ନୂଆଦିଲ୍ଲୀ:ରାଜ୍ୟସଭାର ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ଆଜି ୧୯ ଟି ରାଜ୍ୟରୁ ୭୨ ଜଣ ସଦସ୍ୟଙ୍କୁ ବିଦାୟ ଦିଆଯାଉଛି। ସେ କହିଛନ୍ତି ଯେ ଏହି ୭୨ ସଦସ୍ୟ, ଯେଉଁମାନେ ଗୃହର ସମ୍ମାନ ବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି, ସେମାନେ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳର ଅଟନ୍ତି। କଂଗ୍ରେସର ୧୩ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହି ସଦସ୍ୟମାନଙ୍କ ମଧ୍ୟରୁ କେତେକ […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୦୩୬ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୦୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୭୧୫୩ଜଣ ସୁସ୍ଥ ହୋଇଛନ୍ତି ।  ଆଜି ଦୋଳ ପୂର୍ଣ୍ଣିମା । ଆଜି ଦୋଳ ଗୋବିନ୍ଦ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୦୫୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୦୧୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୪୩୪୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୮୭୩୨ଜଣ ସୁସ୍ଥ ହୋଇଛନ୍ତି । […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୧୪/୦୯:ଭାରତୀୟ ଜନତା ପାର୍ଟି, ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ୨୦ ଜଣ ହେଭିୱେଟ୍‌ ନେତାଙ୍କୁ ନେଇ ପିପିଲି ରଣକ୍ଷେତ୍ରକୁ ଓଲ୍ହାଇବ ବିଜେପି। ବିଶେଷ କରି ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ।ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହି ପ୍ରଚାରକ ଲିଷ୍ଟରେ ସାମିଲ୍‌ ହୋଇଛନ୍ତି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା କେବଳ ପ୍ରଚାର ପ୍ରସାରରେ ରହିଯାଉଛି ପ୍ରକୃତ ଲୋକଙ୍କ ପାଖରେ ପହଂଚି ପାରୁନି |ଦେଶକୁ ଆହାର ଯୋଗାଉଥିବା କୃଷକ ସବୁବେଳେ ଅବହେଳିତ,କାଳିଆ ବଳିଆ ଯେତେ ଯୋଜନା ଆସିଲେବି ପହଂଚି ପାରୁନି ଚାଷୀ ଙ୍କ ନିକଟରେ |ମୁଣ୍ଡଝାଳ ତୁଣ୍ଡରେ ମାରି ଅମ୍ଳ କରୁଥିବା ଫସଲ ଗଣ୍ଡାକର ପାଉନି ଉଚିତ ମୂଲ୍ୟ |ଏହି ପରିପେକ୍ଷୀରେ ଆଜି,ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ବଜାରରେ ମୁଖ୍ୟ ରାସ୍ତା […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୧୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୫୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୩୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୦୪୧୮ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୨୪୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୪୬୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୯୬୨୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୯୦୭୭୮ ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ:ବିଶ୍ୱାସ ମତ୍ତ ହରାଇବାର ତିନି ଦିନ ପରେ କେପି ଶର୍ମା ଓଲି ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଆଜି (ଶୁକ୍ରବାର) ସନ୍ଧ୍ୟାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ନେପାଳୀ ସମ୍ବିଧାନର ଧାରା ୭୬(୩ ) ଅନୁଯାୟୀ ଓଲି ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସୋମବାର ଦିନ ରାଷ୍ଟ୍ରପତି ବିରୋଧୀଙ୍କୁ ଗୁରୁବାର ରାତି ୯ ଟା […]

ଆସାମର ମୁଖ୍ୟମନ୍ତ୍ରୀଙ୍କ ନାମକୁ ସିଲ୍ କରିବା ପାଇଁ ଆଜି ବିଧାୟକଙ୍କ ଏକ ବୈଠକ ବସିଥିଲା ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏବଂ ସରବାନନ୍ଦ ସୋନୋୱାଲ ଉପସ୍ଥିତ ଥିଲେ । ବାସ୍ତବବ୍ୟୁରୋ:ଏନଡ଼ିଏ ଆସାମରେ ଐତିହାସିକ ବିଜୟର ୬ ଦିନ ପରେ ମଧ୍ୟ ବିଜେପି ଆଜି ରାଜ୍ୟରେ ‘କୋନ ବନେଗା’ ମୁଖ୍ୟମନ୍ତ୍ରୀ’ଙ୍କ କବଳରୁ ବର୍ତି ପାରିନଥିଲା । ଆସାମର ପରବର୍ତ୍ତୀ ସିଏମ୍ […]

ବାସ୍ତବବ୍ୟୁରୋ: ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ ।ଦ୍ଵିତୀୟ କୋଣାର୍କର ପରିକଳ୍ପନା କରୁଥିବା ଭାସ୍କର୍ଯ୍ୟ ଶିଳ୍ପୀଙ୍କ ନିହାଣର ଶବ୍ଦ ଆଉ ସୁଭିବନି ।ସେ କରୋନା ଯୁଧ୍ୟରେ ହାରିଗଲେ, ସବୁ ଲୋଭ ମୋହ ମାୟାରୁ ସେ ମୁକ୍ତ ଆଜି ସେ ପରପାରିର ଯାତ୍ରୀ |ଭୁବନେଶ୍ଵର ଏମ୍ସ ନିର୍ଦ୍ଦେଶିକାଙ୍କ ସୂଚନା ଅନୁଯାଇ, ଆଜି (ରବିବାର) ଅପରାହ୍ନ ୩ଟା ୪୯ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ […]

Pin It on Pinterest