୧-୨୦୦୮ ସଙ୍କଟଠୁ ମଧ୍ୟ ଆହୁରି ଶୋଚନୀୟ ହେବ ବିଶ୍ଵ ଅର୍ଥ ବ୍ୟବସ୍ଥା, IMF କହିଲା – ମାନବତା ପାଇଁ ଅନ୍ଧକାରମୟ ସମୟ। ୨-ଗୁଜବକାରୀଙ୍କୁ ସାବଧାନ କରାଇଲେ ପୋଲିସ ଡିଜି । କହିଲେ ସୋସିଆଲ ମିଡିଆରେ ତିକ୍ତତା କିମ୍ବା ଭୟ ସୃଷ୍ଟି କଲା ଭଳି ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ। ୩-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା: ୪ କୋଟି ମହିଳାଙ୍କୁ ମିଳିଲା ୫୦୦-୫୦୦ ଟଙ୍କା, ପର୍ଯ୍ୟାୟ କ୍ରମେ ୨୦ କୋଟି […]

୧-କରୋନା ପାଇଁ ଚିନ ଠାରୁ କ୍ଷତିପୂରଣ ଦାବି କଲା ICJ । ଜାତିସଂଘ ମାନବାଧିକାର ପରିଷଦରେ ପିଟିସନ ଦାୟର। ୨-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଛୁଇଁଲା, ଗୋଟିଏ ଦିନରେ ୧୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ। ୩-ଆଜିଠୁ ଜନଧନ ଖାତାଧାରୀ ମହିଳାଙ୍କୁ ଟଙ୍କା ପ୍ରଦାନ ଆରମ୍ଭ। ୪-ଗତକାଲି ରାତି ୮ଟା ଠାରୁ ଘରୁ ଗୋଡ କାଢିବା ମନା । ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟା ଯାଏଁ ସମ୍ପୂର୍ଣ୍ଣ […]

ବାସ୍ତବ ବ୍ୟୁରୋ- ଦେଶରେ କରୋନା ଭୂତାଣୁ କାୟା ବିସ୍ତାର ମେଲେଇ ଚାଲିଥିବା ବେଳେ ଆଜି ସକାଳ ୯ ତା ସୁଦ୍ଧା ସମଗ୍ର ଦେଶରେ ୨୩୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୫୬ […]

ବାସ୍ତବ ବ୍ୟୁରୋ- ଆଜି ସକାଳ ୯ ଟାରେ ଭିଡିଓ ବାର୍ତ୍ତା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲକଡାଉନକୁ ସମ୍ମାନ ଦେଇଥିବାରୁ ସମସ୍ତ ଦେଶବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହା ସହ ସେ କହିଲେ କି, କରୋନାକୁ ହରାଇବାକୁ ପଡିବ, ଭାରତକୁ ଜିତେଇବାକୁ ପଡିବ । କରୋନା ସହିତ ଚାଲିଥିବା ଏହି ଲଢେଇରେ ଯଦି କିଛି ଦରକାର ଅଛି ତାହା ହେଉଛି ସାମୁହିକ ଶକ୍ତି । ଏହି ସାମୁହିକ ଶକ୍ତିର ପରିପ୍ରକାଶ […]

ବାସ୍ତବ ବ୍ୟୁରୋ- ଦିନକୁ ଦିନ ଦେଶ ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ଭୂତାଣୁ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି। ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୭୬୪ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି।  ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୩ଜଣଙ୍କର ମୃତ୍ୟୁ ହୋଇଛି ଓ ୪୨ ଜଣ ସୁସ୍ଥ […]

୧-ଲକଡାଉନ୍: ରେଲଓ୍ୱେ ଓ ଏୟାରଲାଇନ୍ସ ଆରମ୍ଭ କଲେ ଟିକେଟ୍ ବୁକିଂ, ଏପ୍ରିଲ ୧୫ରୁ କରିପାରିବେ ଯାତ୍ରା। ୨-ଖୁସି ଖବର: ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ, ଏମ୍ସ ହସ୍ପିଟାଲରୁ ହେଲେ ଡିସ୍‌ଚାର୍ଜ। ୩-ନିଜାମୁଦ୍ଦିନ କରୋନା ହଟସ୍ପଟ:୧୮୩୦ ଚିହ୍ନଟ,୧୪୦୦ ଚାଲିଛି ଖୋଜା। ୪-ସତର୍କ କଲେ ସୁବ୍ରତ: ଆସନ୍ତା ୨ ସପ୍ତାହ ସମସ୍ତଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଜଗିରଖି ଚଳନ୍ତୁ, ୧୫ ଦିନ ଘରେ ରହି କରୋନାକୁ […]

୧-ଖାଲି ରହିବନି ପଶୁଙ୍କ ପେଟ । ଖୋଲା ରହିବ ପଶୁ ଖାଦ୍ୟ ଦୋକାନ ସହ ପଶୁ ଚିକିତ୍ସାଳୟ । ବୁଲା କୁକୁର ଓ ଗୋରୁଙ୍କ ପାଇଁ ସରକାର ଦେଇଥିଲେ ୫୪ ଲକ୍ଷ। ୨-କରୋନା ଯୋଗୁ ମାନ୍ଦାବସ୍ଥାକୁ ଚାଲିଯିବ ବିଶ୍ୱ ଅର୍ଥନୀତି, ବର୍ତ୍ତିଯିବେ ଚୀନ ଓ ଭାରତ: UN ୩-ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ। ସେ ଭଦ୍ରକ ଜିଲାର ବାସିନ୍ଦା, ନିକଟରେ ଦୁବାଇରୁ ଫେରିଥିଲେ। ୪-କରୋନା ପାଇଁ ଦରମା କଟକଣା […]

୧-ଏପ୍ରିଲ ୯ ସୁଦ୍ଧା ସରକାରୀ କର୍ମଚାରୀ ଙ୍କୁ ଦରମା ଏବଂ ପେନସନ ଦେବାକୁ ସବୁ ଟ୍ରେଜେରୀ କୁ ନିର୍ଦେଶ। ୨ -ସମ୍ପ୍ରତି ଜରୁରୀକାଳୀନ କାର୍ଯ୍ୟ ରେ ନିୟୋଜିତ ବ୍ୟକ୍ତି ଙ୍କ ବୀମା କରିବାକୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ସରକାର ଙ୍କୁ ଦେଲେ ପ୍ରସ୍ତାବ। ୩ -ଭୁବନେଶ୍ୱର ରେ ନକଲି ସାନିଟାଇଜର କାରଖାନା ଠାବ, ସାମଗ୍ରୀ ଜବତ। କଳାହାଣ୍ଡି ରେ ବିପୁଳ ବିଦେଶୀ ମଦ ଜବତ କରି ନାମୀ ହୋଟେଲ […]

୧-କରୋନା ମୁକାବିଲା ନିମନ୍ତେ 500 କୋଟି ଟଙ୍କା ଅର୍ଥ ଘୋଷଣା କଲେ ଟାଟା ଗ୍ରୁପ ମୁଖ୍ୟ ରତନ ଟାଟା। ୨-ଆଜିଠୁ ଗାଁରେ ନିରାଶ୍ରୟ, ଦରିଦ୍ର‌୍ୟ ଓ ଅସୁସ୍ଥଙ୍କୁ ମାଗଣା ରନ୍ଧା ଖାଦ୍ୟ, ମିଲ୍ ପିଛା ଖର୍ଚ୍ଚ ଅଟକଳ ୩୦ ଟଙ୍କା। ୩-ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଘୋଷଣା, ଉଠା ଦୋକାନୀଙ୍କୁ ୩ହଜାର,୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ। ୪-ଦେଶରେ ଆଉ ଏକ ସାମାଜିକ ସଂକଟ:ପେଟ ବିକଳରେ ଘରକୁ ଫେରୁଛନ୍ତି […]

୧-ଆଉ ନାହିଁ ବର୍ଷା, ଆଜିଠାରୁ ବଢିବ ଖରା। ୨-କଟକବାସୀଙ୍କ ପାଇଁ ଖୁସି ଖବର,ଜନଗହଳି ଏଡାଇବା ପାଇଁ ସିଏମସି ଆରମ୍ଭ କଲା ହୋମ୍‌ ଡେଲିଭରି ସୁବିଧା। ୩-କରୋନା: BSNL ଲଞ୍ଚ କଲା ଜିରୋ କଷ୍ଟର Work@Home ପ୍ଲାନ, ଘରେ ବସି ବ୍ୟବହାର କରିପାରିବେ ମାଗଣା ଇଣ୍ଟରନେଟ। ୪-ହାରିବ କରୋନା ଜିତିବ ମଣିଷ । କରୋନାକୁ ହରାଇବା ପାଇଁ ଭୁବନେଶ୍ୱର ଏମ୍ସର ପ୍ରୟାସ । ରାଜ୍ୟର ଦ୍ୱିତୀୟ କରୋନା ନମୁନା ପରୀକ୍ଷା କେନ୍ଦ୍ର […]

Pin It on Pinterest