ଡ଼.ନବକିଶୋର ମିଶ୍ର ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଦିୱାଲୀ ବା ଦୀପାବଳି ଅନ୍ୟତମ | ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ଦିୱାଲୀ ପାଳନ କରାଯାଏ।ଏହି ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତାରିଖ ୨୪ ଅକ୍ଟୋବରରେ | ଏଭଳି ପରିସ୍ଥିତିରେ ୨୪ ଅକ୍ଟୋବରରେ ଦୀପାବଳିର ପର୍ବ ପାଳନ କରାଯିବ | ବିଶ୍ୱାସ କରାଯାଏ ଯେ ଏହି ଦିନ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରିବା ଦ୍ୱାରା ଘରେ […]

ବାସ୍ତବ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ଗତ ୧୭ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି। ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ‌ହୋଇଛନ୍ତି। ଦୀର୍ଘ ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳର ନେତୃତ୍ୱ ନେବେ ଜଣେ ଅଣଗାନ୍ଧୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ତାଙ୍କୁ ମିଳିଛି ୭ ହଜାର ୮୯୭ ଭୋଟ୍। ସେହିପରି ତାଙ୍କ […]

ସଂଜୟ ଶତପଥୀ(କଟକ): ଆଗାମୀ କଟକ ବାଲିଯାତ୍ରାରେ ପ୍ଲଟ ଆବଣ୍ଟନରେ ମୂଲ୍ୟ ବୃଦ୍ଧି ନେଇ ଭାଜପା କଟକ ନଗର ତରଫରୁ କଟକ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଓ ପ୍ରତିବାଦ ସଭା କରା ଯାଇଥିଲା। କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣ ଧାରଣା ରେ ବକ୍ତା ମାନେ ପ୍ଲଟ ମୂଲ୍ୟ ବୃଦ୍ଧି ତଥା ନିଲାମ ପଦ୍ଧତି ନେଇ ତୀବ୍ର ପ୍ରତିକ୍ରିୟା […]

ବାସ୍ତବବ୍ୟୁରୋ:କଂଗ୍ରେସ ହାଇକମାଣ୍ଡ ହିମାଚଳ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ତାଲିକା ପ୍ରକାଶ କରିଛି। କେନ୍ଦ୍ର ନିର୍ବାଚନ କମିଟି (ସିଇସି) ବୈଠକରେ ବହୁ ମନ୍ଥନ ପରେ ଦଳ ୪୬ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହିମାଚଳ ପ୍ରଦେଶରେ ୨୦ ଜଣ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କୁ ପୁଣି ଟିକେଟ୍ ଦିଆଯାଇଛି।ଶିମଲା ସହରୀ ସମେତ ୨୨ ଟି ସିଟ୍ ପାଇଁ ଟିକେଟ ଅଘୋଷିତ ଅଛି । କିନ୍ନର ବିଧାୟକ ଜଗତ […]

ବାସ୍ତବବ୍ୟୁରୋ:ସ୍ପେନରେ ଆୟୋଜିତ ଅଣ୍ଡର -୨୩ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଗ୍ରୀକୋ-ରୋମାନ କୁସ୍ତିରେ ୭୭ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଭାରତର ସାଜନ ଭାନୱାଲା ଇତିହାସ ସୃଷ୍ଟି କରିଛି। ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଗ୍ରୀକୋ-ରୋମାନ କୁସ୍ତିରେ ସେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି। ରିପେକେଜ୍ ଫାଇନାଲରେ ସେ ୟୁକ୍ରେନର ଡିମିଟ୍ରୋ ଭାସେଟସ୍କିଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ବାସ୍ତବବ୍ୟୁରୋ:ଆଜି ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟରେ ପହଞ୍ଚିବେ। ଏଠାରେ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ୧୫,୬୭୦କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ କରିବେ। PMO ଏହି ବିଷୟରେ ସୂଚନା ଅଂଶୀଦାର କରିଛି | PMO ଅନୁଯାୟୀ, ଅକ୍ଟୋବର ୧୯ ଏବଂ ୨୦ ରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତ କରିବେ। ବୁଧବାର ଦିନ ସେ ଗାନ୍ଧିନଗରର ମହାତ୍ମା ମନ୍ଦିର ସମ୍ମିଳନୀ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ […]

କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା ଓ ଆସନ୍ତା ଏହି ଉତ୍ସବରେ କଟକ ପ୍ରଶାସନର ପ୍ଲଟଵଣ୍ଟନରେ ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଦାବୀପତ୍ର ପ୍ରଦାନ। ସଂଜୟଶତପଥୀ(କଟକ):ପ୍ରାଚୀନ ଉତ୍କଳର ରାଜଧାନୀ, ଐତିହାସିକ ସହର, ଉତ୍କଳର କଳା ପରମ୍ପରା, ସଂସ୍କୃତି ଆ-କା-ମା-ବୈ କୁ ଯାବୁଡି ରଖୂଥୂବା ରୂପାର ସହର କଟକ । ବହୁ ପୁରାତନ କାଳରୁ ହୋଇଆସୁଥିବା ଐତିହାସିକ ବାଲିଯାତ୍ରା ଉତ୍ସବ ଖାଲି ଓଡ଼ିଶା କିମ୍ବା […]

ପ୍ରମୋଦ ନାୟକ(ଭୁବନେଶ୍ୱର)୧୮।୧୦: ସାମ୍ଭବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ହେଡ୍‌ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ।ଉପକୂଳବର୍ତ୍ତୀ ସାତ ଜିଲ୍ଲାଗୁଡିକୁ ସତର୍କ ଜାରି କଲେ ସରକାର । ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍‌ କ୍ୱାର୍ଟର୍ସ ନଛାଡିବାକୁ ନିର୍ଦ୍ଦେଶ । ବାତ୍ୟାର ପୂର୍ବ ପ୍ରସ୍ତୁତି […]

ଭୁବନେଶ୍ବର: ବଢ଼ିଲା ବାତ୍ୟା ଆଶଙ୍କା,ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା । ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ବ୍ଲକ ଭାଗବତପୁର ପଞ୍ଚାୟତର ଜନପ୍ରିୟ ପୋଷ୍ଟମାଷ୍ଟର ଦୁର୍ଗାପ୍ରସାଦ ପତି (ସମସ୍ତଙ୍କ ବାପୁଜୀ ନାନା)ଙ୍କର ଗତ ୧୬ ତାରିଖରେ କଟକ ବଡ଼ ମେଡିକାଲରେ ଦେହାନ୍ତ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷା ବୟସ ହୋଇଥିଲା |ସୂଚନା ଅନୁଯାଇ ଗତ ୧୪ ତାରିଖରେ ବଳଦେବଜୀଉ ଦର୍ଶନପାଇଁ ନିଜ ବାଇକ ଯୋଗେ ଯାଉଥିବା ସମୟରେ ଡୁହୁରିଆ ନିକଟରେ ଏକ ଅଜଣା ଗାଡି ଧକ୍କା ରେ ତାଙ୍କ ମୁଣ୍ଡରେ […]

Pin It on Pinterest