ବାସ୍ତବ ବ୍ୟୁରୋ(କୋଲକାତା): ସୋମବାର ସକାଳେ କୋଲକାତାରୁ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ ଭରିବା ସମୟରେ ହଠାତ୍ ବିମାନର ଗୋଟିଏ ଇଞ୍ଜିନ୍ ବ୍ଲେଡ୍ ଭାଙ୍ଗିଯାଇଥିବା ଦେଖି ପାଇଲଟ୍ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ମଝି ଆକାଶରୁ ବିମାନଟି ବିମାନବନ୍ଦରକୁ ଫେରି ୧୮ ମିନିଟ୍ ପରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହି ସ୍ପାଇସ୍ ଜେଟ୍ ବିମାନରେ ୧୭୮ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ । […]
ଦେଶ ଓ ବିଦେଶ
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି ।ବର୍ଦ୍ଧିତ ପେନସନ ବାଛିବାର ଅବଧି ଆଉ ଦୁଇମାସ ବୃଦ୍ଧି କରାଗଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନସନ ରାଶି ପାଇବା ପାଇଁ ଇଚ୍ଛୁକ ଇପିଏଫଓ ଗ୍ରାହକମାନେ ଆସନ୍ତା ମାର୍ଚ୍ଚ ୩ ସୁଦ୍ଧା ନିଜ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବେ ଆବେଦନ କରିବା ପାଇଁ ଅବଧି ଘୋଷଣା କରାଯାଇଥିଲା । ଏଥିପାଇଁ ସେମାନଙ୍କୁ […]
ବାସ୍ତବ ବ୍ୟୁରୋ: ସିନେମା କ୍ଷେତ୍ରରେ ଦେଶର ସର୍ବୋଚ୍ଚ ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାର। ସିନେମା କ୍ଷେତ୍ରରେ ଦାଦାସାହେବ ଫାଲକେ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ପୁରସ୍କାର । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ଏକ ସଂଗଠନ, ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଦ୍ୱାରା ଏହା ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥାପିତ ହୁଏ । “ଭାରତୀୟ ସିନେମାର ଅଭିବୃଦ୍ଧି ତଥା ବିକାଶରେ ଉଲ୍ଲେଖନୀୟ ଅବଦାନ” ପାଇଁ […]
ବାସ୍ତବ ବ୍ୟୁରୋ:ଭାରତୀୟ ମୂଳ ନିଲ୍ ମୋହନଙ୍କୁ ୟୁଟ୍ୟୁବର ନୂତନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ନିଲ୍ ମୋହନ ୟୁଟ୍ୟୁବ ର ସିପିଓ ଥିଲେ। ତାଙ୍କୁ ପଦୋନ୍ନତି ଦିଆଯାଇ ଏହି ଦାୟିତ୍ୱ ଦିଆଯାଇଛି। ୨୦୦୮ ମସିହାରୁ ନିଲ୍ ମୋହନ ଗୁଗୁଲ ସହିତ କାମ କରୁଛନ୍ତି। ୨୦୧୩ ମସିହାରେ କମ୍ପାନୀ ତାଙ୍କୁ ୫୪୪ କୋଟି ଟଙ୍କା ବୋନସ ଦେଇଥିଲା । ସେ ପୂର୍ବତନ ସିଇଓ ସୁଜନ ଡିଆନ ସ୍ଥାନ ନେବେ। ନିକଟରେ […]
ବାସ୍ତବ ବ୍ୟୁରୋ: ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଭାବରେ ୧୦୦ ଦିନ ପୂରଣ କରିଛନ୍ତି। CJI ଏହି ତିନି ମାସ ମଧ୍ୟରେ ସୁପ୍ରିମକୋର୍ଟରେ ୧୪,୦୦୦ ରୁ ଅଧିକ ମାମଲାର ସମାଧାନ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ପେପରଲେସ୍ ହୋଇଯାଇଛି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ବିଷୟରେ ସବୁଠାରୁ ବଡ କଥା ହେଲା ୯ ନଭେମ୍ବର ୨୦୨୨ ରୁ ୧୫ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ […]
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନରୁ ‘ଜଲ ଜନ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଗଛ ଲଗାଇବା ଏବଂ ଜଳ ସଂରକ୍ଷଣ କରିବା ପାଇଁ ପ୍ରେରିତ କରିବା । ମୋଦୀ ଏହାକୁ ଆବୁ ରୋଡ (ସିରୋହି) ର ବ୍ରହ୍ମ କୁମାରିସ୍ ପ୍ରତିଷ୍ଠାନରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ ଏହି ମିଶନ ଏମିତି ସମୟରେ ଆରମ୍ଭ […]
ବାସ୍ତବ ବ୍ୟୁରୋ: ଝାଡ଼ଖଣ୍ଡର ପାଲାମୁର ଏକୁ ବଜାରରେ ମହାଶିବରାତ୍ରୀ ତୋରଣ ନିର୍ମାଣକୁ ନେଇ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଛି । ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ, ପଥରମାଡ଼ ହୋଇଛି । ସୂଚନାନୁଯାୟୀ, ଏହି ଘଟଣାରେ ୬ ଜଣ ଲୋକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ଶନିବାର ମହାଶିବରାତ୍ରୀ ପଡ଼ୁଥିବାବେଳେ ପାଲାମୁ ଜିଲ୍ଲାର ପାଙ୍କି ଟାଉନରେ ଶ୍ରଦ୍ଧାଳୁମାନେ ଏକ ତୋରଣ ଲଗାଉଥିଲେ । ତୋରଣଟି ମସଜିଦ ଛକଠାରୁ ୨୦୦ […]
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ଦେଶର ସର୍ବବୃହତ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି। ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଅନ୍ତର୍ଗତ ଦିଲ୍ଲୀ-ଦାଉସା-ଲାଲସୋଟ ଏକ୍ସପ୍ରେସୱେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜସ୍ଥାନର ଦୌସାରେ ୧୮ ହଜାର ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଏହା ସମ୍ପୂର୍ଣ୍ଣ ହୋଇଥିବା ପ୍ରଥମ ପର୍ଯ୍ୟାୟ। ଦିଲ୍ଲୀ ମୁମ୍ବାଇ […]
ବାସ୍ତବ ବ୍ୟୁରୋ: ବଦଳିଲେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ । ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ନିଯୁକ୍ତି କରିବାରୁ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ/ଉପରାଜ୍ୟପାଳ ବଦଳିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗତ ସିଂହ କୋଶୟାରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସ୍ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ହେବେ ବୋଲି ଆଜି ରାଷ୍ଟ୍ରପତିଙ୍କ ସଚିବାଳୟ ଜାରି […]
ବାସ୍ତବ ବ୍ୟୁରୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୁଗର ବୋମା ଶୁକ୍ରବାର ଦିନ ଇଂଲଣ୍ଡର ଗ୍ରେଟ୍ ୟାରମାଉଥରେ ନିଷ୍କ୍ରିୟ ହେବା ପୂର୍ବରୁ ବିସ୍ଫୋରଣ ହୋଇଗଲା । ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହି ଘଟଣା ଘଟିଥିଲା। ବୋମା ବିସ୍ଫୋରଣର ଶବ୍ଦ ୧୫ ମାଇଲ ଅର୍ଥାତ୍ ୨୪ କିଲୋମିଟର ଦୂର ଯାଏ ଶୁଭିଥିଲା । ପୋଲିସର ସୂଚନାନୁସାରେ, ବୋମା ବିସ୍ଫୋରଣରେ କେହି ଆହତ ହୋଇନାହାଁନ୍ତି, ଅଞ୍ଚଳର ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଏରିଆ […]


