ବରପାଲିରେ ୧୪୯ ତମ ଶୀତଳଷଷ୍ଠୀ ପାଇଁ ସାମ୍ବାଦିକ ସମ୍ମିଳନୀ

ବରଗଡ଼(ବାସ୍ତବକଥା):୦୫.୦୬.୨୦୨୬ ବରପାଲି ରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ପୌରାଣିକ ତଥା ଓଡ଼ିଆ ଅସ୍ମିତା ର ପ୍ରତିକ ୧୪୯ ତମ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଆସନ୍ତା ରବିବାର ୦୭ ତାରିଖ ସଂଧ୍ୟା ୦୫ ଘଣ୍ଟା ୩୦ ମିନିଟ ସମୟରେ ବରଗଡ଼ ଗଣପତି ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ ।
ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ବରଗଡ଼ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେବାକୁ ଶୀତଳଷଷ୍ଠୀ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଏଣୁ ନିର୍ଦ୍ଧାରିତ ସମୟରେ ସମସ୍ତ ସାମ୍ବାଦିକ ବନ୍ଧୁମାନେ ଯୋଗ ଦେବାକୁ ସଭାପତି ଶ୍ରୀ ଆନନ୍ଦ ବାବୁ ଏବଂ ସାମ୍ବାଦିକ ପଦ୍ମଲୋଚନ ସାହୁ ଅନୁରୋଧ କରିଛନ୍ତି ।

ସେୟାର କରନ୍ତୁ

Next Post

କଟକ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ ଜାରି,ବିପୁଳ ମଦ ଜବତ....

Fri Jun 5 , 2026
କଟକ(ବାସ୍ତବ କଥା)୦୫.୦୬: କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଆଠଗଡ ଅବକାରୀ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ନେତୃତ୍ୱରେ କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ, କଂସର, ବାଉଁଶ ଟଙ୍ଗୋର,ସରସ୍ୱତୀପୁର ଓ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ଥାନା, ବାଙ୍କୀ ଅବକାରୀ ଥାନା , ନରସିଂହପୁର ଅବକାରୀ ଥାନା, କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ, ସଦର […]

You May Like

Pin It on Pinterest