ବଲାଙ୍ଗିର(ବିମଲ ଯୋଷୀ): “ହଁ, ମୁଁ ମମିତା ମେହେରକୁ ମର୍ଡର କରିଛି। ମୁଁ ହିଁ ମମିତାର ହତ୍ୟାକାରୀ ।ଗତ ୧୨ ଦିନ ଧରି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାକୁ ନେଇ ଚାଲିଥିବା ତୁମ୍ଭି ତୋଫାନର ଏକ ପ୍ରକାର ଯବନିକା ପଡ଼ିଛି ।ଏହା ପୂର୍ବରୁ ପୁଲିସ୍ କବଜାରେ ୪ ଦିନ ରହି ପାଟି ଫିଟାଉ ନ ଥିବା ଗୋବିନ୍ଦ ହଠାତ୍ ସବୁ ସତ ବଖାଣିବାର ରହସ୍ୟ କିଛି ବୁଝା ପାରୁ ନାହାନ୍ତି […]
ରାଜ୍ୟ
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ୨୦/୧୦-ଚାନ୍ଦବାଲି ବ୍ଲକ ବିଜୟନଗର ପଂଚାୟତ ମଧୁପୁର ଗାଁରେ ହନୁମାନ ପଇସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ, ଅପହରଣ ପରେ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଦାବୀ କରିଥିଲେ ଅଭିଯୁକ୍ତ l ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତ ଗିରଫ ସହ ଗୋଟିଏ କାର ଜବତ l ହନୁମାନ ପଇସା କୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ ପରେ ୫ଲକ୍ଷ ଟଙ୍କାର […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଭାରତରେ କରୋନା ସଂକ୍ରମଣର ନୂଆ କ୍ଷେତ୍ରରେ ରିଲିଫ୍ ଅବଧି ଜାରି ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪ ହଜାର ୬୨୩ ଟି କରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି।ଏହି ସମୟରେ,ଦେଶରେ ୧୯୭ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି | ପୁନରୁଦ୍ଧାର ହାର କ୍ରମାଗତ ଭାବରେ ଏହାର ସର୍ବୋଚ୍ଚ ସ୍ତରରେ ଏବଂ ଗତ ବର୍ଷ ମାର୍ଚ୍ଚ ତୁଳନାରେ ସର୍ବାଧିକ ଅଟେ | ଗତ ୪ ଦିନ ପାଇଁ, […]
ବଲାଙ୍ଗିର (ବିମଲ ଯୋଷୀ):ଧରା ପଡିଲା ଗୋବିନ୍ଦ ସାହୁ । ସନସାଇନ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରା ପଡ଼ିଛି। ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଚିଥିଲା।ଗ୍ରାମବାସୀଙ୍କ ଠାରୁ ଖବର ପାଇ,ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦ ସାହୁକୁ ଧରିଛି। ମମୀତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ,ସିନ୍ଧେଇକେଲା ପୁଲିସ୍ ଗୋବିନ୍ଦକୁ ଗତ ୧୪ ତାରିଖରେ […]
ବାସ୍ତବବ୍ୟୁରୋ:(ଗୋପାଳ ମହାପାତ୍ର)ଦୁର୍ଗା ପୂଜା ଅବସରରେ ପାଣ୍ଡ୍ୟା ଏବଂ ମନ୍ଦିରରେ ଭଙ୍ଗାରୁଜା ଘଟାଇଥିବା ବାଂଲାଦେଶୀ ହିନ୍ଦୁମାନଙ୍କ ପ୍ରତି ଏହା ହିଂସାର ପ୍ରଥମ ଉଦାହରଣ ନୁହେଁ। ଏହାପୂର୍ବରୁ ବାଂଲାଦେଶୀ ହିନ୍ଦୁମାନେ ମଧ୍ୟ ନିର୍ଯାତନାର ଶିକାର ହୋଇଥିଲେ। ଏକ ଅଧିକାର ଗୋଷ୍ଠୀ ଅନୁଯାୟୀ, ଗତ ନଅ ବର୍ଷ ମଧ୍ୟରେ ବାଂଲାଦେଶର ୩,୭୨୧ ଘର ଏବଂ ମନ୍ଦିର ହିନ୍ଦୁମାନଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଛି।ଢାକା ଟ୍ରିବ୍ୟୁନ୍ ଆଇନ୍ ଓ ସାଲିଶ କେନ୍ଦ୍ରର ରିପୋର୍ଟକୁ ଦର୍ଶାଇ କହିଛି ଯେ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ସୋମବାର ଦିନ ଟମାଟୋର ଖୁଚୁରା ମୂଲ୍ୟ ମେଟ୍ରୋରେ ୯୩ କିଲୋଗ୍ରାମକୁ ବୃଦ୍ଧି ପାଇଛି। ଏହି ତଥ୍ୟ ସରକାରୀ ତଥ୍ୟରୁ ମିଳିଥିଲା | ମେଟ୍ରୋରେ ଥିବା ତଥ୍ୟ ଅନୁଯାୟୀ କୋଲକାତାରେ ଟମାଟୋ କିଲୋଗ୍ରାମ ୯୩ ଟଙ୍କା ,ଚେନ୍ନାଇରେ ୬୦ , ଦିଲ୍ଲୀରେ ୫୯ ଏବଂ ମୁମ୍ବାଇରେ କିଲୋ ପ୍ରତି ୫୩ ରେ ବିକ୍ରି ହୋଇଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଟମାଟୋର ମୂଲ୍ୟ ସମୀକ୍ଷା କରାଯାଇଥିବା ୧୭୫ ଟି ସହର […]
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ .୦ ଓଭରରେ ୧୮୮ ରନ୍ ସଂଗ୍ରହ କରି ୫ ୱିକେଟ୍ ହରାଇଥିଲା। ଏହାର ଜବାବରେ ଭାରତ 0 ୱିକେଟ୍ ହରାଇ ୫.୪ ଓଭରରେ ୫୭ ରନ୍ ସଂଗ୍ରହ କରି ଖେଳୁଛନ୍ତି । ବର୍ତ୍ତମାନ ଇଶାନ କିଶନ ୨୧ ବଲରେ ୨୪ ରନ କରି ଖେଳୁଛନ୍ତି ଏବଂ କେ.ଏଲ୍ ରାହୁଲ ୧୩ ବଲରେ ୩୨ ରନ୍ ସ୍କୋର କରିଛନ୍ତି । କ୍ରିସ୍ ୱୁକ୍ସ ଇଂଲଣ୍ଡ […]
ଯାଜପୁର: ବୈତରଣୀ ନଦୀରେ ବୁଡିଗଲେ ଦୁଇ ନବାଳକ ।ନଦୀକୁ କଇଁ ଫୁଲ ତୋଲିବା ପାଇଁ ଯାଇଥିଲେ,ବହୁ ସମୟ ଖୋଜା ଖୋଜି ପରେ ମିଳିଲା ଦୁହିଁଙ୍କ ମୃତଦେହ। ଏଭଳି ଦୁଖଦଃ ଘଟଣା ଯାଜପୁର ମଙ୍ଗଳପୁର ଥାନା ଗୋପକୁଳ ଗ୍ରାମରେ ଘଟିଛି । ସୁଚନା ଅନୁସାରେ,ତିନି ଜଣ ବାଳକ ନଦୀ ଜୋରକୁ କଇଁ ଫୁଲ ତୋଳିବାକୁ ଯାଇଥିଲେ ।ସେମାନଙ୍କ ମଧ୍ୟରୁ ଜଣକର ଗୋଡ ଖସିଯାଇଥିଲା ।ପାଖରେ ଥିବା ଦୁଇଜଣ ବାଳକ ବୁଡିଯାଇଥିବା ପିଲାଟିକୁ […]
ନବୀନ ସାହୁ(ଜଳେଶ୍ବର):୧୮।୧୦- ଯୁବକଙ୍କୁ ଫୋନ୍ କରି ଘରୁ ଡାକିଆଣି ଧାରୁଆ ଛୁରୀରେ ମରଣାନ୍ତକ ଆକ୍ରମଣ ।ଏହି ଦୁଖଦଃ ଘଟଣାଟି,ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶିଖରପୁର ପଂଚାୟତର ବେଲବାରିଆ ଗ୍ରାମରେ ଘଟିଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣଙ୍କ ହେଲେ ଶିବଶଙ୍କର ସେନାପତି । ସୂଚନା ଅନୁଯାଇ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ବେଲବାରିଆ ଗ୍ରାମର ଉମାକାନ୍ତ ସେନାପତିଙ୍କର ପୁଅ ଶିବଶଙ୍କର […]
ଦୀପକ ସାହୁ(କଳାହାଣ୍ଡି)ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଆଜିକୁ ପ୍ରାୟ୧ ମାସ ହେଲା ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ ପୋଖରୀବନ୍ଧ,ଲାଞ୍ଜିଗଡ଼ ରୋଡ଼, କୁମଖାଲ,ବନ୍ଧପାରି,ବିଶ୍ୱନାଥପୁର, ଚମ୍ପାଦେଇପୁର,ଲାଞ୍ଜି ଓ କାନକୁଟରୁ ଏହି ୮ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ନିୟମିତ ଭାବେ ବିଭିନ୍ନ ଲୋକଙ୍କ ଘର, ନଳକୂପ,ଶୈଚାଳୟ, ଧାନ, ମକା,ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ୧୬ ତାରିଖ ଶନିବାର ରାତିରେ ମୂଷାନାଳ ଫରେଷ୍ଟ ଅଧିନସ୍ଥ ଲାଞ୍ଜି […]