ରୁଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ସହିତ ଯୁଦ୍ଧ କରୁଥିବା ରୁଷ ବିଶ୍ୱରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏହା ସତ୍ୱେ ବିଶ୍ଵର ୯ ଟି ଦେଶ ରୁଷ ସହିତ ଛିଡା ହୋଇଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ରୁଷ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରାଜ୍ୟ ମୁଖ୍ୟମାନଙ୍କ ସହିତ ଉତ୍ତମ ସମ୍ପର୍କ | କଠିନ ସମୟରେ ପୁଟିନ ଏହି ନଅ ଦେଶର ରାଜ୍ୟ ମୁଖ୍ୟଙ୍କୁ ସାହାଯ୍ୟ କରିଛନ୍ତି। ଏହାର ଫଳାଫଳ ହେଉଛି ବିଶ୍ୱର […]
ରାଜ୍ୟ
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟରେ ୨୦୨୦-୨୧ ବର୍ଷରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ମହା ଦୁର୍ନୀତିର ତଦନ୍ତ ପାଇଁ ପଞ୍ଚାୟତ ବାସୀ, ପ୍ରଥମେ ବିଡିଓ ଓ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ l ଏଥିରେ ପଂଚାୟତ ବାସୀ ନ୍ୟାୟ ନ ପାଇବାରୁ ସେମାନେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିନେଇ ଆଜି ଲୋକୟୁକ୍ତଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ଆରମ୍ଭ ହୋଇଛି। ଲୋକାୟୁକ୍ତରେ କେଶ ନମ୍ବର LY ୧୨୫୭/୨୦୨୯ ଆଧାରରେ […]
କଟକ(ଦୀପକ ବେଉରା): କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ଭୁଶୁଡ଼ିଲା ପୋଲ ।ଏହି ପୋଲଟି ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ । ପୋଲରେ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା। ମାଟି ତଳୁ ୨ ଜଣକୁ ଉଦ୍ଧାର କରି ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରାଯାଉଛି। ଛତ୍ରପୁର ବଜାର ଦେଇ ଯାଇଥିବା ତାଳଦଣ୍ଡା କେନାଲର […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୫୯୮୦ଜଣ ସୁସ୍ଥ ହୋଇଛନ୍ତି । ଆଜି […]
ବାସ୍ତବ ବ୍ୟୁରୋ(ନୂଆଦିଲ୍ଲୀ):ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ ନାରାଭାନେ କହିଛନ୍ତି ଯେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ବିବାଦ ଦର୍ଶାଉଛି ଯେ ଏକ ପାରମ୍ପାରିକ ଯୁଦ୍ଧ ହୋଇପାରେ ଏବଂ ଭବିଷ୍ୟତ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ହେବା ଆବଶ୍ୟକ। ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ ନାରାଭାନେ ମଙ୍ଗଳବାର ଦିନ କହିଛନ୍ତି ଯେ ବର୍ତ୍ତମାନ “ଚାଲୁଥିବା ରୁଷ-ୟୁକ୍ରେନ ଯୁଦ୍ଧରୁ ଆମେ ସବୁଠାରୁ ବଡ଼ ଶିକ୍ଷା ପାଇପାରିବା ଯେ ଭାରତକୁ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ୦୭।୦୩- ପୌର ନିର୍ବାଚନରେ ରହିବନାହିଁ କୌଣସି କୋଭିଡ କଟକଣା ।ଚଳିତ ବର୍ଷ ମୋଟ ୪୨ ଲକ୍ଷ ଭୋଟର ସେମାନଙ୍କ ମତ୍ତ ସାଵସ୍ତ୍ୟ କରିବେ ।ମୋଟ ୧୮୯୯ଟି ଓ୍ୱାର୍ଡର ୪୪୭୫ଟି ବୁଥ୍ ରେ ହେବ ପୌର ନିର୍ବାଚନ। ନିର୍ବାଚନ ପରିସ୍ତିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ […]
ଆଶିଷ କୁମାର ନାୟକ( ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ କଟକ ଚାନ୍ଦବାଲି ମୁଖ୍ୟ ରାଜପଥକୁ ସଂଯୋଗ କରୁଥିବା ତରାସ-ଦେଉଳି ଆର୍ ଡି ରାସ୍ତା ତରାସ ନେତାଜୀ ଛକଠାରେ ଏକ ମର୍ମଦୁତ ସଡକ ଦୁର୍ଘଟଣା | ଏହି ଦୁର୍ଘଟଣା ରେ ଆହତ ହୋଇଛନ୍ତି ପଡୋଶୀ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଥିବା ଗୋଲାଆଡିଆ ଗ୍ରାମ ର ଜୈନିକ ବ୍ୟକ୍ତି |ନିଜର ମୋଟରସାଇକେଲ ରେ ରାଜକନିକା ଆଡକୁ କୌଣସି କାର୍ଯ୍ୟ ପାଇଁ […]
ନୂଆଦିଲ୍ଲୀ: MG Motor India ଆଜି ZS EV ର ଅପଡେଟ୍ ମଡେଲ୍ ଲଞ୍ଚ କରିବାକୁ ଯାଉଛି | MG ZS EV ପ୍ରଥମେ ଜାନୁଆରୀ ୨୦୨୧ ରେ ଲଞ୍ଚ କରାଯାଇଥିଲା | ଅଳ୍ପ କିଛି ଛୋଟ ପରିବର୍ତ୍ତନ ଏବଂ ଅପଡେଟ୍ ପରିସର ସହିତ ଏହା ପୁନ un ଚାଳିତ ହେଉଛି | MG ZS EV ର ଅପଡେଟ୍ ହୋଇଥିବା ମଡେଲ୍ ପୂର୍ବ ଅପେକ୍ଷା ୪୮୦ କିଲୋମିଟର ଅଧିକ […]
ନବୀନ ଦାଶ(ବରଗଡ଼): ରାଜ୍ୟରେ ଦିନକୁ ଦିନ ମଦ,ଗଞ୍ଜାଇ ଓ ନିଶା ମାଫିଆ ଙ୍କ ଆତଙ୍କ ହୁ ହୁ ହେଇ ବଢ଼ି ଚାଲିଥିବାବେଳେ ଅଣାୟତ୍ତ ହୋଇଛି ନିଶା କାରବାର। ଯାହା ବରଗଡ଼ଜିଲ୍ଲା ଅତାବିରା ପୋଲିସ ଦ୍ୱାରା ବିପୁଳ ପରିମାଣ ର ଗଞ୍ଜାଇ ଜବତ ହୋଇଥିବା ପୋଲିସ ସୂତ୍ର ରୁ ସୂଚନା ମିଳିଛି। ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଅତାବିରା ପୋଲିସ ଆଇଆଇସି ଅନୀଲ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୬/୦୩ -ଚାନ୍ଦବାଲି ଏନ ଏ ସି ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ୩ ପ୍ରମୁଖ ଦଳର ୧୭ କାଉନ୍ସିଲର ଓ ଜଣେ ଅଧ୍ୟକ୍ଷ ପ୍ରାଥୀନୀଙ୍କ ନାମାନଙ୍କ ପତ୍ର ଦାଖଲ lପୌର ନିର୍ବାଚନ ପାଇଁ ଚାନ୍ଦବାଲି ବିଜ୍ଞାପିତ ଅଂଚଳରେ ୩ ରାଜନୈତିକ ଦଳ ପକ୍ଷରୁ ଚାଲିଛି କଡ଼ା ଟକର । ୨ ତାରିଖରୁ ୭ ତାରଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ଶେଷ ଦିନ ମଧ୍ୟରେ ଆଜି ଷଷ୍ଠ ଦିନରେ […]


