ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ୧୯୯୩ ମସିହାରେ ହେଲା ଚକବନ୍ଦୀ, ଚାଷଜମି କୁ ଜଳସେଚିତ ଜମି ରେ ପରିବର୍ତ୍ତନ କଲେ । ହେଲେ ୩୦ ବର୍ଷ ହେଲାଣି କେନାଲ ନାହିଁ । ହେଲେ ଜଳକର ଦେବାପାଇଁ ଆର ଆଇ ଙ୍କ ତାଗିଦ । ଦୀର୍ଘଦିନ ଧରି ନଦେବାରୁ ନୋଟିସ କରାଯାଉଛି କେନ୍ଦ୍ରାପଡା ତହସିଲ କାର୍ଯ୍ୟଳୟ ତରଫରୁ । ଜଳକର ସମସ୍ୟା ଙ୍କୁ ଗୋଗୁଆ ଆର ଆଇ ସର୍କଲ ଦୋବନ୍ଧା ରେଭେନ୍ୟୁ ର ସୋବଳା […]
ରାଜ୍ୟ
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ମହାକାଳପଡା ବ୍ଲକର ବେଆଇନ ଭାବେ ପ୍ରାୟ ୧୧୦୦ ଏକର ରୁ ଉର୍ଦ୍ଧ୍ବ ଜମିରେ ବେଆଇନ ଭାବେ ଚିଙ୍ଗୁଡ଼ି ଚାଷ ଚାଲିଥିଲା।ସ୍ବର୍ଗତ ସୂଚନା ଅଧିକାର କର୍ମୀ ରଞ୍ଜନ ଦାଶ ଲୋକୟୁକ୍ତ ଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଫାଲକନ୍ ମେରିଏନ୍ ଚିଙ୍ଗୁଡ଼ି ଚାଷ ବନ୍ଦ କରିଦେଇ ଥିବା ବେଳେ ଓଡିଶା ଆକୁଆ ନାମକ କମ୍ପାନୀ ର ଲିଜ ବାତିଲ ସହ ତୁରନ୍ତ ନିଜର ଆସବାସ ସାମଗ୍ରୀ ନେଇ […]
ପ୍ରମୋଦ ନାୟକ(ଭୁବନେଶ୍ବର) : ଏବେ ସାଂସ୍କୃତିକ କାର୍ଯ୍ୟକ୍ରମପାଇଁ ଆଉ ଆୟୋଜକଙ୍କୁ ସଂସ୍କୃତି ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ ।ଗୋଟିଏ କ୍ଲିକ୍ରେ ଅନ୍ଲାଇନ୍ରେ ହେବ ସାଂସ୍କୃତିକ ଦଳ ସଂରକ୍ଷଣ । କୌଣସି କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗରୁ ସାଂସ୍କୃତିକ ଦଳ ନେବାକୁ ହେଲେ ଆଉ ଆୟୋଜକଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ସାଂସ୍କୃତିକ ଦଳ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କଲା ପରେ ପାରିଶ୍ରମିକ ପାଇଁ ମଧ୍ୟ କଳାକାରଙ୍କୁ ବିଭାଗରେ ଚକ୍କର […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର) ୦୬।୦୯: ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ।ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଜୋରଦାର ଆୟୋଜନ ।କ୍ୟାପିଟାଲ ଫାଉଣ୍ଡେସନ୍ ପକ୍ଷରୁ ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଗ୍ରାଣ୍ଡ ଓ୍ବେଲକମ୍ କରିବ ବିଜେଡି । ବିମାନ ବନ୍ଦରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦେବା ସହିତ ନବୀନ ନିବାସ ପର୍ଯ୍ୟନ୍ତ ବିଶାଳ ରୋଡ୍ ସୋ କରାଯିବ । ରାସ୍ତା ସାରା ଲୋକେ ସମ୍ବର୍ଦ୍ଧନା ଦେବା ପାଇଁ […]
ଭୁବନେଶ୍ୱର ୦୬।୦୯ :ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାଇ, ଆସନ୍ତା ୭ ତାରିଖରୁ ୯ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଆସନ୍ତା କାଲି ଅର୍ଥାତ ୭ ତାରିଖ ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ […]
ମନୋଜ ମହାନ୍ତି(ଭୁବନେଶ୍ବର) : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ବିଭାଗ ସୂଚନା ଅନୁଯାଇ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଅଧୀନ ଲାଖୋଲି-ରାୟପୁର ଆରଭି ବ୍ଲକ ହଟ୍ର ଦୋହରୀକରଣ ସମେତ କେତେକ ଆଧୁନିକୀକରଣ କାର୍ଯ୍ୟ ପାଇଁ ୫ଟି ଟ୍ରେନ୍ ବାତିଲ୍ କରାଯାଇଛି । ସେଗୁଡ଼ିକ ହେଲା ଗାନ୍ଧୀଧାମ-ପୁରୀ ଗାନ୍ଧୀଧାମ ଏକ୍ସପ୍ରେସ୍ (୨୨୯୭୩/୨୨୯୭୪) ୭ ତାରିଖରେ ଗାନ୍ଧୀଧାମରୁ ଓ ୧୦ ତାରିଖରେ ପୁରୀରୁ, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୧୮/୧୮୫୧୭) ଆସନ୍ତା ୧୧ ତାରିଖରେ ବିଶାଖାପାଟଣାରୁ […]
ହାଇଲାଇଟ୍ସ … ନୀତୀଶ କୁମାର ୨୦୨୪ ନିର୍ବାଚନ ପାଇଁ ଯୁଦ୍ଧର ବିଗୁଲ ବଜାଇଲେ ନୀତୀଶ ସମସ୍ତ ବିରୋଧୀ ଦଳକୁ ବିଜେପି ବିରୋଧରେ ଏକଜୁଟ କରିବେ ଲୋକସଭା ନିର୍ବାଚନରେ ବିଜେପି ଦୁଇ ଅଙ୍କକୁ ହ୍ରାସ ପାଇବ ଅମିତ ଶାହାଙ୍କ ବିହାର ଗସ୍ତ ହେଉଛି ସାମ୍ପ୍ରଦାୟିକ ସମନ୍ୱୟକୁ ଭଣ୍ଡୁର କରିବା ପାଟନା(ବାସ୍ତବବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ଉପରେ କଡ଼ା ଆକ୍ରମଣ କରିଛନ୍ତି । ବିଜେପି ଉପରେ ଜରଦସ୍ତ ହମଲା କରିଛନ୍ତି […]
ବାସ୍ତବବ୍ୟୁରୋ:ସାଇରସ୍ ମିସ୍ତ୍ରୀ ଦୁର୍ଘଟଣା: ରବିବାର ଅପରାହ୍ନରେ ଏକ କାର ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଅହମ୍ମଦାବାଦରୁ ମୁମ୍ବାଇକୁ ଆସୁଥିବା ବେଳେ ସାଇରସ୍ ରାଜପଥରେ ଏକ ଡିଭାଇଡର୍ ସହିତ ଧକ୍କା ହୋଇଥିଲା। କାରରେ ଥିବା ଚାରି ଜଣଙ୍କ ମଧ୍ୟରୁ ସାଇରସ୍ ମିସ୍ତ୍ରୀ ଏବଂ ଜାହାଙ୍ଗୀର ଦୀନ୍ସା ପାଣ୍ଡୋଲଙ୍କ ମୃତ୍ୟୁ ଘଟିଛି। ପୋଲିସ କହିଛି ଯେ ସାଇରସ୍ ମିସ୍ତ୍ରୀଙ୍କ କାରକୁ ମୁମ୍ବାଇର ଜଣେ ମହିଳା ଡାକ୍ତର ଅନାୟତା ପଣ୍ଡୋଲେ ଚଳାଉଥିଲେ। ଅନାୟତା […]
ଦେବାଶିଷ ମିଶ୍ର (ଚୌଦ୍ଵାର):ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ର ବିଜୁ ମହିଳା ଜନତା ଦଳର ର ଛାମୁଆ ନେତ୍ରୀ ଶ୍ରୀମତୀ ସବିତା ନାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜ୍ୟ ମହିଳା ଟିମ୍ ରେ ସାମିଲ କରି ସଂପାଦିକା ଦାୟିତ୍ଵ ଦେଇଛନ୍ତି। ଶ୍ରୀମତୀ ନାୟକ ଏହି ଗୁରୁ ଦାୟିତ୍ଵ ମିଳିବା ପରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞ୍ୟତା ଜ୍ଞାପନ କରିବା […]
ମନୋଜ ମହାନ୍ତି(ବାସ୍ତବ ବ୍ୟୁରୋ):୭ ଦିନର ବ୍ୟବଧାନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତ ଏବଂ ପାକିସ୍ତାନ ପରସ୍ପର ବିପକ୍ଷରେ ଖେଳିବେ। ଦର୍ଶକଙ୍କ ଉତ୍କଣ୍ଠା ଦୁଇ ଗୁଣା ହୋଇଯାଇଛି । ୪ ବର୍ଷ ପରେ ଏହା ପ୍ରଥମ ଥର ହେବ ଯେ ଉଭୟ ଦଳ ୭ ଦିନର ବ୍ୟବଧାନ ମଧ୍ୟରେ ପରସ୍ପର ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିବ । ଏହାପୂର୍ବରୁ ୨୦୧୮ ଏସିଆ କପରେ ଦୁଇ ଦଳ ମଧ୍ୟରେ ୨ଟି ମ୍ୟାଚ୍ […]