ମନୋଜ ମହାନ୍ତି(ଭୁବନେଶ୍ୱର):୦୬।୦୨- ପାର୍ଲାମେଣ୍ଟ ନିଉଜ ଢାଞ୍ଚାରେ,ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଶ୍ରୀ ପାତ୍ର,ଆହୁରୀ ମଧ୍ୟ କହିଛନ୍ତି କି,ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ୍‌, ଗତ ଶନିବାର ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଶୁଭାରମ୍ଭ ହୋଇଛି । ବିଧାନସଭା ପରିସରରେ ଷ୍ଟଡିଓ ତିଆରି ଚାଲିଛି । ଏବେ କେବଳ ୟୁଟ୍ୟୁବରେ ପ୍ରସାରଣ ହେବ । ପରେ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୦୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୫୨୨୮ଜଣ ସୁସ୍ଥ ହୋଇଛନ୍ତି […]

ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କକୁ ପରିଭାଷିତ କରିବା ପାଇଁ ବିଭିନ୍ନ ଅଦାଲତରୁ ଅନେକ ବିଚାର ଆସିଛି | ବର୍ତ୍ତମାନ ପତ୍ନୀ ଙ୍କ ବିପକ୍ଷରେ ଏବଂ ସ୍ୱାମୀଙ୍କ ସପକ୍ଷରେ ବିଳାସପୁର ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ବାସ୍ତବରେ, ସ୍ୱାମୀ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ପାଇଁ ଏକ ଆବେଦନ ଦାଖଲ କରିଥିଲେ | ଯାହା ୧୩ ଡିସେମ୍ବର ୨୦୧୭ ରେ ପରିବାର କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା | ଏହି ନିଷ୍ପତ୍ତି […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୭୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୫୦୧୯ଜଣ ସୁସ୍ଥ ହୋଇଛନ୍ତି […]

ଦୀପକ ବେଉରା(କଟକ): କଟକ ଚୌଦ୍ୱାର ପୁଲିସ୍‌ ଜାଲରେ ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିବା ବଡ ରାକେଟ । ପଇସା ରୋଜଗାରର ଏପରି ସର୍ଟକଟ ବାଟ ବାହାର କରି ମାଲେମାଲ ହେଉଥିବା ଏକ ଗ୍ୟାଙ୍ଗକୁ କଟକ ଚୌଦ୍ୱାର ପୁଲିସ୍‌ ବହୁ ଦିନରୁ ପିଛା କରୁଥିଲା ବେଳେ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୨୨ଟି ସୁନା ଚେନ୍‌ ଜବତ ହୋଇଛି । ଗିରଫ ଲୁଟେରାମାନେ ଗ୍ୟାଙ୍ଗର […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୪୭୫୬ଜଣ ସୁସ୍ଥ ହୋଇଛନ୍ତି […]

ମୋହାଲି: ଭାରତର ଅଧିନାୟକ ରୋହିତ ଶର୍ମା ଗୁରୁବାର ଦିନ ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୧୦୦ ତମ ଟେଷ୍ଟ ପୂର୍ବରୁ ପ୍ରଶଂସା କରି କହିଛନ୍ତି ଯେ ଦଳକୁ ଏହି ଫର୍ମାଟରେ ଭଲ ସ୍ଥିତିରେ ରଖିବା ପାଇଁ ସେ ସମସ୍ତ ଶ୍ରେୟ ପାଇବାକୁ ଯୋଗ୍ୟ।ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଓପନିଂ ଗେମରେ ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଆଗେଇ ନେବା ପାଇଁ ରୋହିତ ତାଙ୍କ ଟେଷ୍ଟ ଅଧିନାୟକତ୍ୱ ଯାତ୍ରା ଆରମ୍ଭ […]

ନୂଆଦିଲ୍ଲୀ:ଯେଉଁଠି ଭାଇ ଭାଇର ହେଉନି,ସ୍ୱାମୀ ସ୍ତ୍ରୀର,ପୁଅ ପରକରି ଦେଉଛି ବାପ ମାଆଙ୍କୁ, ସେଠି କେରଳର ଡାକ୍ତରୀ ଛାତ୍ରୀ ଆର୍ଯ୍ୟା ଆଲଡ୍ରିନ୍ ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ପାଇଁ ୟୁକ୍ରେନରୁ ନିଜ ପୋଷା କୁକୁର ସହିତ ଦେଶକୁ ନଫେରିଲେ ଫେରିବେନିବୋଲି ରୋକଠୋକ ମନାକରିଦେଲେ । ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶରୁ ରକ୍ଷା ପାଇବା ପାଇଁ ଆର୍ଯ୍ୟଙ୍କୁ ଏକ ସୁଯୋଗ ମିଳିଥିଲା, କିନ୍ତୁ କୁକୁର ବିନା ସେଠାରୁ ଫେରିବାକୁ ମନା କରିଦେଇଥିଲେ ଆର୍ଯ୍ୟା । […]

ନବୀନ ସାହୁ(ଜଳେଶ୍ବର): ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ର, ଭାରତ ସରକାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି ।ଅନେକ ଛାତ୍ର ଛାତ୍ରୀଙ୍କୁ “ମିସନ ଗଙ୍ଗା ଯୋଜନା”ରେ ଫେରାଇ ଆଣିବାରେ ସଫଳ ମଧ୍ୟ ହେଉଛନ୍ତି, ଓଡିଶାରୁ ମଧ୍ୟ ଅନେକ ଛାତ୍ର ଫସି ରହିଛନ୍ତି । ୟୁକ୍ରେନରେ ଡାକ୍ତରୀ ପଢୁଥିବା ଜଳେଶ୍ବର ଅଞ୍ଚଳର ଦୁଇ ସମ୍ପର୍କୀୟ ଭାଇ ଗତ ୪ ଦିନ ହେଲା […]

ବାସ୍ତବବ୍ୟୁରୋ(ରାଉରକେଲା): ୟୁକ୍ରେନର ଟେରନୋଫିଲ ସହରରେ ରହୁଥିବା,ରାଉରକେଲା ଆନନ୍ଦ ଭବନ ଲେନ ଉମର କଲୋନିର ଜିସାନ୍ ଅହମ୍ମଦ। ସେ ୟୁକ୍ରେନରେ ଡ଼ାକ୍ତରୀ ପଢୁଥିଲେ। ଟେରନୋଫିଲ ସହରରୁ ଅନ୍ୟ ସହପାଠୀଙ୍କ ସହ ବାହାରି ରୋମାନିଆର ବୁଚାରିଷ୍ଟରୁ ସ୍ୱତନ୍ତ୍ର ବିମାନରେ ଆସି ସେ ଗତ ୨୮ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀରୁ ଝାରସୁଗୁଡ଼ା ହୋଇ ଗତକାଲି ରାତିରେ ରାଉରକେଲା ଉମର କଲୋନିର ନିଜ ଘର ପହଞ୍ଚିଥିଲେ। ଜିସାନ ପହଞ୍ଚିଲା ପରେ ଘର ଓ ପଡ଼ୋଶୀରେ […]

Pin It on Pinterest