ବାସ୍ତବ ବ୍ୟୁରୋ: ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଅନୁଗୁଳ ସହର ଶଙ୍କର ସିନେମା ରୋଡ୍ ସ୍ଥିତ ‘ମଙ୍ଗଳମ୍‌’ କପଡ଼ା ସୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ସୋ’ ରୁମ୍‌ରେ ସନ୍ଧ୍ୟା ସମୟରେ ଗ୍ରାହକଙ୍କ ଭାରି ଭିଡ ଥିବାବେଳେରେ ହଠାତ୍‌ ଦୋକାନ ପ୍ରବେଶ ପଥର ବାମ ପଟେ ଖଞ୍ଜା ହୋଇଥିବା ବିଦ୍ୟୁତ୍‌ ପ୍ୟାନେଲ୍‌ ବୋର୍ଡରେ ସର୍ଟ ସର୍କିଟ୍ ହୋଇଥିଲା। ସେହିଠାରୁ ନିଆଁ ସୂତ୍ରପାତ ହୋଇ ଧୀରେ ଧୀରେ ବ୍ୟାପକ […]

ବାସ୍ତବ ବ୍ୟୁରୋ: ଆଜି ଜମ୍ମୁ ଓ କାଶ୍ମୀରର ଉଧାମପୁର ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଛି। ତେବେ ଏହି ଦୁର୍ଘଟଣାରେ ଶ୍ରୀ ରିଜିଜୁଙ୍କର କିଛି କ୍ଷତି ହୋଇ ନାହିଁ। ସେହିଭଳି ଏଥିରେ ଅନ୍ୟ କେହି ମଧ୍ୟ ଆହତ ହୋଇନାହାନ୍ତି। ଟ୍ରକ୍‌ଟି କିରଣ ରିଜିଜୁଙ୍କ କାରକୁ ଧକ୍କା ଦେବା ପରେ ଅନ୍ୟ ଗାଡ଼ିରେ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ଧାଇଁ ଯାଇ କାରର ଡୋର୍ […]

ସଂଜୟ ଶତପଥୀ(କଟକ):କଟକ ନଗର ଜିଲ୍ଲା ବିଜେପି ଓବିସି ମୋର୍ଚା ତରଫରୁ କଲେଜ଼ଚ୍ଛକ ସ୍ଥିତ ପାଟରା ସାହି ଠାରେ ମୋର୍ଚ୍ଚା ସଭାପତି ମହେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଗାଁ ଗାଁ ଚାଲ,ଘର ଘର ଚାଲ ଅଭିଯାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓବିସି ବର୍ଗଙ୍କ ପାଇଁ ନଅ ବର୍ଷ ଧରି କରିଥିବା ବହୁ ବିକାଶ ମୂଳକ କାର୍ଯ୍ୟ, ଏହି ବର୍ଗ ପାଇଁ 27%ସଂରକ୍ଷଣ ସମ୍ବନ୍ଧରେ କାର୍ଯ୍ୟକର୍ତ୍ତା ମାନେ ଜନ ସଚେତନତା […]

ସଂଜୟ ଶତପଥୀ(କଟକ)୦୫/୦୪ : ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ହେଉଛି ଐତିହାସିକ ସହର କଟକ । ଓଡିଶାକୁ ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର କରିଛନ୍ତି ତାହାକୁ ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନରେ ଧ୍ୱଂସ କରିବ ।ଓଡ଼ିଶାର ବିକାଶ ଓ ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟ କରିବ ବିଜେପି । ଆଗାମୀ ୨୦୨୪ ନିର୍ବାଚନ ପାଇଁ ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମା’ କଟକଚଣ୍ଡୀ ମନ୍ଦିରକୁ ଯାଇ […]

ବାସ୍ତବ ବ୍ୟୁରୋ: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା । ଖାତାଦେଖାକୁ ସରଳୀକରଣ କରିବାକୁ ଯାଇ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଏହାକୁ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ ଚାଲିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୨୩ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। […]

ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସାରା ଭାରତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଓଡ଼ିଶାରେ କାର୍ଯ୍ୟ କରୁଥିବା ଓଡିଶା ରାଜ୍ୟ ପୋଲିସ୍ ବିଭାଗ ସୁଦକ୍ଷ ବୋଲି ଓଡ଼ିଶା ସରକାର ଡିଣ୍ଡିମ ପିଟୁଥିବା ବେଳେ ଗୃହ ବିଭାଗ ର ସ୍ବଚ୍ଛତା ଓ ଓଡ଼ିଶା ପୋଲିସ ବିଭାଗର‌ ଦକ୍ଷତା ର ଜ୍ଵଳନ୍ତ ଉଦାହରଣ ଦିଏ କଟକ ଜିଲ୍ଲା ଗତିରାଉତ ପାଟଣା ର ଯୁବକ ଧନେଶ୍ଵର ବେହେରାଙ୍କ ହତ୍ୟାକାଣ୍ଡ। ଖବର […]

ବାସ୍ତବ ବ୍ୟୁରୋ: ଆଜି (ମଙ୍ଗଳବାର)ଠାରୁ ଆରମ୍ଭ ହେଉଛି ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ଗୋପାଳଗଡ଼ସ୍ଥିତ ୧୯ ତମ ଲୋକ ମହୋତ୍ସବ । ମାଙ୍କ ଯାତ୍ରା ପାଇଁ ସମଗ୍ର ତାଳଚେର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ତାଳଚେର ଉପଖଣ୍ଡ ତଥା ତାଳଚେର ଉପଜିଲ୍ଲାପାଳ ଏବଂ ଟ୍ରଷ୍ଟବୋର୍ଡ ପକ୍ଷରୁ ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ମାଆ ବର୍ଷକୁ ଥରେ ଅଗ୍ନି […]

ପ୍ରମୋଦ ନାୟକ(ଭୁବନେଶ୍ୱର) ତା.୦୧/୦୪: ଷୋଡଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୨୧ ଫେବୃଆରୀ ରୁ ଆସନ୍ତା ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟ ଦିବସ ନିର୍ଘଂଟ ହୋଇଥିଲା । କିନ୍ତୁ ହଠାତ୍ ଅଗଣତାନ୍ତ୍ରିକ ଉପାୟରେ ଗତକାଲି ଅଧିବେଶନ ବନ୍ଦ କରାଯାଇଛି । ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରେ ବିନା ଆଲୋଚନାରେ ରାଜ୍ୟ ସରକାର କାହିଁକି ହଠାତ୍ ସ୍ୱେଚ୍ଛାଚାରିତଭାବେ ବିଧାନସଭା ବନ୍ଦ କରିଦେଲେ ଏହାର ଉତର ରଖନ୍ତୁ । ଏ ସରକାର […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ପଵିତ୍ର ରାମ ନବମୀ ଅବସରରେ ଚାନ୍ଦବାଲି, ମତୋ ଓ ଘଣ୍ଟେଶ୍ବର ଅଞ୍ଚଳ ରୁ ଶ୍ରୀ ରାମଚନ୍ଦ୍ର ଙ୍କ ମେଢ ବାହାର କରାଜାଇ ଏକ ବଡ ପଟୁଆର ରେ ନିଆଯାଇ ଭଦ୍ରକ ସହର ପରିକ୍ରମା କରି ଭଦ୍ରକ ଗାନ୍ଧୀ ପଡିଆ ମଧ୍ୟରେ ପ୍ରବେଶ କରାଇବାର କାର୍ଯ୍ୟକ୍ରମ ଧୁମଧାମରେ ଶେଷ ହୋଇଛି । କୁହାଯାଏ ଆଜିର ଦିନରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଲଙ୍କାକୁ ଵିଜୟ କରିବା ସହିତ ଆଜିର ଦିନରେ […]

ସନ୍ତୋଷ ପାତ୍ର(ନର୍ଲା): ନର୍ଲାରାଡ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ଙ୍କୁ ୨୦୧୭ ମସିହା ପାଇଁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର (ରାଜ୍ୟପାଳ ପୁରସ୍କାର)ରେ ସମ୍ମାନିତ କରାଯାଇଛି। ପବିତ୍ର ଉତ୍କଳ ଦିବସ ଅବସରରେ ଶ୍ରୀଯୁକ୍ତ କର ସମେତ ରାଜ୍ୟର ୫୭ ଜଣ କୃତି ଶିକ୍ଷକ ଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଛି। ଶ୍ରୀଯୁକ୍ତ କର ବିଜ୍ଞାନର ଜଟିଳ ବିଷୟକୁ ସ୍ବଳ୍ପ ମୂଲ୍ୟ ବା ବିନା […]

Pin It on Pinterest