ବାସ୍ତବବ୍ୟୁରୋ:ବଲିଉଡର ଲୋକପ୍ରିୟ କାହାଣୀକାର ତଥା ନିର୍ଦ୍ଦେଶକ ଇସମାଇଲ ଶ୍ରଫଙ୍କ ଗୁରୁବାର (ଆଜି)ସକାଳେ ଦେହାନ୍ତ ହୋଇଛି। ସେ ୬୨ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ,ମସ୍ତିଷ୍କ ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କ୍ୟାରିଅର୍ ରେ ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, କିନ୍ତୁ ୮୦ ଦଶକରେ ନିର୍ମିତ ‘ଥୋଡି ସି ବେୱାଫାଇ’ ଚଳଚ୍ଚିତ୍ରରୁ ଅଧିକ ଖ୍ୟାତି […]

ନବୀନ ଦାଶ(ବରଗଡ):୨୬/୧୦- ବରଗଡ଼ ଜିଲ୍ଲା ଅତାବିରା ରେଙ୍ଗାଲି କେମ୍ପ କେନାଲ କଲୋନୀ ସ୍ଥିତ ମାଁ ଶ୍ୟାମାକାଳୀ ଙ୍କ ଗତ ୨୩ତାରିଖ ଦିନ ଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ସହ ଗମ୍ଭିରା ପ୍ରବେଶ ସମ୍ପନ୍ନ ହୋଇଛି । ୨୪ତାରିଖ ଦିନ ମାଁ ଙ୍କ ନବ ନିର୍ମିତ ପିତ୍ତଳ ବିଗ୍ରହ ଶସ୍ୟା ଭିଷେକ ସହ ଚଣ୍ଡୀ ହୋମ, କୁଷ୍ମାଣ୍ଡ ବଳି ଆଦି ନୀତିକାନ୍ତି ଷୋଡ଼ଶ ଉପଚାର […]

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ସମ୍ବିତ୍ ପାତ୍ର ନୂଆଦିଲ୍ଲୀ ଠାରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି,ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଅସାଧୁ ଉପାୟରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପରିପେକ୍ଷୀରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଧାମନଗରରେ […]

ବାସ୍ତବବ୍ୟୁରୋ:ସଂଯୁକ୍ତରାଷ୍ଟ୍ର ଆମେରିକାରରୁ ପର୍ତ୍ତୁଗାଲ ପର୍ଯ୍ୟନ୍ତ ଅନେକ ଦେଶରେ ମୂଳ ଭାରତୀୟ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ଏହି ତାଲିକାରେ ରୁଷି ସୁନାକ ମଧ୍ୟ ଯୋଗ ଦେଇଛନ୍ତି। ବର୍ତ୍ତମାନ ଏହି ସାତୋଟି ଦେଶରେ ଭାରତୀୟ ମୂଳ ନେତାମାନେ ଶୀର୍ଷ ସ୍ଥାନରେ ଅଛନ୍ତି। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ପ୍ରବୀଣ କୁମାର ଜଗନ୍ନାଥ ମରିସସର ପ୍ରଧାନମନ୍ତ୍ରୀ ଅଟନ୍ତି। ଏହାପୂର୍ବରୁ ସେ କ୍ୟାବିନେଟରେ ଅନେକ ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେ ଏକ ଭାରତୀୟ […]

ବାସ୍ତବବ୍ୟୁରୋ: ମଲ୍ଲିକାର୍ଜୁନ ଖାର୍ଗେ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ଭାବରେ ଶପଥ ଗ୍ରହଣ କରିବେ। ସକାଳ ୧୦ ଟାରେ AICC ମୁଖ୍ୟାଳୟରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ | ଏହି ସମୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ସମସ୍ତ ବଡ ନେତା ଉପସ୍ଥିତ ରହିବେ। କଂଗ୍ରେସ ସଭାପତି ପଦରେ ପହଞ୍ଚିଥିବା ଖାର୍ଗେ ହେଉଛନ୍ତି ଦ୍ୱିତୀୟ ଦଳୀୟ ନେତା। ଏହା ବ୍ୟତୀତ ସେ ଏହି ପଦବୀରେ ଅବସ୍ଥାପିତ […]

ବାସ୍ତବ ବ୍ୟୁରୋ: ଭାରତରେ ମେସେଜିଂ ଆପ୍ ହ୍ୱାଟସ୍‌ ଆପ୍ ଆଜି (ମଙ୍ଗଳବାର) ମଧ୍ୟାହ୍ନରେ ଡାଉନ ହୋଇଯାଇଛି। ଲୋକେ ଏହି ଆପ୍‌ ରେ ମେସେଜ୍ ପଠାଇବା ଓ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହ୍ୱାଟସ୍‌ ଆପରେ ମେସେଜ୍ ସେଣ୍ଡ କଲେ ଏରର ଦେଖାଉଛି। ଦେଶରେ ହ୍ୱାଟସ୍‌ ଆପ୍ ଡାଉନ ପଡିବାର ଅଭିଯୋଗ ଲୋକେ ସୋସିଆଲ୍ ମିଡ଼ିଆ ରେ ମଧ୍ୟ କଲେଣି। ହ୍ୱାଟସ୍‌ ଆପ୍ ଡାଉନ ପଡିବା ଯୋଗୁ ବିଶ୍ୱରେ କୋଟିକୋଟି ଲୋକେ […]

ଜୟନ୍ତ ଶତପଥୀ(ଡେରାବିଶ): ଡେରାବିଶ ବ୍ଲକ ଅଞ୍ଚଳରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୩ ଜଣ ଗୋଷ୍ଠୀ ସମୂଳ ଶିକ୍ଷକ ଏବଂ ୯ଜଣ ଅର୍ନ୍ତ ନିବେଶୀ ଶିକ୍ଷା ସୂେଚ୍ଛା ବେସୀଙ୍କ ନିଷ୍ଠାପର କାର୍ଯ୍ୟ ବ୍ଲକର ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତୀ ତଥା ସେମାନଙ୍କର ଅଭିବାବକଙ୍କ ମନରେ ଆଶାର ଆଲୋକ ଆଣିଦେଇଛି । ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାପାଇଁ ସରକାରଙ୍କ ତରଫରୁ ଯେଉଁ ସବୁ […]

ନବୀନ ଦାଶ(ବରଗଡ): ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ଆଜାଦୀ କପ ଲିଗ ମେଚ ଫାଇନାଲ ତଥା ଅନ୍ତିମ ଦିବସ ରେ ବହଲପାଲି ଏକାଦଶ ଓ ଜାମଡୋଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହଲପାଲି ଏକାଦଶ ୧/୦ ଗୋଲ ରେ ବିଜୟୀ ହୋଇଥିଲେ ।ରେଫରୀ ଭାବେ ଶିବାନନ୍ଦ ଦାଶ, ପଂଚାନନ ପାତ୍ର ଓ ଅଶ୍ଵିନି ମେହେର ଖେଳ ପରିଚାଳନା କରିଥିଲେ। ଫୁଟବଲ ମହୋତ୍ସବ ର […]

ବରଗଡ଼,୨୪.୧୦(ନବୀନ ଦାଶ):ଆସନ୍ତା ଅକ୍ଟୋବର ୩୦ ତାରିଖ ଦିନ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ ହେବାକୁ ଥିବା ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଇଁ ସ୍ଥାନୀୟ ଏ.ଇ. ଏମ୍ .ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସ୍ମୃତି କମିଟି ର ଅଧ୍ୟକ୍ଷ ଡ଼.ତପସ୍ଵିନୀ ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକ ରେ ସ୍ମୃତି କମିଟୀ ର ସଦସ୍ୟ ମାନେ ଉପସ୍ଥିତ […]

ବାସ୍ତବବ୍ୟୁରୋ:ସୈନିକମାନଙ୍କ ସହ ଦିୱାଲୀ ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲରେ ପହଞ୍ଚିଛନ୍ତି। ୨୦୧୪ ରେ ପ୍ରଥମ ଥର ପାଇଁ ସେ ସୈନିକମାନଙ୍କ ସହ ଦିୱାଲୀ ପାଳନ କରିଥିଲେ। ସେହି ଦିନଠାରୁ, ପ୍ରତିବର୍ଷ ସେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିଜ ଘରୁ ଦୂରରେ ରହୁଥିବାସୈନିକମାନଙ୍କ ସହିତ ଦୀପାବଳି ପର୍ବ ପାଳନ କରିଆସୁଛନ୍ତି ।

Pin It on Pinterest