ବାସ୍ତବ ବ୍ୟୁରୋ: ମୌସୁମୀ ନିମ୍ନ ଚାପ ରେଖା ଆଜି (ସୋମବାର) ରାଜସ୍ଥାନର ବିକେନାରରୁ ବାହାରି, ଉତ୍ତର-ପୂର୍ବ ରାଜସ୍ଥାନ ଉପରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ଲକ୍ଷ୍ନୌ, ବିହାରର ପାଟନାରୁ ପୂର୍ବଦିଗରେ ମଣିପୁର ଯାଏଁ ଲମ୍ବିଛି। ଏହା ବାୟୁମଣ୍ଡଳରେ ୩.୧ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ […]
ରାଜ୍ୟ
ବରଗଡ଼(ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ-୯ ଲାଦେର ପାଲି ବସ୍ତି ସ୍ଥିତ ଆଇଓ ସିଏଲ୍ କଲ୍ୟାଣ ମଣ୍ଡପ ଠାରେ ଗ୍ରାମର ସ୍ବର୍ଗତ ବିବେକାନନ୍ଦ ଗଡତିଆ ଙ୍କ ସ୍ମୃତି ଅବସରରେ ଲାଦେର ପାଲି ଯୁବ ସମାଜ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଗ୍ରାମର ଯୁବ ତଥା ପୁରୁଷ ମାନଙ୍କ ସହ ୪ଜଣ ମହିଳା ନନ୍ଦିନୀ ଗଡତିଆ,ବବ୍ ଲି […]
ବାସ୍ତବ ବ୍ୟୁରୋ: ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଶସ୍ତାରେ ପରିବା ବିକ୍ରି କରାଯାଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଘର ଗେଟ୍ ଆଗରେ ପରିବା ବିକ୍ରି କରିଛି ଛାତ୍ର କଂଗ୍ରେସ। ପରିବା ଦର ବର୍ତ୍ତମାନ ଆକାଶଛୁଆଁ ହୋଇଛି । ଅଧିକାଂଶ ପରିବାର ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି । ତେବେ ଛାତ୍ର କଂଗ୍ରେସ ଆଜି ଏହାର ପ୍ରତିବାଦ କରିଛି । ଟମାଟୋ କିଲୋପିଛା ୫୦ ଟଙ୍କା, […]
ବାସ୍ତବ ବ୍ୟୁରୋ: ସମ୍ବଲପୁରସ୍ଥିତ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲୱେ ଟ୍ରାକ୍ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍। ବସ୍ ଧକ୍କାରେ ରେଲୱେ ଟ୍ରାକ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ତେବେ ଏହି ଦୁର୍ଘଟଣାରେ ବସ୍ ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଭୁବନେଶ୍ବରରୁ ବରଗଡ଼ ଆସୁଥିବା ନଡ଼ିଆରାଣୀ ବସ୍ ଭାରସାମ୍ୟ ହରାଇ ସମ୍ବଲପୁରସ୍ଥିତ […]
କଟକ (ନି.ପ୍ର): ତ ଜୁଲାଇ ୬ ତାରିଖ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି କଟକ ନଗର ଶାଖା ତରଫରୁ ବିଶିଷ୍ଟ ଦେଶ ଭକ୍ତ ଭାରତୀୟ ଜନ ସଙ୍ଘ ପ୍ରତିଷ୍ଠାତା ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ଜୟନ୍ତୀ ବଙ୍ଗାଳିସାହି ସ୍ଥିତ ମା ସାରଳା ଭବନରେ ପାଳିତ ହୋଇଯାଇଛି । କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ସଭାପତିତ୍ବ ରେ ହୋଇଥିବା ଏହି ସଭାରେ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସମାଜସେବୀ […]
ସଂଜୟ ଶତପଥୀ(କଟକ): ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳରେ,ରାସ୍ତାରେ ବୁଲୁଥିବା ଗାଈଗୋରୁ ମାନଙ୍କୁ କଟକ ମହାନଗର ନିଗମ ପକ୍ଷରୁ ନିୟୋଜିତ ହୋଇଥୂବା କର୍ମଚାରୀମାନେ ଧରି କଟକ ସତୀଚୈ।ରାସ୍ଥିତ କାଞ୍ଜିଆହୁଦାରେ ରଖିଥାଆନ୍ତି, ଏବଂ ସରକାରୀ ନିୟମ ଅନୁଯାୟୀ ଘରୋଇ ଗାଈଗୋରୁମାନଙ୍କ ମାଲିକ ମାନଙ୍କ ଠାରୁ ରସିଦ୍ ଦେଇ ଜୋରିମାନା ଆଦାୟ କରି ଗାଈ କୁ ଛାଡିଦିଅନ୍ତି। କିନ୍ତୁ ସଂପ୍ରତି ଏହି କାଞ୍ଜିଆହୁଦାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। କାଞ୍ଜିଆହୁଦାର କର୍ମଚାରୀମାନେ ବିନା ରସିଦରେ […]
ବାସ୍ତବ ବ୍ୟୁରୋ: ସମଗ୍ର ରାଜ୍ୟରେ ଜୋରରେ ମାଡି ଚାଲିଛି ଆଖିଧରା ରୋଗ । ବିଶେଷ କରି ବିଦ୍ୟାଳୟ ଗୁଡିକ କେମିତି ଆଖିଧରା ରୋଗ ସଂକ୍ରମଣର ହଟସ୍ପଟ୍ ପାଲଟିଛି । ଏମାନେ ହେଉଛନ୍ତି ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ୫୩ ଜଣ ଛାତ୍ର ଆଖି ଧରା ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଧାଡି ହୋଇ ଛିଡା ହୋଇଛନ୍ତି । କାହାର ଆଖି ଲାଲ […]
ବାସ୍ତବ ବ୍ୟୁରୋ: ବହୁ ଚର୍ଚ୍ଚିତ ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଆଜି (ଶୁକ୍ରବାର) ୩ ଜଣଙ୍କୁ ଗିରଫ କରିଛି ସିବିଆଇ। ଗିରଫ ରେଳ କର୍ମଚାରୀମାନେ ହେଉଛନ୍ତି- ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର। ଜାଣିକି ଅପରାଧ ଘଟାଇବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଏହି ତିନି ଜଣଙ୍କୁ ଗିରଫ କରାଯାଇଛି। ଆଇପିସି ଧାରା ୩୦୪ ଏବଂ ୨୦୧ରେ ଏହି ୩ ଜଣଙ୍କୁ ଗିରଫ କରାଯାଇଛି। ଗତ […]
ସଂଜୟ ଶତପଥୀ(କଟକ): କଟକ ଜିଲ୍କା ଆଠଗଡ ବ୍ଲକର ମଞ୍ଚେଶ୍ୱର ଠାରେ ଥିବା ପ୍ରସିଦ୍ଧ ଧବଳେଶ୍ବର ମହାଦେବଙ୍କ ପୀଠକୁ ଯାତାୟତ ନେଇ ଲାଗିରହିଥିବା ବିବାଦର ଅନ୍ତ ଘଟିଛି । ଶ୍ରଦ୍ଧାଳୁଙ୍କ ଠାରୁ ପୂଜକ ସମସ୍ତେ ଖୁସ । ଏହି ପୀଠକୁ ଯିବା ପାଇଁ ନା ରହିବ ଡଙ୍ଗାର ଭୟ ନା ରହିବ ଝୁଲା ପୋଲ ର ଭୟ । କଂକ୍ରିଟ ସେତୁ ନିର୍ମାଣ ପରେ ବାନ୍ଧି ହେଲା ଭକ୍ତ ଓ ଭଗବାନ […]
ପ୍ରତାପ ଦାସ(ନବରଙ୍ଗପୁର):ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ା ପଞ୍ଚାୟତର ନୂଆଗୁଡା ଠାରେ ମହାତ୍ମା ଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସ୍ପଷ୍ଟ ଦିବାଲୋକରେ ଚାଲିଛି ବେଧଡକ ଲୁଟତରାଜ l କିନ୍ତୁ ପ୍ରଶାସନ ନିରବ lଦିନ ଦିପହରେ ଚାଲିଛି ୨ଟି ଜେସିବି ମେସିନ ଦ୍ୱାରା କାମ l କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ନିଜ ଗ୍ରାମରେ କର୍ମ ନିଯୁକ୍ତି ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ବେଳେ କିଛି ଯନ୍ତ୍ରୀ […]


