ବାସ୍ତବ ବ୍ୟୁରୋ : କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର । ୨୦୨୩ ମସିହାରେ ଟାଇମପାସ୍ ପ୍ରକାଶନୀ ଦ୍ୱାରା ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ । ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଶ୍ରେଷ୍ଠ ସାହିତ୍ୟ […]
ବରଗଡ଼୧୫/୦୯(ଅତାବିରା):ବରଗଡ଼ ଜିଲ୍ଲା ଅମ୍ବାଭୋନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା, ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର […]
ବରଗଡ଼୧୫/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ମୂଳାଷ୍ଟମୀଠାରୁ ମାଁ ମାହେଶ୍ୱରୀଙ୍କର ଶାରଦୀୟ ଷୋଡଶ ଦିନାତ୍ମକପୂଜା ଆରମ୍ଭ ହୋଇଯାଇଛି। ପଣ୍ଡିତ ଶଶିଭୂଷଣ ଶତପଥି ବ୍ରହ୍ମା ବରଣ ହୋଇ ମନ୍ଦିରରେ ସଂକଳ୍ପ ବିଧି ପୂଜା କରିଥିଲେ।ରବିବାର ବିଳମ୍ବିତ ରାତ୍ରୀରେ ମନ୍ଦିରର ପୂଜକ ସନ୍ତୋଷ ମହାକୁର ପୂଜାର୍ଚ୍ଚନା କରିବା ପରେ ମାଙ୍କ ପ୍ରତୀକ ଶାଳକା ବାଡି଼କୁ ଛତ୍ର ବୈରଗ ସହ ଘଣ୍ଟ ଶଙ୍ଖ ଓ […]
ବାସ୍ତବ ବ୍ୟୁରୋ: ଆସାମ ଏକ ୫.୮ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପର ପ୍ରଭାବ ଉତ୍ତର-ପୂର୍ବର ଆଉ କିଛି ରାଜ୍ୟ ଓ ପଶ୍ଚିମବଙ୍ଗରେ ବି ଅନୁଭୂତ ହୋଇଥିଲା । ସୂଚନା ଅନୁଯାୟୀ, ଅପରାହ୍ଣ ୪ଟା ୪୧ ମିନିଟ ସମୟରେ ଏହି ଭୂମିକମ୍ପ ଆସିଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି। ଆସାମ ବ୍ୟତୀତ ଭୁଟାନ […]
ବରଗଡ଼/ଝାରବନ୍ଧ୧୧/୦୯(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଜଗଦଲପୁର ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇ ମରଣଯନ୍ତା ରେ ପରିଣତ ହୋଇଛି।ଏହି ରାସ୍ତାରେ ନିଇତି ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ସହ ଲୋକ,ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବାଆସିବା କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ସେତିକି ନୁହେଁ ଡଭା ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ରାଜସ୍ୱ କାର୍ଯ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ପ୍ୟାକ୍ସ,ବ୍ୟାଙ୍କ ତଥା […]
ବରଗଡ଼୧୧/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଗ ପାଲି ଗ୍ରାମର ମୁଖ୍ୟ ରାସ୍ତା ଏବେ ଖାଲ ଖମା ରେ ଭର୍ତ୍ତି,ଏ ରାସ୍ତା ନାଗପାଲି ଗ୍ରାମରୁ ବାହାରି ପପଙ୍ଗା କେନାଲ ବ୍ରିଜ ପର୍ଯ୍ୟନ୍ତ ଯାଇଛି। ଏ ରାସ୍ତା ଉପରେ ମୁଖ୍ୟତଃ ନଗପାଲି,ମହୁଲପାଲି ଓ ଟିକ୍ରାପଡ଼ା ନିର୍ଭର କରନ୍ତି,ଏ ରାସ୍ତା ଦେଇ ପ୍ରତିଦିନ ସ୍କୁଲ/ ଅଙ୍ଗନୱାଡ଼ି ଛୁଆ,ଗ୍ରାମର ଲୋକମାନେ ଯିବା ଆସିବା କରନ୍ତି ଓ […]
ବରଗଡ଼/ଝାରବନ୍ଧ୧୦/୦୯(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ଅମଠି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ହକି ଚୟନ ପ୍ରକ୍ରିୟା ସମାପନ ହୋଇଯାଇଛି।ଉକ୍ତ ଚୟନ ପ୍ରକ୍ରିୟା ରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ଯୋଗଦାନ ଦେଇଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀଯୁକ୍ତ ପତି ଏବଂ ଅମଠି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଳାମଣୀ […]
ବାଙ୍ଗାଲୋର/ବରଗଡ୧୦/୦୯(ନବୀନ କୁମାର ଦାଶ):ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ବାଙ୍ଗାଲୋର୍ ର ୟଲଙ୍କା,ଚୋଖନହଲ୍ଲି ଅଞ୍ଚଳ ରେ ବାସ କରୁଥିବା ପ୍ରୋଭିଡେଣ୍ଟ ହାରମୋନି କ୍ଲବ ହାଉସ ଠାରେ ଓଡ଼ିଆ ଉତ୍କଳ ସମାଜ ପକ୍ଷରୁ ଗତକାଲି ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଁ ସମଲେଶ୍ଵରୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।କାର୍ଯକ୍ରମ କୁ ସନ୍ତୋଷ କୁମାର ଡନସେନା ଓ ଅକ୍ଷୟ କୁମାର ମିଶ୍ର ଉଦଘାଟନ କରି ଥିବାବେଳେ […]
ସଂଜୟ ଶତପଥୀ(କଟକ): ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ଅନନ୍ୟ କାର୍ଯ୍ୟକ୍ରମ”ଅଟଳ ଫେଷ୍ଟ୍ ଓ ଅଟଳ ଓଡିଶା ଆଇକନ୍ ଆଓ୍ବାର୍ଡ-୨୫”,ତିନି ଦିନ ଧରି ଚାଲି ଥିବା ମହିଳା ଦିବସର ଆଜି ଅନ୍ତିମ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ସମ୍ମାନିତ ଅତିଥି ବିନୋଦ ଦାଶ ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, କଟକ ଜିଲ୍ଲା ବିଜେପି ଗ୍ରାମୀଣ ସଭାପତି ରାମ ନାରାୟଣ ମହାନ୍ତି […]
ସଂଜୟ ଶତପଥୀ(କଟକ): ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ। ଏବେ ହୀରାକୁଦ ଜଳଭଣ୍ଡାରରେ ୧୨ଟି ସ୍ଲୁଇସ୍ ଗେଟ ଦେଇ ମହାନଦୀରେ ପ୍ରବେଶ କରୁଛି ଜଳ। ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ସ୍ଥାନାନ୍ତର କରାଯିବ। ଗତକାଲି ଠାରୁ ବନ୍ୟାଜଳ ବଢିବାରେ ଲାଗିଛି […]


