୧- ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଛୁଇଁଲା। ପାରାଦୀପରୁ ୧୨୦ କିମି ଦୂରରେ ସାମୁଦ୍ରିକ ଝଡ ‘ଅମ୍ପନ୍’। ୨-ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ଡାକିବେ କ୍ୟାବିନେଟ୍ ବୈଠକ । ୩-BMCର ନୂଆ ନିର୍ଦେଶନାମା:ଆଜିଠୁ ଖୋଲିବ ସେଲୁନ, ଅନ୍ୟ ସବୁ ଅତ୍ୟାବଶ୍ୟକୀୟ ଦୋକାନ, ଖୋଲିବ ନାହିଁ ୧୧ ସପିଂ ମଲ। ୪-ଆଜି ଦିନ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଓଡ଼ିଶା ଉପକୂଳ ଉପର ଦେଇ ସାମୁଦ୍ରିକ ଝଡ଼ ଅମ୍ପନ ଅତିକ୍ରମ କରିବାର […]
ଦେଶ ଓ ବିଦେଶ
୧-ରାଜ୍ୟରେ ନୂଆ ୧୦୧ କୋରୋନା ରୋଗୀ ଚିହ୍ନଟ। ୨-ବାତ୍ୟା ଗତିପଥରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା।ଅମ୍ଫାନ ମୁକାବିଲା ପାଇଁ ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ। ୩-ଦିନକରେ ୫୭ସୁସ୍ଥ,ରାଜଧାନୀ ହେଲା କରୋନାମୁକ୍ତ । କନ୍ଧମାଳରେ ପାଦ ଦେଲା କରୋନା। ୪-ହୃଦରୋଗୀଙ୍କ ପାଇଁ କରୋନା ସବୁଠୁ ପ୍ରାଣଘାତୀ: ଚେତାବନୀ ଦେଲେ ଆମେରିକୀୟ ଗବେଷକ। ୫-ରାଜ୍ୟରେ ଆହୁରି ୬୮ କରୋନା ପଜିଟିଭ ଚିହ୍ନଟ; ମୋଟ ସଂଖ୍ୟା […]
୧-ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ବଙ୍ଗୋପସାଗରରେ ଆଗକୁ ବଢୁଛି ଅମ୍ଫାନ, ଘଣ୍ଟାକୁ ୩ କିଲୋମିଟର ବେଗରେ ବଢୁଛି ଆଗକୁ।20 ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା “ଅମ୍ଫନ” – ଏସଆରସି। ୨-ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆତଙ୍କିତ ନହୋଇ ସରକାରଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର। ୩-ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ୍ ଅବଧି […]
୧-କେନ୍ଦ୍ରାପଡା : ଜିଲ୍ଲାରେ ଆଉ ଏକ ପଜିଟିଭ୍ ସୁରତ ଫେରନ୍ତା । ଗତକାଲି ଯେଉଁ ଟିଏମସିରୁ ସୁରତ ଫେରନ୍ତା ପଜିଟିଭ୍ ମିଳିଥିଲେ ଆଜି ବି ସେଇଠୁ ମିଳିଲେ । ଜିଲ୍ଲାର ମୋଟ ପଜିଟିଭ୍ ସଂଖ୍ୟା ୨୭ରେ ପହଞ୍ଚିଲା । ଜିଲ୍ଲାରେ ମୋଟ୍ ୨୪ ସୁରତ ଫେରନ୍ତା ପଜିଟିଭ୍ ଚିହ୍ନଟ । ନୂତନ ପଜିଟିଭ୍ ଜଣକ ମହାକାଳପଡା ବ୍ଲକ ଅଞ୍ଚଳରୁ ଠାବ । ୨-କରୋନା ମୁକାବିଲା ତଥା ଲକ୍ ଡାଉନ୍ କଟକଣା […]
୧-ଆଜି ନୂଆ ୬୫ ଜଣ କୋରୋନା ସଂକ୍ରମଣ ଚିହ୍ନଟ, ସେଥିମଧ୍ୟରୁ ଗଞାମ ୧୩ ଜଣ, ଖୋର୍ଦ୍ଧା ରେ ୩,କଟକ ୬,ପୁରୀ ୪ ଜଣ ଓ ମୟୁରଭଞ୍ଜ ୨ ଚିହ୍ନଟ ହୋଇଥିବା ବେଳେ, ସର୍ବାଧିକ ଯାଜପୁର ରେ ୩୧, ନୟାଗଡ଼ ରୁ ୨, କେନ୍ଦ୍ରାପଡା ୪ ।ଏବେ ସୁଦ୍ଧା ରାଜ୍ୟର ମୋଟ୍ କୋରୋନା ସଂକ୍ରମଣ ସଂଖ୍ୟା ୭୩୭ ,ସେଥିମଧ୍ୟରୁ ୫୬୮ସକ୍ରିୟ ଅଛନ୍ତି । ୨- ଗତ କାଲି ସନ୍ଧ୍ୟା ସୁଦ୍ଧା ଗୁଜରାଟ, […]
୧-ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ,ଚକ ଡେରାପାଇଁ ରଥଖଳାରେ ପହଞ୍ଚିଲା ମହାପ୍ରଭୁଙ୍କ ଆଗ୍ୟାଂମାଳ । ୨-ରାଜ୍ୟରେ ଆଉ ୪୮ କୋରୋନା ସଂକ୍ରମଣ ଚିହ୍ନଟ ।ଗତକାଲି ରାତିରେ କେନ୍ଦ୍ରାପଡା ରେ ଚିହ୍ନଟ ହୋଇଥିଲେ ୧୩ ଜଣ ଏବେ ସୁଧ୍ୟା ରାଜ୍ୟର କୋରୋନା ସଂକ୍ରମଣ ସଂଖ୍ୟା ୬୭୨ ୩-ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ,୪୦ ଡିଗ୍ରୀ ଉପରେ ୭ ସହର। ୪-ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ। ୫-ଆଜି ମଧ୍ୟାହ୍ନ […]
ବାସ୍ତବ ବ୍ୟୁରୋ-ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ “ଆତ୍ମ ନିର୍ଭରଶୀଳ ଭାରତ”ର ଦ୍ୱିତୀୟ କିସ୍ତି ଘୋଷଣା କରିଛନ୍ତି । ଏହି ସ୍କିମ୍ ଦ୍ୱାରା ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ଉପକୃତ ହେବେ । ଏହି ସ୍କିମ୍ ଅନୁସାରେ ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସ୍କିମ ଅଧିନରେ ୩୫୦୦ କୋଟି ଟଙ୍କାର ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ […]
୧-୭୩ ନୂଆ କରୋନା ଆକ୍ରାନ୍ତ। ଗଞ୍ଜାମ ୪୨, ଯାଜପୁର ୧୭, ସୁନ୍ଦରଗଡ ୨, ଖୋର୍ଦ୍ଧା ୩ ଓ ଭଦ୍ରକ ୯ ଜଣ ନୂଆ ଆକ୍ରାନ୍ତ। ଓଡିଶା ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଁଚିଲା। ୪୬୫ ଜଣ ଚିକିତ୍ସାଧୀନ ଥବାବେଳେ ୧୪୩ ଜଣ ଆରୋଗ୍ୟଲାଭ କରିଛନ୍ତି । ୨-୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନରେ ଚାଲିବ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନ୍। ୩-‘ଆତ୍ମନିର୍ଭର ଭାରତ ଅଭିଯାନ’:ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବିନା […]
ବାସ୍ତବ ବ୍ୟୁରୋ-ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ଓ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ହେଲେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ ଏହି ପ୍ୟାକେଜ କେଉଁ ବିଭାଗରେ କେତେ ଖର୍ଚ୍ଚ ହେବ ଅର୍ଥାତ କାହାର ବାଣ୍ଟ କେତେ ? ଏହି ପ୍ୟାକେଜର ଲକ୍ଷ ହେଉଛି ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ । ଏହି ପ୍ୟାକେଜରେ […]
୧-ରାଜ୍ୟରେ କାୟା ବିସ୍ତାର କଲାଣି କୋରୋନା। ଆଜି ନୂଆ ୧୦୧ କୋରୋନା ପଜିଟିଭ୍ ଚିହ୍ନଟ । ୫୨ ଜଣ ଗଞ୍ଜାମ ଜିଲ୍ଲାର ହେଇଥିବା ବେଳେ, ୩୩ ଜଣ ବାଲେଶ୍ୱର ଜିଲ୍ଲାର, ୭ ଜଣ ସୁନ୍ଦରଗଡ଼ ଜିଲ୍ଲାର, ୭ ଜଣ ଯାଜପୁର ଜିଲ୍ଲାର ଓ ୨ ଜଣ କେନ୍ଦୁଝର ଜିଲ୍ଲାର । ୨-ଆଜି ଅପରାହ୍ନ ୪ଟା ରେ ଅର୍ଥମନ୍ତ୍ରୀଙ୍କ ପ୍ରେସମିଟ୍ । ୩-ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ […]


