ସଂଜୟ ଶତପଥୀ(କଟକ): ୧/୮- ବିଶ୍ୱ ସତ୍ୟ -ସନାତନ -ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟ ପକ୍ଷରୁ ଜୁଲାଇ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଦଶାବତାର କଥାମୃତ ଓ ବିଶ୍ବ କଳକୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ମାଳିକା କ୍ଷେତ୍ର ଶ୍ରୀ ଗଡ଼ଗଡେଶ୍ୱର ଧାମରେ ଆୟୋଜିତ ସତସଙ୍ଗକୁ ସଦଗୁରୁ କଳକୀବାବା ଉଦଘାଟନ କରି କହିଲେ – ଯୁଗଚକ୍ରରେ ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି […]

ଆଦିତ୍ଯ ବେହେରା(ଭୁବନେଶ୍ବର):ଆଜି ସଂନ୍ଧ୍ଯାରେ ରାଜଶ୍ରୀ ପରିବାରର ବରିଷ୍ଠ ସଦସ୍ୟ,ବିଶିଷ୍ଟ ଅନୁବାଦକ ତଥା ସୁନାମଧନ୍ୟ ଗାଳ୍ପିକ ଅଭିରାମ ମଣ୍ଡଳଙ୍କର ଗଳ୍ପ ସଂକଳନ “ପରାହତ ନାୟକ ” ଭୁବନେଶ୍ୱର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ନାରାୟଣୀ ବୁକ୍ ଷ୍ଟଲ୍ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ପର୍ବରେ ବିଶିଷ୍ଟ ସାହିତ୍ୟିକ ତଥ ଲବ୍ଧପ୍ରତିଷ୍ଠ କଥାକାର,କବି ଅଜୟ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପିତ କରିଥିଲେ। ରାମାଂଶୁ ପ୍ରକାଶନୀ ଦ୍ଵାରା ପ୍ରକାଶିତ ଏହି […]

କଟକ୨୧।୦୬(ନି.ପ୍ର) : ପବିତ୍ର ରଥଯାତ୍ରା ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଟିତ ହୋଇଯାଇଛି । କମିଟିର ଆବାହକ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ଦ୍ଵିତୀୟ ସନ୍ଧ୍ୟାରେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିଖରପୁର […]

ବାସ୍ତବବ୍ୟୁରୋ: ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୯୦ ଡିସେମ୍ବର ୨୦ତାରିଖରେ ରିଲିଜ୍‌ ହୋଇଥିଲା ଚର୍ଚ୍ଚିତ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁ। ରାତାରାତି ଏହି […]

ସଂଜୟ ଶତପଥୀ(କଟକ): ଶ୍ରୀ ଶ୍ରୀ ବଳଦେବଜୀଉ ଭାଷା ସାହିତ୍ୟ ମଞ୍ଚ ଓ ଶ୍ରୀ ଶ୍ରୀ ଅନ୍ଧବର ସାଂସ୍କୃତିକ ପରିଷଦ, ବଙ୍ଗାରୀ, ଜିଲ୍ଲା -କେନ୍ଦ୍ରାପଡା ର ମିଳିତ ଆନୁକୂଲ୍ୟରେ ପବିତ୍ର ରଜସଂକ୍ରାନ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ବଙ୍ଗାରୀଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଅନ୍ଧବର ପୀଠ ଠାରେ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡଃ ଲିଙ୍ଗରାଜ ଶତପଥୀ ଙ୍କ ସଭାପତିତ୍ବରେ ରଜମହୋତ୍ସବ ଓ କୃତି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ମହାସମାରୋହରେ […]

ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବଂ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚାଳନରେ ପରିଚାଳିତ ସଭାରେ କବି ରତିନାରାୟଣ ରାଉତ ବେଦପାଠ , କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ ସ୍ଵାଗତ ଭାଷଣ ଏବଂ ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ରଥ ପତ୍ରିକାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ରାଜ୍ୟ ସଂଯୋଜକ କବି ନଗେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ବାହାନଗା […]

ସଂଜୟ ଶତପଥୀ(କଟକ): କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ “ଆମ ଗାଁ ଆମ‌ ସାହିତ୍ୟ” କାର୍ଯ୍ୟକ୍ରମ ଓ କବି ନନ୍ଦକିଶୋର ସାମଲ ସ୍ମୃତିନ୍ଯାସ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଶିଶୁକବି ସ୍ବର୍ଗତ ନନ୍ଦ କିଶୋର ସାମଲଙ୍କ ରାଜ୍ୟସ୍ତରୀୟ ୯୯ ତମ ଜୟନ୍ତୀ ସଭାମୂଖ୍ଯ ଡଃ ସଂଗ୍ରାମ ଜେନା, ଉପ-ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଙ୍କ ସଭାପତିତ୍ବରେ ଏବଂ ବହୁ ବିଶିଷ୍ଟ କବି, ସାହିତ୍ୟକ ଓ ଲେଖକମାନଙ୍କ […]

ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର):ଭଞ୍ଜନଗର କଳା, ସାହିତ୍ୟ, ସଂସ୍କୃତିର ଗନ୍ତାଘର । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ସ୍ଥାନ । ଆଜି ସାରା ବିଶ୍ୱରେ ତାଙ୍କର କାବ୍ୟ, କବିତା ବିଭିନ୍ନ ଭାଷାରେ ଆବୃତ୍ତି କରାଯାଉଛି ।ଏହା ସହିତ ଭଞ୍ଜନଗର ହେଉଛି ଗଞ୍ଜାମ ଜିଲ୍ଲାର ଏକ ଉପଖଣ୍ଡ । ଏହି ପରି ସ୍ଥାନରେ ଗୋଟିଏ ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଂଚ ନଥିବା ବଡ଼ ଦୁଃଖର ବିଷୟ । ତେଣୁ ଆଜି ଘୁମୁସର କଳାକାର ମଞ୍ଚର […]

ନିରଞ୍ଜନ ବସ୍ତିଆ(ମାହାଙ୍ଗା): ୨୮/୦୫/୨୦୨୩-ମାହାଙ୍ଗା ହେଉଛି ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର। ଏହି ମାଟିରେ ବହୁ କବି, କବୟିତ୍ରୀ ଓ ସାହିତ୍ୟିକମାନେ ଜନ୍ମ ନେଇ ସେମାନଙ୍କର ଲେଖନୀ ଚାଳନା କରି ମାହାଙ୍ଗାବାସୀଙ୍କୁ ସାଧାରଣରେ ପରିଚିତ କରିଯାଇଛନ୍ତି। ଆଜିବି ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ରଖୁଥିବା ବ୍ୟକ୍ତିମାନେ ସାହିତ୍ୟ କିପରି ଚିରଦିନ ବଞ୍ଚିରହିବ ସେଥି ପ୍ରତି ନିଜକୁ ସମର୍ପିତ କରୁଛନ୍ତି। ସେଭଳି ଏକ ଅନୁଷ୍ଠାନ ହେଉଛି “ସଚେତନ ସାହିତ୍ୟ ସଂସଦ”। ସେ […]

Pin It on Pinterest