୧-ହଙ୍ଗକଙ୍ଗରେ ଚୀନକୁ ଝଟକା, ଜିଲ୍ଲା ପରିଷଦ ନିର୍ବାଚନରେ ଗଣତନ୍ତ୍ରର ବଡ ଜିତ୍। ୨-ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍, ଅର୍ଥମନ୍ତ୍ରୀ ଆଣିଲେ ୮ହଜାର ୧୨୬ କୋଟି ଟଙ୍କାର ବ୍ୟୟ ମଞ୍ଜୁରି ବିଲ। ୩-ବିନା ପେଟ୍ରୋଲ୍‌ ଓ ଡିଜେଲ୍‌ରେ ଭୁବନେଶ୍ୱରରେ ଗଡ଼ିବ ୫୦ଟି ବସ୍‌। ୪-ଆଇପିଏସ୍ ଅଫିସର ମନୋଜ ଛାବ୍ରାଙ୍କୁ ନୂଆ ଦାୟିତ୍ୱ, ମିଳିଲା ସ୍ପେଶାଲ ଜେଲ ଡିଜି ପଦବୀ। ୫-ଲୋୟର ପିଏମ୍‌ଜିରେ ଗଛ ଉପରେ ଚଢି ଯୁବକଙ୍କ […]

୧-ଅନୁଗୋଳ:ଓଡିଆ ଛାତ୍ର ଶୁଭ୍ରାଂଶୁଙ୍କ ‘ମାଭିକ୍’ ପ୍ରକଳ୍ପକୁ ପ୍ରଶଂସା କଲେ ନାସା ବୈଜ୍ଞାନିକ, ନାସା ସ୍ପେସ୍ ସେଟେଲେମେଣ୍ଟ ପ୍ରତିଯୋଗିତାରେ ଭାରତକୁ କରିବେ ପ୍ରତିନିଧିତ୍ବ। ୨-କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟିରେ ଯୈ।ନ ଶୋଷଣ ମାମଲା: ରାତ୍ରୀ ୧୧ଟାରେ ପ୍ରମୋଦ ସାହୁଙ୍କୁ ଉଠାଇ ନେଲା ପୁଲିସ। ୩-ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ପାଇଁ ୫ରେ ସବୁ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି ମହିଳା ମୋର୍ଚ୍ଚା। ୪-ଭୁବନେଶ୍ୱର:ଟଳମଳ ପିସିସି ସଭାପତି ଆସନ, ସୋନିଆଙ୍କୁ […]

୧-ସ୍ୱର୍ଗଦ୍ୱାରର ବିକାଶ ପାଇଁ ଖର୍ଚ୍ଚ ହେବ ୫କୋଟି, ହଟିବ ବିଜୁ ବାବୁଙ୍କ ସମାଧି। ୨-ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମେଡିକାଲ ସମସ୍ୟା ସମ୍ପର୍କରେ କଲେ ଆଲୋଚନା। ୩-ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ୩ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା। ୪-ଏବେ ସବୁ ଆରଟିଓରୁ ମିଳିବ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ। ୫-ବାଲିଯାତ୍ରାକୁ ମିଳିଲା […]

୧-ଆବାସ ଯୋଜନା ସ୍ୱଚ୍ଛତା ପାଇଁ ଖୋଲାଯିବ କଲ ସେଣ୍ଟର, ପ୍ରତ୍ୟକ୍ଷ ଭାବେ ଲୋକଙ୍କ ମତାମତ ନେବେ ସରକାର। ୨-ଜଗତସିଂହପୁର:କାର ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କାର ଗହଣା ଲୁଟ୍‌-କାର୍‌ ଚାବି ନେଇ ଗଲେ ଲୁଟେରା । ୩-ସାରା ରାଜ୍ୟରେ ଦୀପାବଳି ଓ ବାଣଫୁଟା ପାଇ ଏପରି ନିଆଯାଇଛି ସୁରକ୍ଷା ପଦକ୍ଷେପ,ରାତି ୧୦ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ – ସରୁ ଗଳି ପାଇଁ ଏଥର ବାଇକ୍‌ରେ ନିଆଁଲିଭା […]

୧-ଜମ୍ମୁ – କାଶ୍ମୀର : ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ୨-ଆରମ୍ଭ ହେବ ବିଜେଡିର ସମାଜ ସେବା କାର୍ଯ୍ୟକ୍ରମ ‘ଓଡ଼ିଶା-ମୋ ପରିବାର’, ଘୋଷଣା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ତିନିଟି ଦିଗ ଉପରେ ଗୁରୁତ୍ୱ : ବ୍ୟାପକ ବୃକ୍ଷରୋପଣ, ରକ୍ତଦାନ ସେବା ଓ କଲ୍ୟାଣ,ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା। ୩-ବର୍ଷା ବିତ୍ପାତ:କାନ୍ଥ ଭୁଶୁଡ଼ି ୪ ମୃତ,୭୫ […]

୧-ବିଜେପୁରରେ ରୀତାଙ୍କ ରେକର୍ଡ। ପ୍ରାୟ ୯୮ ହଜାର ଭୋଟ୍ ବ୍ୟବଧାନରେ ଜିତି ଓଡିଶା ବିଧାନସଭା ଇତିହାସରେ ସର୍ବକାଳୀନ ରେକର୍ଡ । ୨-ରାୟଗଡ଼ା:ଲଗାଣ ବର୍ଷା ଯୋଗୁଁ ପାହାଡରୁ ଖସିଲା ପଥର, ରେଜିଂତାଲ ରାସ୍ତା ହେଲା ଅବରୋଧ। ୩-ବର୍ଷାରେ ବେହାଲ ସ୍ମାର୍ଟସିଟି, ରାସ୍ତା ଉପରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି। ୪-ନଭେମ୍ବର ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନ ଆଗତ ହେବ ଅତିରିକ୍ତ ବଜେଟ୍। ୫-ଆଇନଜୀବୀ ଆନ୍ଦୋଳନ ଓ ହାଇକୋର୍ଟ ଅଚଳାବସ୍ଥା […]

୧-ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍‌, ସୂଚନା ଦେଲେ ପର୍ଯ୍ୟଟନ ସଚିବ ବିଶାଲ ଦେବ। ୨-ଜୟପୁର:ଲାଞ୍ଚ ନେବା ମହଙ୍ଗା ପଡିଲା – ପୁଲିସ ଇନ୍ସପେକ୍ଟର ନୀଳକଣ୍ଠ ମହାପାତ୍ରଙ୍କୁ ୫ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା। ୩-ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ଘର ଓ ଜମି ଦେଇଥିବା ୧୧ ଜଣଙ୍କୁ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ। ୪-ଅନୁଗୋଳ:ଶିକ୍ଷକଙ୍କୁ ଡରାଇ ଧମକାଇ ଲାଞ୍ଚ ମାଗୁଥିଲେ ନକଲି ସାମ୍ବାଦିକ; […]

୧-ମନ୍ତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ କରି ଖାଦ୍ୟର ମାନ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ୨-ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ, ଆଜିଠାରୁ ଆରମ୍ଭ ହୋଇଯିବ ତିନି ଦିନ ଧରି ବର୍ଷା। ୩-ମୃତ୍ୟୁ ଡାକୁଛି କାଠଯୋଡି!ପୁଣି ଗାଡକଣର ଦେବବ୍ରତ ମାଝୀ ସେଇ ନଦୀକୁ ଡେଇଁଲେ। ୪-ରାଜ୍ୟର ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଇଏସ୍‌ଆଇସି ହସ୍ପିଟାଲ। ୫-ଖାକି ବର୍ଦ୍ଦି ପିନ୍ଧି ଖୋର୍ଦ୍ଧା ଥାନା ହୋମ ଗାର୍ଡ କରୁଥିଲା ବିସ୍ଫୋରକର ଚୋର ବେପାର,ହୋମଗାର୍ଡକୁ ଗିରଫ […]

୧-ଫ୍ରେବୁୟାରୀରେ ହେବ +୨ ପ୍ରଥମ ବର୍ଷ ପରୀକ୍ଷା। ୨-ଦୀପାବଳିକୁ ଫିକା କରିପାରେ ମୌସୁମୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ରହିଛି ସମ୍ଭାବନା। ୩-ଆଜି ବ୍ୟାଙ୍କ ଧର୍ମଘଟ। ସାମିଲ ହେବେ ସାଢ଼େ ତିନି ଲକ୍ଷ କର୍ମଚାରୀ। ୪-ବଦଳିଲା ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପଦ୍ଧତି। ଏଣିକି ରାଜ୍ୟରେ ଏକକ ପରୀକ୍ଷା। ନଭେମ୍ବରରେ ଷାଣ୍ମାସିକ ଓ ମାର୍ଚ୍ଚ ରେ ବାର୍ଷିକ ପରୀକ୍ଷା। ୫-୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ, […]

ବାସ୍ତବ ବ୍ୟୁରୋ : ବିଜେପୁରରେ ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ରିପୋର୍ଟ ଅନୁସାରେ ଉପନିର୍ବାଚନରେ ବିଜେପୁରବାସୀ ସନ୍ଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ହୋଇଥିବା ବେଳେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ରାତି ସୁଦ୍ଧା ପଦ୍ମପୁରରେ ପ୍ରସ୍ତୁତ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ ଓ ଅନ୍ୟ […]

Breaking News

Pin It on Pinterest