ବାସ୍ତବ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ତେବେ ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି, ଆଗକୁ ଭାରତରେ ଏପରି ଗ୍ରୀଷ୍ମପ୍ରବାହ ହେବ ଯେ ତାହାକୁ ମଣିଷ ସହିପାରିବ ନାହିଁ । ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଯାହାର ନାମ “କ୍ଲାଇମେଟ୍ ଇନଭେଷ୍ଟମେଣ୍ଟ ଅପର୍ଚୁନିଟିଜ୍ ଇନ ଇଣ୍ଡିଆସ କୁଲିଂ ସେକ୍ଟର”ରେ କୁହାଯାଇଛି, ବିଗତ ଏକ ଦଶନ୍ଧି ମଧ୍ୟରେ ହିଟ୍ ୱେଭ୍ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ : ଚଳିତ ବର୍ଷ ପଞ୍ଚମ ଥର ପାଇଁ ପୁଣି ବଢ଼ିଲା ରେପୋରେଟ୍ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ଫଳରେ ମହଙ୍ଗା ହେବ ଋଣ। ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାରୀ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ। ଏହା […]
ବାସ୍ତବ ବ୍ୟୁରୋ: ଦାନା ବାନ୍ଧୁଛି ବାତ୍ୟା । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଆସନ୍ତା ୮ ତାରିଖରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷାର ପ୍ରକୋପ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଆଜି(ମଙ୍ଗଳବାର) ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୮ ତାରିଖ ପାଇଁ ତାମିଲନାଡୁର ୧୩ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି। ବର୍ତ୍ତମାନ ସମ୍ଭାବ୍ୟ […]
ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ସୋମବାର ଶେଷ ହୋଇଛି। ବର୍ତ୍ତମାନ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ୮ ଡିସେମ୍ବରକୁ ଅପେକ୍ଷା କରାଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏଥର ବିଜେପି ଉଭୟ ରାଜ୍ୟରେ ପ୍ରତ୍ୟାବର୍ତ୍ତନ କରିବ ନା କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଜିତିବ ତାହା ସ୍ଥିର ହେବ। ତେବେ ସୋମବାର ଆସିଥିବା ଏକଜିଟ୍ ସର୍ଭେରେ ୨୭ ବର୍ଷ ଧରି ଗୁଜୁରାଟରେ କ୍ଷମତାରେ […]
ବାସ୍ତବ ବ୍ୟୁରୋ: ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ । ୧୮୬ ରନ୍ରେ ଅଲ୍ଆଉଟ୍ ହେଲା ଭାରତ । ଢାକାଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଟିମ୍ର କୌଣସି ବ୍ୟାଟସମ୍ୟାନ୍ ପଡିଆରେ ଅଧିକ ସମୟ ଧରି ତିଷ୍ଠି ପାରିନଥିଲେ । ମ୍ୟାଚ୍ ଆରମ୍ଭରୁ ଶିଖର ଧଓ୍ବନ ଓ ବିରାଟ କୋହଲିଙ୍କ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର […]
ବାସ୍ତବ ବ୍ୟୁରୋ : ଆଜି (ରବିବାର) ଭାରତ-ବାଂଲାଦେଶ ଦିନିକିଆ ସିରିଜ୍ । ଦିନ ସାଢେ ୧୧ଟାରେ ଏହି ମ୍ୟାଚ୍ ଶେର-ଏ-ବାଂଲା ଷ୍ଟାଡିୟମ୍ରେ ଖେଳାଯିବ । ପ୍ରଥମ ଓ୍ବାନଡେ’ ପାଇଁ ଉଭୟ ଦଳ ଉପଯୁକ୍ତ ପ୍ରସ୍ତୁତି କରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ । ଓ୍ବାନଡେ’ ମ୍ୟାଚ୍ ପାଇଁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି […]
ବାସ୍ତବ ବ୍ୟୁରୋ : ଆଜି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମ୍ସି। ଜିଲ୍ଲାର ହୋତୁଗଞ୍ଜ ଅଞ୍ଚଳରେ ବିଜେପି ଓ ଟିଏମ୍ସି କର୍ମୀମାନେ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଡାଇମଣ୍ଡ ହାରବର ଠାରେ ରାଲି କରୁଥିଲେ। ଏହି ସମୟରେ ହିଂସା ସୃଷ୍ଟି ହୋଇଥିଲା। ଘଟଣାରେ ଟିଏମ୍ସି ଅଫିସରେ ଭଙ୍ଗାରୁଜା ହେବା ସହିତ ମଟରସାଇକେଲ୍ରେ ନିଆଁ ଲଗାଇ ଦିଆଯାଇଛି। ହିଂସାରେ ଘଟଣା ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ରହିଛି। […]
ବାସ୍ତବ ବ୍ୟୁରୋ : ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ଭୂଷଣ’ରେ ସମ୍ମାନୀତ ହେଲେ Google ଆଲଫାବେଟ୍ ର ସିଇଓ ସୁନ୍ଦର ପିଚାଇ । ଆମେରିକାରେ ଭାରତୀୟ ଦୂତଙ୍କ ଠାରୁ ପ୍ରତିଷ୍ଠିତ ପୁରସ୍କାର ପ୍ରାପ୍ତ କରି ପିଚାଇ କହିଛନ୍ତି ଯେ ‘ଭାରତ ମୋର ଏକ ଅଂଶ ଓ ମୁଁ ଯୁଆଡେ ବି ଯାଏ ତାକୁ ମୋ ସାଙ୍ଗରେ ନେଇଯାଇଥାଏ’। ସୁନ୍ଦର ପିଚାଇ ଗତକାଲି (ଶୁକ୍ରବାର) ନିଜ ପରିବାର ସଦସ୍ୟ […]
ବାସ୍ତବ ବ୍ୟୁରୋ: ଆଜି(ଶୁକ୍ରବାର) ଛତିଶଗଡ଼ର ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଏକ ଚୂନ ପଥର ଖାଦାନ ଭୁଶୁଡ଼ିଯାଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୦୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି । ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ମେଡିକାଲ ନେବାବେଳେ ଦୁଇ ଜଣକର ମୃତ୍ୟୁ ହୋଇଥିଲା । ତେବେ ଘଟଣା କିପରି ଘଟିଲା ସେ […]
ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର)ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ଉପରେ ସାଇବର ଆଟାକ୍ ହୋଇଛି । ହ୍ୟାକର୍ସ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର ଏକ୍ସପର୍ଟ ମାମଲାର ତଦନ୍ତ କରୁଛନ୍ତି। ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ୍ ହ୍ୟାକ୍ ହୋଇଥିବା ଜଣା ପଡିଛି। ତେବେ ବର୍ତ୍ତମାନ ଏହା ଠିକ୍ ହୋଇ ଯାଇଛି। ଭୋର୍ […]


