ନିୟମିତ ଟ୍ରେନରେ ପ୍ରତୀକ୍ଷା ସୂଚୀ ଟିକେଟ ପାଇଁ ଚିନ୍ତା କରନ୍ତୁ ନାହିଁ – ସ୍ୱତନ୍ତ୍ର ଟ୍ରେନରେ ଟିକେଟ ବୁକ କରନ୍ତୁ : • ଲୋକପ୍ରିୟ ମାର୍ଗ ମାନଙ୍କରେ ଟ୍ରେନ ବର୍ଥ ଉପଲବ୍ଧ ଅଛି I • ହାଓଡ଼ା, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ନୂଆଦିଲ୍ଲୀ, ଆହ୍ଲାବାଦ, ଓ ପାଟନା କୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି I • ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ୨୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚାଲୁଛି […]

୧-ଜମ୍ମୁ – କାଶ୍ମୀର : ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ୨-ଆରମ୍ଭ ହେବ ବିଜେଡିର ସମାଜ ସେବା କାର୍ଯ୍ୟକ୍ରମ ‘ଓଡ଼ିଶା-ମୋ ପରିବାର’, ଘୋଷଣା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ତିନିଟି ଦିଗ ଉପରେ ଗୁରୁତ୍ୱ : ବ୍ୟାପକ ବୃକ୍ଷରୋପଣ, ରକ୍ତଦାନ ସେବା ଓ କଲ୍ୟାଣ,ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା। ୩-ବର୍ଷା ବିତ୍ପାତ:କାନ୍ଥ ଭୁଶୁଡ଼ି ୪ ମୃତ,୭୫ […]

ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ): ଓଡ଼ିଆ ପୁଅ ତଥା ୧୯୮୫ ମସିହା ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ଗିରିଶ ମୁର୍ମୁଙ୍କୁ ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର  ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି | ମୟୁରଭଞ୍ଜର ବେତନଟିରେ ଜନ୍ମଗ୍ରହଣ କରିଥିବା ଗିରିଶ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ବିଶ୍ବସ୍ତ ଅଧିକାରୀ ଭାବେ ଜଣାଶୁଣା | ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଗିରିଶ ଚନ୍ଦ୍ର ମୁର୍ମୁ  ତାଙ୍କ ଅଧିନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହ […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଏଥିସହ, ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା […]

ସତର୍କତା ସଚେତନତା ବାର୍ତ୍ତା ପ୍ରସାର ପାଇଁ ପୂର୍ବତଟ ରେଳପଥ ସତର୍କତା ସଙ୍ଗଠନ ସ୍କୁଲ ଓ କଲେଜ ଗୁଡିକୁ ମାଧ୍ୟମ କରି ସମାଜରୁ ଭ୍ରଷ୍ଟାଚାରର କୁପ୍ରଭାବ ଓ ଏହାକୁ ସମାଜରୁ ଦୂରକରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା ଓ ସଛୋଟତା ଭାବନା ସୃଷ୍ଟିକରିବାକୁ ପ୍ରୟାସ କରୁଅଛି I ସମାଜର ମୂଳସ୍ତରରୁ ଭ୍ରଷ୍ଟାଚାରର ମୁଳୋତ୍ପାଟନ ଓ ଅସାଧୁ ଉପଚାରକୁ ନାଶ କରିବାପାଇଁ ଛାତ୍ରଛାତ୍ରୀ ମାନେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣକରିପାରିବେ I […]

୧-ବିଜେପୁରରେ ରୀତାଙ୍କ ରେକର୍ଡ। ପ୍ରାୟ ୯୮ ହଜାର ଭୋଟ୍ ବ୍ୟବଧାନରେ ଜିତି ଓଡିଶା ବିଧାନସଭା ଇତିହାସରେ ସର୍ବକାଳୀନ ରେକର୍ଡ । ୨-ରାୟଗଡ଼ା:ଲଗାଣ ବର୍ଷା ଯୋଗୁଁ ପାହାଡରୁ ଖସିଲା ପଥର, ରେଜିଂତାଲ ରାସ୍ତା ହେଲା ଅବରୋଧ। ୩-ବର୍ଷାରେ ବେହାଲ ସ୍ମାର୍ଟସିଟି, ରାସ୍ତା ଉପରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି। ୪-ନଭେମ୍ବର ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନ ଆଗତ ହେବ ଅତିରିକ୍ତ ବଜେଟ୍। ୫-ଆଇନଜୀବୀ ଆନ୍ଦୋଳନ ଓ ହାଇକୋର୍ଟ ଅଚଳାବସ୍ଥା […]

ବାସ୍ତବ ବ୍ୟୁରୋ(ଭୁବନେଶ୍ୱର): ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ସୂଚନା ଅନୁସାରେ ବାଣୀବିହାରସ୍ଥିତ ସିଣ୍ଡିକେଟ୍‌ ହଲ୍‌ରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ସୂତ୍ର ଅନୁସାରେ ଆଜି ସିଣ୍ଡିକେଟ୍‌ ହଲରେ ବୈଠକ ହୋଇଥିଲା। ବୈଠକ ଶେଷ ହେବାର ଅଳ୍ପ କିଛି ସମୟ ପରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି। ନିଆଁଲିଭା କାମ ଜାରି ରହିଥିବାରୁ କ୍ଷୟକ୍ଷତିର […]

ବାସ୍ତବ ବ୍ୟୁରୋ(ପାରଳାଖେମୁଣ୍ଡି): ଗତକାଲି ଠାରୁ ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଦୁଇଦିନ ଧରି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଗୁମ୍ମା ବ୍ଲକ୍‌ ତିପିସିଂ-କୁଲମ ମଧ୍ୟରେ ଥିବା ଏକ ପାହାଡ ଗୁରୁବାର ହଠାତ ଭୁଶୁଡି ପଡ଼ିଛି। ପାହାଡ ଭୁଶୁଡିବାରୁ ୪ଟି ଘର ସହିତ ଘର ଆଖପାଖରେ ଥିବା ଜୀବଜନ୍ତୁ ଓ ଘରର ଅନେକ ସମାଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ପାହାଡ ଭୁଶୁଡିବା […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ବିଜେପୁର ଉପନିର୍ବାଚନରେ ବିପୁଳ ସଂଖ୍ୟା ର ଭୋଟ ପାଇ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଜୟିନୀ ହୋଇଛନ୍ତି। ଶେଷ ରାଉଣ୍ଡ୍‌ ଗଣତି ଶେଷ ସୁଦ୍ଧା ୧ ଲକ୍ଷ ୩୫ ହଜାର ୯୫୭ ଖଣ୍ଡ ଭୋଟ୍‌ ପାଇ ରୀତା ସାହୁ ୯୭ ହଜାର ୯୯୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଏହି ଉପନିର୍ବାଚନ ଜିଣିଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୩୭୯୬୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳବାଇ ସେବା ଖୁବ୍‌ ପ୍ରଭାବିତ ହୋଇଛି। ଗତକାଲି ଠାରୁ ବର୍ଷା ଲାଗି ରହିଥିବା କାରଣରୁ ପଲାସା ଏବଂ ବିଜିଆନଗରମ ମଧ୍ୟରେ ଥିବା ବିଭିନ୍ନ ଷ୍ଟେସନ୍‌ରେ ପାଣି ଜମି ରହିଥିବାରୁ ଅନେକ ଟ୍ରେନ୍‌ ବିଳମ୍ବରେ ଯାତ୍ରା କରୁଛି। ବିଜିୟନଗରମ୍‌ ଠାରେ ସହର ମଧ୍ୟରେ ଥିବା ପୌରପାଳିକା ନାଳ ଓ ନିକଟବର୍ତ୍ତୀ ଅଞ୍ଚଳରୁ ଷ୍ଟେସନ୍‌ […]

Breaking News

Pin It on Pinterest