୧-ଅନ୍ଧାରରେ ଇଣ୍ଟିଗ୍ରେଡେଡ ବିଇଡି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ସରକାର ପଦକ୍ଷେପ ନନେଲେ ଆନ୍ଦୋଳନ ଚେତାବନୀ। ୨-ରାଜଧାନୀରେ ରାଜମହଲ, କଳ୍ପନା ଓ ବାଣୀବିହାର ଛକରେ ଅଟୋଷ୍ଟାଣ୍ଡକୁ ସ୍ଵୀକୃତି। ୩-ଆଜି ବିଜେପୁର ନିର୍ବାଚନ, ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର। ୪-ପାକିସ୍ତାନକୁ କଡ଼ା ଜବାବ, ତିନି କ୍ୟାମ୍ପ ଧ୍ଵଂସ, ବହୁ ଆତଙ୍କବାଦୀ ସମେତ ୧୦ ପାକ୍ ସୈନିକ ନିପାତ: ରାଓ୍ଵତ। ୫-ସ୍ମିତା ରାଣୀ ମୃତ୍ୟୁ ଘଟଣା: […]

୧-ଭୁବନେଶ୍ୱରକୁ ମାଡ଼ି ଆସୁଛି ଜଳ ସଂକଟ। ଭୂତଳ ଜଳସ୍ତର ୪ ମିଟର ଖସିଲା। ୨-ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ; ୩ ଦିନ ଭିତରେ କ୍ୱାଟର୍ସ ଛାଡ଼। ୩-ଭୁବନେଶ୍ୱର:ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା। ୪-‘ମୋ ସରକାର’ ସତ୍ତ୍ୱେ ଏସ୍‌ସିବିର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିନି, ସବୁଠି ଅବ୍ୟବସ୍ଥା! ୫-ଥମିଲା ପ୍ରଚାର, ବିଜେପୁର ଛାଡ଼ିବାକୁ ବାହାର ନେତାଙ୍କୁ ସିଇଓଙ୍କ ନିର୍ଦ୍ଦେଶ, ୨୧ରେ ମତଦାନ। ୬-ଫେସ୍‌ବୁକ୍‌ରେ […]

ବାସ୍ତବ ବ୍ୟୁରୋ(ବରଗଡ) : ନିର୍ବାଚନୀ ପ୍ରଚାରରେ ସରଗରମ ବିଜେପୁର । ବିଜେପୁର ଉପନିର୍ବାଚନ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାରର ଦ୍ବିତୀୟ ଦିନ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରୁ ହେଲିକପ୍ଟରରେ ବାହାରି  ଗାଇସିଲାଟ୍ ବ୍ଲକ ତାଲପାଲି ପଡ଼ିଆରେ ଓହ୍ଲାଇ  ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ଜଣାଯାଇଛି। ନିର୍ବାଚନ ପ୍ରଚାର ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ବିଜେପୁରରେ ପ୍ରଚାର […]

୧-କିଟ୍ ବିଶ୍ୱବିଦ୍ୟାଳୟ: ଆଜି ପୂର୍ବାହ୍ନରେ ଯାନ୍ତ୍ରିକ ବିଦ୍ୟାଳୟରେ ଉଦ୍ଘାଟିତ ହେବ ICAMPD -2019। ମେକାନିକାଲ ପ୍ରୋସେସିଂ ଓ ଡିଜାଇନ୍ ବିଷୟରେ ହେବ ଅନ୍ତର୍ଜାତୀୟ ସମ୍ମୀଳନୀ। ୨-ଆଜି ବିଜେପୁର ମଇଦାନରେ ନବୀନଙ୍କୁ ଟକ୍କର ଦେବେ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୩-ଦଶ ତାରିଖରେ ବଡ଼ଓଷା,ପ୍ରଭୁ ଧବଳେଶ୍ଵରଙ୍କ ପଞ୍ଚକ ଯାତ୍ରା ପାଇଁ ପ୍ରସ୍ତୁତି,୨୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ,ଡଙ୍ଗା ଭଡ଼ା ରହିବ ୨୦ ଟଙ୍କା। ୪-କେନ୍ଦ୍ରାପଡ଼ା: ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର, ଭିଡିଓ […]

୧-ବିଜେପିକୁ ବାଏ ବାଏ କରିଦେଲେ ବରିଷ୍ଠ ନେତା ଦାମ ରାଉତ, ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଥିବା କହିଲେ। ୨-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଫୁଲବାଣୀରେ ହେବ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ୍। ୩-ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ଆଧାର ସଂଯୋଗ ହେବ ଆଡମିଟ କାର୍ଡରେ। ୪-‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ଜନ୍ମଦିନ ପାଳିଲେ ନବୀନ, ଗୋଟିଏ ଦିନରେ ୧୨,୩୨୫ ୟୁନିଟ୍ ରକ୍ତ ସଂଗ୍ରୁହୀତ। ୫-ଭୁବନେଶ୍ୱରରେ ରୋବ ରେଷ୍ଟୁରାଣ୍ଟ -ଗ୍ରାହକଙ୍କୁ […]

୧-ମୋ ସରକାର: ୧୨୦ ଜଣଙ୍କୁ କଲ୍ ପରେ ୪ ଜିଲ୍ଲା ହସ୍ପିଟାଲରେ ବେଡ୍ ବଢ଼ାଇଲେ ନବୀନ। ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବ୍ୟୟ ହେବ ୪୦୦ କୋଟି। ୨-ଆଜି ଡଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମ ଦିନ। ୩-ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ, ସୁରକ୍ଷା ବୈଠକ ଡାକିଲେ DGP। ୪-KIIT ବିଶ୍ୱବିଦ୍ୟାଳୟ ପରିସରରେ ୨୦୨୦ ଜାନୁୟାରୀରେ ଆୟୋଜନ ହେବ ପ୍ରଥମ ବୃହତ ଆଇଟି କନ୍‌ଭେନ୍‌ସନ। ୫-ପୁଣି ଜଣେ ଭାରତୀୟ ଆମେରିକୀୟ […]

୧-ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ। ୨-କୁଆଁର ପୁନେଇରେ ଚମକିଲେ ଚାନ୍ଦ : ଦୂତୀ ପୁଣି ଜିତିଲେ ସ୍ୱର୍ଣ୍ଣ, ଏଥର ୨୦୦ ମିଟର ଦୌଡ଼ରେ। ଝାଡ଼ଖଣ୍ଡ ରାଞ୍ଚି ଠାରେ ଆୟୋଜିତ ୫୯ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଦୂତୀ ୨୩.୧୭ ସେକେଣ୍ଡେ ପ୍ରଥମ ହୋଇଛନ୍ତି । ୩-ନନ୍ଦନକାନନ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ୧୮ ଜଣ ପରୀକ୍ଷାର୍ଥୀ ଅଟକ, ଟ୍ରେନ୍‌ରେ ଯାତ୍ରୀଙ୍କୁ କରୁଥିଲେ ଦୁର୍ବ୍ୟବହାର। ୪-ଲାଇଫ୍ ବିଗିନ୍‌ସ ଏଟ୍ ଫର୍ଟି-ଓଡିଶାର […]

କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀର ଭାନପୁର ପଞ୍ଚାୟତ ଅଧୀନସ୍ଥ ରାକ୍ସି ଗ୍ରାମର ଜନକ ଋଷିବାଗ,ପିତା-ରାମଚନ୍ଦ୍ରବାଗ ଏବଂ ଘୋଡ଼।ବନ୍ଧ ପଞ୍ଚାୟତ ର ଲମସିଙ୍ଗା ଗ୍ରାମର ସୁନ୍ଦର ପଧାନ ପିତା-ଆନନ୍ଦ ପଧାନ ଅଧାର ନମ୍ବର-915747530139 ଅଟେ, ଦୁହେଁ 2019 ନିର୍ବାଚନ ପ୍ରଥମଚରଣରେ ମତଦାନ ଦେବାପାଇଁ ନିକଟସ୍ଥ ଲମସିଙ୍ଗା ଗ୍ରାମର ୟୁପିଏସ ସ୍କୁଲ କୁ (81)ନମ୍ବର ଜୋନ ଏବଂ ବୁଥ ନମ୍ବର-143 କୁ ଯାଇଥିଲେ,କିନ୍ତୁ ସେଠାରେ ଥିବା ପ୍ରିଜ।ଣ୍ଡିଙ୍ଗଅଫିସର ତୁମର ନାମ ନାହିଁ,ତୁମକୁ […]

କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲାର ଲୋକସଭା ଓ ୫ ବିଧାନସଭା ପାଁଇ ଆସନ୍ତାକାଲି ନିର୍ବାଚନ ହେବାକୁ ଥିବାବେଳେ ଆଜି ଜୟପାଟଣା ଠାରେ ନିର୍ବାଚନୀ ସ୍କ୍ୱାର୍ଡ ଦ୍ୱାରା ଏକ ଇନୋଭା ଗାଡ଼ିରୁ ଲାଞ୍ଜିଗଡ ବି.ଜେ.ଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ଙ୍କ ସମର୍ଥକ ଗାଡି OR 02 BC 2442 ଇନୋଭା ଗାଡ଼ିରୁ ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ ହୋଇଥିବା ବେଳେ ବି.ଜେ.ଡି […]

କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବକିଥିବାବେଳେ ଆଜି ପ୍ରଚାରର ଶେଷ ଦିନରେ ନର୍ଲା ନିର୍ବାଚନ ପହଞ୍ଚି ଭୋଟ ଭିକ୍ଷା କରିଥିଲେ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ମା ମାନିକେଶ୍ୱରୀ ଙ୍କ ଦର୍ଶନ ପରେ ନର୍ଲା ନିର୍ବାଚନୀ କ୍ଷେତ୍ରରେ ତୁଲାପଡା ଖେଳ ପଡିଆ ଠାରେ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଇ ଗତାନୁଗତିକ ଭାବେ ” ଆପନ ମାନେ […]

Pin It on Pinterest