ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୫୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୯୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୫୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୦୮୮୯ଜଣ ସୁସ୍ଥ ହୋଇଛନ୍ତି […]
ରାଜ୍ୟ
ବାସ୍ତବବ୍ୟୁରୋ:କୋଭିଡ -୧୯ ର ସଫଳ ଚିକିତ୍ସାରେ ସହାୟକ ହେବ ବୋଲି ବିଶ୍ୱ ର ପ୍ରଥମ ଆଣ୍ଟିଭାଇରାଲ ବଟିକାର ସର୍ତ୍ତମୂଳକ ବ୍ୟବହାରକୁ ବ୍ରିଟେନ ଅନୁମୋଦନ କରିଛି। ବ୍ରିଟେନ ହେଉଛି ପ୍ରଥମ ଦେଶ ଯାହା ଏହି ବଟିକା ସହିତ ଚିକିତ୍ସାକୁ ଉପଯୁକ୍ତ ବୋଲି ସ୍ୱୀକୃତି ଦେଇଛି, ଯଦିଓ ବଟିକା କେତେ ଶୀଘ୍ର ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ। ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ କରୋନା ସଂକ୍ରମିତ ଲୋକଙ୍କୁ ଏହି ବଟିକା ବ୍ୟବହାର […]
ବାସ୍ତବବ୍ୟୁରୋ(ଭୁବନେଶ୍ବର):କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ,ଆଜି ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଘୋଷଣା କରି କହିଛନ୍ତି ଯେ ,ଇନ୍ଧନ ମୂଲ୍ୟ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍ ୩ ଟଙ୍କା ହ୍ରାସ କରାଯାଇଛି। ଏହା ନଭେମ୍ବର ୫ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ। […]
ପୀରହାଟ ଥାନା ପକ୍ଷରୁ ଗଦିରେ ଜାଲ ନୋଟ ଜବଦ ସହ ଅଭିଯୁକ୍ତ ଗିରଫ,ଗିରଫ ଅଭିଯୁକ୍ତ ହେଲେ ବଂଶଡା ଥାନା ଅଧିନ ହଟପୁର ଗାଁର ନିହାରରଞ୍ଜନ ଜେନା ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୩/୧୧-ତିହିଡି ଓ ଚାନ୍ଦବାଲିରେ ଦିନକୁ ଦିନ ସକ୍ରିୟ ହେବାର ଲାଗିଛି ଜାଲ ନୋଟ କରବାର l ଆଜି ପିରାହାଟ ଥାନା ଅଧିନ ଗଦି ବଜ଼ାରରେ ବଂଶଡା ଥାନା ଅଧିନ ନୂଆଗାଁ ପଞ୍ଚାୟତ ହଟପୁର ଗ୍ରାମରେ ନିହାରଞ୍ଜନ ଜେନା ଏହି ଜାଲ ନୋଟ […]
ହାଇଲାଇଟ୍ସ |ଏହି ମିଠା କିଲୋଗ୍ରାମରେ ୫୦ ହଜାର ଟଙ୍କାରେ ବିକ୍ରି ହେଉଛି | କ୍ୱିନୱରଏକ୍ସୋଟିକା ହେଉଛି ୨୪ କରାଟ ସୁନା ଧାତୁଯୁକ୍ତ ମିଠା |କ୍ୱିନୱର ଚିଲଗୋଜେ, କାଶ୍ମୀରୀ କେସର, ମେକଡାମିଆ ବାଦାମ, ବ୍ଲୁ ବେରୀର ବ୍ୟବହାର କରାଯାଇଛି । ବାସ୍ତବବ୍ୟୁରୋ:ଏଥର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୋ, ଦିୱାଲୀରେ ଏକ ବିଶେଷ ପ୍ରକାରର ମିଠା ପାଇଁ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି । ଏହି ମିଠା ବିଷୟରେ ଆଲୋଚନା କରିବାର ଅନେକ କାରଣ ଅଛି, […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ): ୦୨/୧୧-ଓଡ଼ିଆ ପୁଅ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦଙ୍କୁ ଖେଳରତ୍ନ ଦେବା ପାଇଁ ଗତ ବୁଧବାର ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ପାରିସ୍ କରିଥିଲା। ଆଉ ଆଜି କ୍ରୀଡ଼ା ମନ୍ତ୍ରଣାଳୟ ଏଥିରେ ମୋହର୍ ମାରିଛି। ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇବେ।ପ୍ରମୋଦଙ୍କ ସହ ଆଉ […]
ଲଡୁଗାଁ ସହର ରେ ଦେଖାଦେଲେ ୩ ଭାଲୁ ଦୀପକ କୁମାର ସାହୁ(କଳାହାଣ୍ଡି) ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ଜଙ୍ଗଲି ଭାଲୁ ।କଳାହାଣ୍ଡି ଜିଲ୍ଲା-କୋକସରା ବ୍ଲକ ଲଡୁଗାଁ ସହରରେ ଗତ ବିଳମ୍ବିତ ରାତିରେ ୩ ଭାଲୁ ପଶି ଆସିଥିବା ଦେଖିବାକୁ ମିଳିଛି । ତେବେ ଭାଲୁ ସହର ମଧ୍ୟରେ ପଶି ଆସିବା ପରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ୩ ଭାଲୁ ମଧ୍ୟରେ ଗୋଟିଏ ବଡ଼ ଓ ୨ ଟି […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୪୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୧୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧୨୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୯୫୮୫ଜଣ ସୁସ୍ଥ ହୋଇଛନ୍ତି । […]
ଜ୍ୟୋତିର୍ବିଦ୍,ବାସ୍ତୁକାର-ଡ଼.ନବକିଶୋର ମିଶ୍ର ମଙ୍ଗଳବାର ଦିନ ଧନତେରସ ଙ୍କ ସହ ଦୀପାବଳି ଆରମ୍ଭ ହୋଇଛି। ଏହି ଦିନ ଆୟୁର୍ବେଦର ପିତା ଧନନ୍ତରୀଙ୍କ ଜନ୍ମ ବାର୍ଷିକୀ ଶ୍ରଦ୍ଧା ଓ ଉଲ୍ଲାସର ସହ ପାଳନ କରାଯାଏ । ପରମ୍ପରା ଅନୁଯାୟୀ ଧନତେରସ ରେ, କିଣା କିଣି ସହ ଧନ ଦେବତା କୁବେର, ମା ଲକ୍ଷ୍ମୀ, ଧନ୍ଵନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ ଓ ସୁଖ ଓ ସମୃଦ୍ଧତା ପାଇଁ ପ୍ରାର୍ଥନା କରାଯାଏ । ଏଥର […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଦୀପାବଳି ରେ ଅର୍ଥାତ ଆସନ୍ତା ୪ତାରିଖ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ମିଳିଲା ଅନୁମତି ।ହାଇକୋର୍ଟଙ୍କ ରାୟ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଜାରି କରିଛନ୍ତି ଗାଇଡଲାଇନ୍ । ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଫିସର ବ୍ୟକ୍ତିଗତ […]


