ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୦/୧୧-ଚାନ୍ଦବାଲି ବ୍ଲକର ତୋଟାପଡା ଓ ବଜରାପୁର ପଂଚାୟତରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବ୍ଲକର ଦୁଇ ପଂଚାୟତର ୪୪ ପରିବାର ମୁଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏଥିନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ସେମାନଙ୍କୁ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ […]

ବାସ୍ତବବ୍ୟୁରୋ(ମୟୁରଭଞ୍ଜ)ସାନ୍ତାଳୀ ଭାଷା କୁ ଓଡିଶା ର ଦ୍ବିତୀୟ ରାଜ ଭାଷା ସହିତ ଭାଷା ଭୀତିକ ସଂଖ୍ୟାଲଘୁ ମାନ୍ୟତା ଏବଂ ମୁଣ୍ଡାରୀ,ଭୂମିଜ ଓ ହୋ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବିରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ଆସନ୍ତା ୨୯ ନଭେମ୍ବର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଘୋଷଣା କରାଯାଇଛି l ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ କୁ ସଫଳ […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ):ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନାନୁଯାଇ, ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍। ଆସନ୍ତା ନଭେମ୍ବର ୧୫ ତାରିଖରୁ ପୁଣି ସ୍କୁଲ ଯିବେ ଛାତ୍ର ଛାତ୍ରୀ । କୋଭିଡ୍ ଗାଇଡଲାଇନ ଆଧାରରେ ପାଠପଢ଼ା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲାଯାଇପାରେ ବୋଲି ଯେଉଁ ସୂଚନା ମିଳିଥିଲା, ତାହା ଆଜି ଶେଷରେ […]

ଡ଼.ନବକିଶୋର ମିଶ୍ର-ଜ୍ୟୋତିଷ ଶାସ୍ତ୍ରରେ ରବିଙ୍କ ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି | ରବିଙ୍କ ଚଳନ ଅବଧି ୩୦ ଦିନ ଅଟେ | ପ୍ରତି ମାସରେ ରବି ଗୋଟିଏ ରାଶି ରୁ ଅନ୍ୟଟିରେ ପ୍ରବେଶ କରନ୍ତି | ନଭେମ୍ବର ୧୬ ରେ,ରବି ବିଛା ରାଶିକୁ ଚଳନ କରିବେ ଏବଂ ଡିସେମ୍ବର୧୬ ପର୍ଯ୍ୟନ୍ତ ଏହି ରାଶିରେ ରହିବେ | ଏହା ପରେ ଏହା ଧନୁ ରାଶିକୁ ଚଳନ କରିବେ | କିଛି ରାଶି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୯/୧୧-ଧାମରା ବନ୍ଦର କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟ କଳାପ ବିରୋଧରେ ଆଜି ମା ଧାମରେଈ ମଣ୍ଡଳ ତରଫରୁ ମତୋ ବିଜେପି କାର୍ଯାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀ ରେ ଧାମରା ବନ୍ଦର( ଆଦାନୀ) ବିରୋଧରେ ବିଜେପି ରଣହୁଙ୍କାର ଦେଇଛି।ଯେତେବେଳେ ଧାମରାରେ ଆଦାନୀ କମ୍ପାନୀ ସ୍ଥାପିତ ହେଲା ସେତେବେଳେ ଚୁକ୍ତି ହୋଇଥିଲା ଯେ ପ୍ରଥମେ ଭଦ୍ରକ ଜିଲ୍ଲା ର ଥିବା ବେକାରୀ ଯୁବକ ଯୁବତୀ […]

ବାସ୍ତବବ୍ୟୁରୋ:ମେନୋପାଜ୍ ପରେ ସ୍ୱାସ୍ଥ ସମସ୍ୟା: ସ୍ୱାଭାବିକ ଭାବରେ,ଯେତେବେଳେ ମହିଳାଙ୍କ ରୁତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ, ସେତେବେଳେ ସେହି ପର୍ଯ୍ୟାୟକୁ ମେନୋପୋଜ କୁହାଯାଏ | ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, କିନ୍ତୁ ଅବଧି ବନ୍ଦ ହେବା ପରେ, ମହିଳାମାନଙ୍କର ନିତ୍ୟକର୍ମ ବହୁତ ବିଚଳିତ ହୋଇଯାଏ|ମହିଳାମାନଙ୍କଠାରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ହୋଇଥାଏ | ୪୦ ବର୍ଷ ବୟସ ପରେ ମହିଳାମାନଙ୍କଠାରେ ମେନୋପାଜ୍ ସମସ୍ୟା ଆରମ୍ଭ ହୁଏ | ହରମୋନର […]

ଦୀପକ ସାହୁ(ଭବାନୀପାଟଣା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣା ଗସ୍ତରେ ଯାଇ,ଆଜି ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି ।ପ୍ରାୟ ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଦିଆଯାଇଛି।ଏହା ସହିତ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡିବାସୀଙ୍କୁ ପ୍ରାୟ ୯୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ।ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନବକିଶୋର ଦାସ ଓ […]

ଆଶିଷ ନାୟକ(ରାଜକନିକା)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶଙ୍କୁ ତଦନ୍ତ ପରିସରକୁ ଆଣିବା ସହ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି ଉଠିଛି | ମମିତା ମେହେରଙ୍କ ନ୍ୟାୟ ପାଇଁ ଦୁଇ ଜଣ ମନ୍ତ୍ରୀ ଙ୍କର ବହିଷ୍କୃତକୁ ନେଇ ସାରା ରାଜ୍ୟରେ ବିଜେପି ର ଆନ୍ଦୋଳନ ଜାରି ରହିଛି | ଏହି ପରିପେକ୍ଷୀରେ ଆଜି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ବିଜେପି ତରଫରୁ ରାଜକନିକା ବ୍ଲକ […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୦୮।୧୧ – ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର(କାର୍ଟୁନିଷ୍ଟ) କିଶୋର ରଥଙ୍କ ଆଉ ନାହାନ୍ତି।ଦେଖିବାକୁ ମିଳିବନି ସମ୍ବାଦ ଖବର କାଗଜରେ “କିଶୋର କଟାକ୍ଷ” ।ତାଙ୍କର ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ଆଜି(ସୋମବାର) ଭୋର ସମୟରେ ତାଙ୍କର ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ସଂଗେ ସଂଗେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶ୍ରୀ ରଥଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୭/୧୧-ରାଜ୍ୟର ମୁଖୁଆଙ୍କ ନିର୍ଦ୍ଦେଶ ରାଜ୍ୟରେ କେହି ରହିବେନି କଚା ଘରେ , ତାହାର ବାସ୍ତବତାକୁ ଫୁ କରି ଉଡ଼େଇ ଦେଇଛନ୍ତି ଚାନ୍ଦବାଲି ଏନ ଏ ସି ଅଧିକାରୀ ଯୋଗ୍ୟ ହେଉ କିମ୍ବା ଅଯୋଗ୍ୟ ହେଉ ଯିଏ ଶାଷକ ଦଳର କର୍ମୀ ସେମାନଙ୍କୁମିଳୁଛି ଆବାସ ଯୋଜନାରେ ଘର । ଏନ ଏ ସି କିଛି ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଦଳୟ କୋଟାରେ ଘର ପ୍ରଦାନ । ପରେ ଏହାକୁ ବିରୋଧ […]

Pin It on Pinterest