାଳୟ ରେଳସଦନ ଠାରେ ଆଜି ପୂର୍ବାହ୍ନରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଶପଥ ପାଠ କରାଇଥିଲେ I ଜୀବନରେ ସମସ୍ତ କ୍ଷେତ୍ରରେ ସାଧୁତା ସହିତ […]


