ସଞ୍ଜୟ ଶତପଥୀ(କଟକ):ନକଲି ଔଷଧ କାରବାର ମାମଲାରେ କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ । ନକଲି ମେଡିସିନ କାରବାର ମାମଲାରେ ସେମାନଙ୍କୁ ପଚରାଉଚରା କରାଯିବ । ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି । କଟକ ଡିସିପି ସୂଚନା ଅନୁଯାଇ, ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ ସିଲ ବି କରାଯାଇପାରେ […]
ରାଜ୍ୟ
ଏସ୍.ବାସ୍ତବ: ମଦ ଦୁର୍ନୀତିର ତଦନ୍ତର ସମ୍ମୁଖୀନ ହେଉଥିବା ଦିଲ୍ଲୀ ସରକାର ଏବେ ପୁଣି ଲୋୟର ଫ୍ଲୋର ବସ୍ କିଣିବାରେ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ଏଲଜି ଭି.କେ ସକ୍ସେନା ରବିବାର ଦିନ ଏହି ମାମଲାର ସିବିଆଇ ଯାଞ୍ଚକୁ ଅନୁମୋଦନ କରିଛନ୍ତି। ଏହି ଅଭିଯୋଗ ଦିଲ୍ଲୀ ପରିବହନ ନିଗମ (ଡିଟିସି) ମୁଖ୍ୟ ସଚିବ ନରେଶ କୁମାରଙ୍କ ଦ୍ୱାରା ଜୁନ୍ ୯ ରେ କରାଯାଇଥିଲା। ଏହି ଅଭିଯୋଗରେ ଦିଲ୍ଲୀର ପରିବହନ ମନ୍ତ୍ରୀ […]
ପ୍ରମୋଦ ନାୟକ(ଭୁବନେଶ୍ବର): ବହୁଦିନ ପରେ ବିଜେପିର ମିଛ ଆସ୍ଫାଳନକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ୨୦୨୪ ଲୋକସଭା ନିର୍ବାଚନରେ,ବିଜେପି ଓଡ଼ିଶାରେ ୧୬ଟି ଲୋକସଭା ଆସନ ଜିତିବ ବୋଲି ଗତକାଲି କରିଥିବା ଆକଳନର ଦୃଢ ଜବାବ ରଖିଛନ୍ତି ଶ୍ରୀ ରାଉତ। ଶ୍ରୀ ରାୟଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଦାମୋଦର ରାଉତ। ସେ କହିଛନ୍ତି, ବିଜେପି ନେତୃତ୍ବାଧୀନ […]
ରାଉରକେଲା: ଅନ୍ତଃରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ ରାଉରକେଲାରୁ ଗିରଫ ।ଗିରଫ ଶେଖ ଅହମ୍ମଦ ଠାରୁ ୧୬ ଲକ୍ଷ ୧୧ ହଜାର ଟଙ୍କା ଜାଲ ନୋଟ ଜବତ । ରାଜ୍ୟ ଏସ ଟି ଏଫ, ରାଉରକେଲା ୧୫ ନମ୍ବର ସେକ୍ଟର ପୁଲିସ ସହାୟତାରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ର ସି- ୨୩୧ ନମ୍ବର କ୍ୱାର୍ଟରରୁ ଗିରଫ କରିଛି। ଏହାଛଡା ଲାପଟପ, କଲର ପ୍ରିଣ୍ଟର […]
ଦୀପକ ସାହୁ(କଳାହାଣ୍ଡି):କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଠାରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶରେ ସାମ୍ବାଦିକଙ୍କ ସହଭାଗିତା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଏମ୍.ସି.ଢେଙ୍କାନାଳର ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ବିକାଶରେ ସାମ୍ବାଦିକଙ୍କ ସହ-ଭାଗୀତା ସହ କିଭଳି ଜିଲ୍ଲାର ବିକାଶ ପାଇଁ ସାମ୍ବାଦିକ ମାନେ କାର୍ଯ୍ୟକରିବେ, ସେ ଦିଗରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ […]
ସଞ୍ଜୟ ଶତପଥୀ(କଟକ): କଟକ ସହରରେ ନକଲି ଔଷଧ ମାମଲା ନେଇ ପୁରୀଘାଟ ଥାନାରେ ଏତଲା ପରେ,ଡିଷ୍ଟ୍ରିବ୍ୟୁଟର ଭି.ଆର୍ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ ନାମକ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି । କଟକ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏହି ସଦସ୍ୟ ପଦ ରଦ୍ଦ କରିଛି। ଏହା ସହ ସଂଘ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସେହିପରି କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ […]
ଭୁବନେଶ୍ୱର: ଦୁର୍ଘଟଣା ଜନିତ ମୃତ୍ୟୁହାର ରୋକିବା ତଥା ଜନ ସଚେତନତା ସୃଷ୍ଟି ପାଇଁ ସାରା ବିଶ୍ୱରେ “ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ” ପାଳିତ ହେଉଅଛି l ଭାରତରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଓ ଓଡ଼ିଶାରେ ବର୍ଷକୁ ଛଅ ହଜାର ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ବେଳେ ଦଶ ଲକ୍ଷରୁ ଅଧିକ ଅର୍କମଣ୍ୟ ହେଉଛନ୍ତି l ଏହି ଅବସରରେ ସ୍ଥାନୀୟ ମହାଲେଖାକାର ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ […]
ଭୁବନେଶ୍ୱର, ୧୧|୦୯:ଆସନ୍ତା ୨୪ ଘଣ୍ଟା ଭିତରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବ ।ଏହା ଏବେ ଉତ୍ତର ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଉପକୂଳ ଉପରେ ରହି ଆହୁରି ଘନୀଭୂତ ହେବ । ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାଇ ଆସନ୍ତା ତିନିଦିନ ରାଜ୍ୟର ଦକ୍ଷିଣ,ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ […]
ଭୁବନେଶ୍ବର(ବାସ୍ତବବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରୁ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ମୁମ୍ବାଇର ଟ୍ରାଇଡେଣ୍ଟ୍ ହୋଟେଲରେ ସେପ୍ଟେମ୍ବର ୧୪ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏଥିରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର୍ସ ମିଟ୍ ମାଧ୍ୟମରେ ଆହ୍ବାନ କରିବେ । ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ […]
ସଂଜୟ ଶତପଥୀ(କଟକ):କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ତାଙ୍କ କଟକ ଗସ୍ତର ଦ୍ଵିତୀୟ ଦିବସର ଶୁଭାରମ୍ଭ କରିଥିଲେ ସକାଳୁ କଟକ ଆରାଧ୍ୟା ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନରୁ।ସେଠାରେ କଟକ ଭାଜପା ମହିଳାମୋର୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ଓ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସଙ୍କ ନେତୃତ୍ୱରେ ମହିଳା ମାନେ ସ୍ୱାଗତକରି ମନ୍ଦିର ଦର୍ଶନ କରାଇଥିଲେ।ଏହାପରେ ସେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ। ସେଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଧର ପ୍ରଧାନ, […]